ଆମ ଜିଲା ଖବର

‘ଦୁର୍ନୀତି ରୋକିବାକୁ ହେଲେ ମାନସିକତାରେ ପରିବର୍ତ୍ତନ ଜରୁରୀ’

ବଲାଙ୍ଗୀର,୧ା୧୧(ସୁନିଲ କୁମାର ମହାନ୍ତି): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶନିବାର ଜିଲା ପ୍ରଶାସନ ଓ ଦୁର୍ନୀତି...

ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ: ଋଷିକୂଲ୍ୟାରେ ଆରମ୍ଭହେଲା

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ...

ଖରିଫ ଧାନ ମଣ୍ଡି ପରିଚାଳନା ନେଇ ପ୍ରସ୍ତୁତି

କର୍ଲାମୁଣ୍ଡା,୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସଭା ଗୃହଠାରେ ଶନିବାର ଚଳିତ ବର୍ଷ ଖରିଫ ଋତୁରେ ହେବାକୁ ଥିବା ଧାନମଣ୍ଡି ବିଷୟରେ ଏକ ପ୍ରସ୍ତୁତି ବୈଠକ ସମବାୟ ସମିତିର...

ସଚେତନତା ବଢ଼ିଲେ ରୋକାଯାଇ ପାରିବ ଦୁର୍ନୀତି

ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ କର୍ମଚାରୀ, ସାଧାରଣଜନତା ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହିଁ ଯାଇ ଦୁର୍ନୀତିକୁ ରୋକାଯାଇ...

ବାଦ୍ୟର ତାଳେତାଳେ ଝୁମିଲେ କଳାକାର-ଜନତା

ବଲାଙ୍ଗୀର,୧ା୧୧(ସୁନୀଲ କୁମାର ମହାନ୍ତି): ପଞ୍ଚମ ‘ବଲାଙ୍ଗୀର ଦିନ’ ଉତ୍ସବ ପାଳନ ଶନିବାର ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି। ‘ବଲାଙ୍ଗୀର ଦିନ’ ଆଯୋଜକ ସମିତି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ...

ଅଲୋଡ଼ା ଶିଶୁ କନ୍ୟା: ବ୍ୟାଗରେ ପଡ଼ିଛି ନବଜାତ

ମୋରଡ଼ା(ସ୍ମାରକ ମାଜୀ)/ରାସଗୋବିନ୍ଦପୁର(ସତ୍ୟବାଦୀ ପରିଡ଼ା),୧ା୧୧- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ପୋଲିସ ଶୁକ୍ରବାର ଏକ ନବଜାତ ଶିଶୁ କନ୍ୟା ମୃତଦେହ ଜବତ କରିଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ସମୟରେ ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ଛକଠାରୁ ୨୦୦ ମିଟର ଦୂର...

ରଶି ଲଗାଇ ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି, କାରଣ ଖୋଜୁଛି ପୋଲିସ

ବରଗଡ଼,୧ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଖୁଣ୍ଟପାଲି ପଞ୍ଚାୟତର ଗଞ୍ଝିଆଟିକ୍ରାରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବୃଦ୍ଧ ଦମ୍ପତି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକମାନେ...

ଭାଜପା ନାଁରେ ସାଙ୍ଘତିକ ଅଭିଯୋଗ: ଏସ୍‌ପି ଦେଉଛନ୍ତି ଜେଲ୍‌ରେ ପୁରାଇବା ଧମକ

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବାଡ଼ ଯଦି ଫସଲ ଖାଇବ ଦୋଷ ଦେବା କାହାକୁ। ନୂଆପଡ଼ା ଉପନିର୍ବାଚନରେ ଏହା ଜଳ ଜଳ ଦେଖାଯାଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ...

ଜିଲାପାଳଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଟଙ୍କା ମାଗୁଥିବା ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁଙ୍କ ନାଁରେ ଫେକ୍‌ ଆଇଡି ଖୋଲାଯାଇଛି। ସୋସିଆଲ ମିଡିଆରେ ଫେକ୍‌ ଆଇଡି ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳଙ୍କ ନଜରକୁ ଏହା ଆସିବା ପରେ ଠକାମୀରୁ ଦୂରେଇ ରହିବା...

ଜୟଙ୍କ ପାଇଁ ମଇଦାନରେ କୃଷ୍ଣ ମହାପାତ୍ର:ଢ଼ୋଲକିଆଙ୍କୁ ଜିତାଇବାକୁ…

ନୂଆପଡ଼ା,୧ା୧୧(ମକାରୁ ବେମାଲ): ଖରିଆର ରୋଡ୍‌ ଏନ୍‌ଏସିର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଏନ୍‌ଏସିକୁ ଏକ...

ବବିଙ୍କ ନାଁରେ ରୁଜୁ ହେଲା ମାମଲା: ଏଭଳି କରିଥିବା ସାଂଘାତିକ ଅଭିଯୋଗ ପରେ…

ନୂଆପଡ଼ା,୧।୧୧: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫)...

ନୂଆପଡ଼ାରେ ସାଇକେଲରେ ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ହାତୀ ନିଆରା ଢଙ୍ଗରେ ପ୍ରଚାରକରି ଭୋଟ ଭିକ୍ଷା କରୁଛନ୍ତି ା ସେ ଏକ ପୁରୁଣା ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗ ରଖୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri