ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସିଆରପି,ଏମବିକେ ସଂଘ
କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶୀ...
କଳିଙ୍ଗା ଘାଟିର ଗୋଟିଏ ସ୍ଥାନରେ ଦ୍ୱିତୀୟଥର ଭୂସ୍ଖଳନ: ଘଟଣାସ୍ଥଳରେ ଜିଲାପାଳ
ଜି.ଉଦୟଗିରି, ୨୩।୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ଗତ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରେ ଭୂସ୍ଖଳନ ଯୋଗୁଁ ରାସ୍ତା ଟି...
ବିଧାୟକଙ୍କ ଘର ପାଇଁ କଟିଲା ୭୨୧ ଗଛ: ଚାଞ୍ଚଲ୍ୟକର ବୟାନ ଦେଲେ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ଏକ ବଡ଼ ସୂଚନା ଦେଇଛନ୍ତି। ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ ୭୨୧ ଗଛ ବଳି ପଡ଼ିଛି ବୋଲି...
ଧରିତ୍ରୀ ପୋର୍ଟାଲ ପ୍ରଭାବ: ପହଞ୍ଚିଲେ ପିଏଚଡ଼ି କର୍ମଚାରୀ, ମରାମତି ହେଲା ଫାଟିଲା ପାଇପ୍
ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଥିଲା। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶ୍ୱରୀ...
୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଧ: ଜିଲାପାଳ କହିଲେ…
ଦାରିଙ୍ଗବାଡ/ଭଞ୍ଜନଗର,୨୩।୯(ଅରୁଣ ସାହୁ/ବାବୁଲା ପ୍ରଧାନ): ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ସୋମବାର ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜଲାପାଳଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା...
ଛିଡା ହୋଇଥିଲା ପୋଲିସ: ସମବାୟ ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହିନେଲେ ଲୋକେ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ସାର ବସ୍ତା ବୋହିନେଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି। ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହିନେଇଥିବା କୁହାଯାଉଛି। ପ୍ରଥମେ...
ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ
ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ...
ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ
ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି। ରବିବାର ସକାଳେ...
ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ଭିତରକୁ ଗଲେ…
ପୁରୀ,୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ରତ୍ନ ଅଳଙ୍କାର ସ୍ଥାନନ୍ତର...
ମିଳୁନି ଦରମା , ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଇସି ସଦସ୍ୟା
ବଲାଙ୍ଗୀର,୨୩।୯(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକର ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟାଙ୍କୁ କମିଟି ବୈଠକକୁ ଡକାଯାଉନଥିବା ଏବଂ ମାସିକ ଦରମା ଦିଆଯାଉନଥିବା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି...
ଜନଜାତି ଯୁବତୀ-ଯୁବକଙ୍କ ଦକ୍ଷତା ବଢାଇବାକୁ ଅଣ୍ଟା ଭିଡ଼ିଲେ ବିଡିଓ
ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁସୂଚିତ ଜନଜାତି ଯୁବତୀ ଏବଂ ଯୁବକ ମାନଙ୍କର ଦକ୍ଷତା ତଥା କ୍ଷମତାକୁ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ଆଦି କର୍ମଯୋଗୀ ଅଭିଯାନର ଏକ ୨ ଦିନିଆ କର୍ମଶାଳା...
ମାନମୁଣ୍ଡାକୁ NAC ଘୋଷଣା ଦାବି: ୧୨ ଘଣ୍ଟିଆ ବନ୍ଦ ଡାକରା, ଯାତାୟାତ ଠପ୍
କଣ୍ଟାମାଳ,୨୩।୯( ଆଦିତ୍ୟଶ୍ୱେର ମିଶ୍ର): ବୌଦ୍ଧ ଜିଲା ମାନମୁଣ୍ଡାକୁ ଏନଏସି ଘୋଷଣା ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ନିର୍ବାଚନ ପୂର୍ବରୁ ମାନମୁଣ୍ଡାକୁ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ବର୍ତ୍ତମାନର ରାଜ୍ୟର ଅନେକ ସ୍ଥାନକୁ...
Archives


