ଆମ ଜିଲା ଖବର

ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର, ପ୍ରାଣ ବିକଳରେ ୮ ମତ୍ସ୍ୟଜୀବୀ…

ରାଜନଗର,୧୦ା୧୦(ଭାସ୍କର ରାଉତରାୟ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ରତ୍ନପ୍ରଭା ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଜୁଆର ଛାଡ଼ିବା ପରେ ସାତଭାୟା ନିକଟସ୍ଥ ସମୁଦ୍ର...

ଏମ୍‌ଓୟୁ ରଦ୍ଦ ଦାବିରେ ରାସ୍ତା ଅବରୋଧ

ପାଟଣା,୧୦ା୧୦: କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରୁଥିବା ଜିନ୍ଦଲ, ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ପ୍ରଭାବିତ ୧୨ଟି ଗ୍ରାମର ପୁରୁଷ ମହିଳା ଜିନ୍ଦଲ, ପୋସ୍କୋ ସହ ଷ୍ଟିଲ୍‌ ପ୍ଲାଣ୍ଟ ହୋଇଥିବା ଏମ୍‌ଓୟୁ...

ବାଜ୍ୟାପ୍ତି ହେଲା ୨୨ଲକ୍ଷ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୧୦।୧୦: କୋଲକାତା କମ୍ପିଟେଟ ଅଥରିଟିଙ୍କ ନିର୍ଦ୍ଦେଶରେ କ୍ରମେ କ୍ରାଇମବ୍ରାଞ୍ଚ STF ଜଣେ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି। ୨୨ ଲକ୍ଷରୁ ଊଦ୍ଦର୍‌ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି। ୨୦୨୪ରେ ୨ଜଣ ଗଞ୍ଜେଇ ବେପାରୀଙ୍କୁ STF ଧରିଥିଲା। ଏପରିକି ୯ଟି...

‘ବରିଷ୍ଠ ନାଗରିକଙ୍କ ସେବା କଲେ ମିଳିଥାଏ ପୁଣ୍ୟ’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବରିଷ୍ଠ ନାଗରିକ ଦିବସ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏଥିରେ ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ସଭାପତିତ୍ୱ କରିଥିଲେ। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ବାର୍ଦ୍ଧକ୍ୟ...

CBI ଜାଲରେ ପଡ଼ିଲେ RPF ହାବିଲଦାର

ରାଉରକେଲା,୧୦।୧୦: CBI ଜାଲରେ ପଡିଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ RPF ହାବିଲଦାର ମହମ୍ମଦ ଇଜହାର୍‌ଙ୍କୁ CBI ଅଧିକାରୀମାନେ କାବୁ କରି ନେଇଥିଲେ। ମିଳିଥିବା ସୂଚନା ମୁତାବକ, ଜରି, ବୋତଲ ଗୋଟାଳିଙ୍କଠାରୁ...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ଡ୍ୟାଣ୍ଡ୍‌ରେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍‌। ସୂଚନା ଅନୁସାରେ,...

ଭାଜପା ନେତାଙ୍କ ପରଲୋକ

ବେତନଟୀ,୧୦।୧୦(ଧରଣୀଧର ମହାନ୍ତି) : ବେତନଟୀ ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍‌ପି ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗୋଲକ ବିହାରୀ ନାଏକଙ୍କ ପ୍ରତିନିଧି ବିମଳ କୁମାର ଲେଙ୍କା(୫୫)ଙ୍କ ବୁଧବାର ସକାଳେ ବେତନଟୀସ୍ଥିତ ବାସଭବନରେ...

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଗିରଫ ହେଲେ ତହସିଲଦାର

ମହାକାଳପଡ଼ା,୧୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତହସିଲଦାର ତାଙ୍କ ଆୟ ଠାରୁ ୧୯୦% ଅଧିକ...

ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….

ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ ରାଉତଙ୍କ ସୂଚନା ମୁତାବକ, ଡାକୋଇ ଗ୍ରାମରେ ଚଢ଼ାଉ କରି...

ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି

କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ...

ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଜୟପାଟଣା, ୧୦।୧୦(ଓମ ପ୍ରକାଶ ବୈଠାରୁ):କଲହାଣ୍ଡିରେ ଥମୁନି ଦାଦନ ଦୁଃଖ। ପୁଣି ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ। କାନ୍ଦବୋବାଳିରେ ଫାଟିପଡିଛି ଗାଁ ଦାଣ୍ଡ। ଏଭଳି ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ପ୍ରଜାନାଗଫେଡ଼ି ଗାଁରେ। ଏହି...

ବଜ୍ରପାତରେ ଗୁରୁତର ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଲେ, ପରିବାରରେ ଖେଳିଗଲା ଆନନ୍ଦ

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏଭଳି ଉକ୍ତିକୁ ଯଦି ଦେଖିବା ତେବେ ବଜ୍ରପାତରେ ଗୁରୁତର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri