ଆମ ଜିଲା ଖବର

ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୯ା୧୦(ବିଦ୍ୟାଧର ସାହୁ): ଆଲୋକର ପର୍ବ ଦୀପାବଳି ସରକାରୀ ନିୟମ ଅନୁସାରେ ପାଳନ କରିବାକୁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ପରାମର୍ଶ ଦେଇଛନ୍ତି। ସହର ଶେଷରେ ବିକ୍ରି ବାଣ ଦୋକାନୀମାନଙ୍କୁ କଡା ତାଗିଦ କରିବା ସହ ଯେପରି ନିୟମ ଅନୁସାରେ...

ମା’-ବାପା ସ୍କୁଲ ଯିବାକୁ କହିବାରୁ: ନାବାଳକ ପୁଅ ନେଲେ ଚରମ ନିଷ୍ପତ୍ତି

ଥୁଆମୂଳ ରାମପୁର,୧୯ା୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ସେମେଲପଦର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଖୋଜ ହେବାର ୪ଦିନ ପରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।...

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ତେଜିଲା

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ...

ଦୃତଗତିରେ ଆସି ଯୁବକଙ୍କ ଉପରକୁ ମାଡ଼ିଗଲା ପିକଅପ୍‌ ଭ୍ୟାନ୍‌, ଆଉ ତା’ପରେ..

ଗଞ୍ଜାମ,୧୯ା୧୦(ଅଖିଳ ତରାଇ): ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଖଜୁରିଆପଲ୍ଲୀ ଛକ ନିକଟରେ ରବିବାର ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ନରେନ୍ଦ୍ର ବାଲି ଗ୍ରାମର ରାମଚନ୍ଦ୍ର ମହାରଣା।...

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ

ଗଞ୍ଜାମ/ରମ୍ଭା,(ବନବାସୀ ସେଠୀ/ଅଖିଳ ତରାଇ)୧୯।୧୦: ଦୀପାବଳି ପୂର୍ବରୁ ରମ୍ଭା ସହରରେ ରବିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଧୋବାସୀ ପୋଖରୀ ନିକଟରେ ଖୋଲିଥିବା ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରତ୍ନାକର ବେହେରା ଏବଂ କାହ୍ନୁ ତରେଇଙ୍କ ୨ଟି...

ଢେଙ୍କାନାଳ: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ହତ୍ୟା କଲେ ବାପା

କାମାକ୍ଷାନଗର,୧୯ା୧: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧...

ଗୋ ହତ୍ୟା, ଗୋ ସୁରକ୍ଷାକୁ ନେଇ ସାମ୍ବାଦିକ ସମ୍ମୀଳନୀ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ ବଲାଙ୍ଗୀର କୃଷି ବିଭାଗ କାର୍ଯ୍ୟାଳୟ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଏକ...

ଗାଁରେ ମାଙ୍କଡ଼ ଆତଙ୍କ, ଗୋଡେଇ ଗୋଡେଇ କାମୁଡୁଛି ଲୋକଙ୍କୁ

ବଲାଙ୍ଗୀର,୧୯।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଟୁପଡା, ଭାନପୁର, ସାଲେବରଟ ତଥା ଆଖ ପାଖ ଗାଁରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି l ଗତ ଦୁଇଦିନ ତଳେ ପୁଟୁପଡା ଗାଁର ଜଣେ ଛାତ୍ରୀଙ୍କୁ ଆକ୍ରମଣ...

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,୧୯ା୧୦: ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଛି। ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା...

ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର କରିଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ...

ଲିଜ୍‌ ଘାଟରୁ ଚୋରା ବାଲି ଉତ୍ତୋଳନନେଇ  ଅଭିଯୋଗ

ପାଟଣା,୧୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ  ପାଟଣା ବୈତରଣୀ ନଦୀର ଦୂର୍ଗାଦେଇପୁର ବାଲି ଉତ୍ସରୁ ବେଆଇନ ଭାବେ ସ୍ଥାନୀୟ ଲୋକେ ବାଲି ଚୋରି କରୁଥିବା ଜିଲା ଖଣି ଅଧିକାରୀଙ୍କ ନିକଟରେ  ଲିଜଧାରି ସଂଗ୍ରାମ କେଶରୀ  ଲେଙ୍କା ଶନିବାର...

ମାଳିଦାଦର ପ୍ରାଥମିକ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ: ସ୍ଥିତି ସମୀକ୍ଷା  କଲେ…

ଅମରପାଲି,୧୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତର ମାଳିଦାଦର ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଦର୍ଶାଇ ବନ୍ଦ କରି ଦିଆଯାଇଛି। ଏ ନେଇ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଡ.ନୃପରାଜ ସାହୁଙ୍କୁ ଗୁରୁବାର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri