ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ
ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା: ପ୍ରସବ କରି ନ ପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ
ନୟାଗଡ,୧।୬(ଲୋକନାଥ ମିଶ୍ର): ୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା। ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚଏଚ) ରେ ଏନେଇ ଉତେଜନା ଦେଖାଦେଇଛି । ସୂଚନାଥାଉ କି, ବାଲୁଗାଁର ଭାଜପା ଯୁବନେତା…
ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ…
ଶିକାରୀ ଗୁଳିରେ ଚାଲିଗଲା ଆଦିବାସୀ ଯୁବକଙ୍କ ଜୀବନ
ନୟାଗଡ଼,୩୦।୫(ଲୋକନାଥ ମିଶ୍ର):ନୟାଗଡ଼ ବନଖଣ୍ଡ ପଂଚରିଡା ରେଞ୍ଜ ଗୋଛା ସରନଖିତ ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସୂର୍ଯ୍ୟମଣି ପ୍ରଧାନ (୪୨)। ଘର ଶରଣକୁଳ ଥାନାର ଗୋଛା ଗାଁରେ। ସୂର୍ଯ୍ୟମଣି ଗୁରୁବାର ବିଳମ୍ବିତ ରାତିରେ ଗୋଛା…
ଛେଳି ଖାଇଦେବାରୁ ପ୍ରତିଶୋଧ ନେବା ପାଇଁ ଚିତାବାଘକୁ ମାରିଦେଲେ, ଜାଣନ୍ତୁ କିପରି!
ନୟାଗଡ଼, ୨୦।୫: ନୟାଗଡ଼ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ଘଟଣାରେ, ଜଣେ ବ୍ୟକ୍ତି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏକ ଚିତାବାଘକୁ ମାରିଥିବା ଅଭିଯୋଗ ହୋଇଛି। ତେବେ, ତାଙ୍କୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି।…
ବାଇକ୍ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍: ପୋଡ଼ିଦେଲେ ବାଇକ୍
ଦଶପଲ୍ଲା,୨୦।୫: ନୟାଗଡ଼ ଜିଲା ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଜଣେ ବାଇକ୍ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟ କରିବା ସହ ବାଇକ୍ ପୋଡ଼ି ଫେରାର ହୋଇଯାଇଛି। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ…
ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ
ଓଡ଼ଗାଁ,୨।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧାରେ ସୋନପୁର ଜିଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସ୍ଏଚ୍ଜି…
ବାହାଘର ଭୋଜି ଖାଇବାକୁ ଯାଇ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଗଲା
ନୟାଗଡ଼,୨୭ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ନୂଆଗାଁ ଥାନା ଖାଲମଡା ଗାଁର ରିତେଶ ପ୍ରଧାନ(୧୧), ଲ୍ଲା ଥାନା ଗୋଡିବିଡା ଗାଁର ଉମାକାନ୍ତ ନାୟକ(୧୦), ଓଡ଼ଗାଁ…
ଯବାନଙ୍କ ଅକାଳ ବିୟୋଗ: ଗାଁରେ ଖେଳିଗଲା ଶୋକାକୁଳ ପରିବେଶ
ରଣପୁର,୧୭।୪: ନୟାଗଡ଼ ଜିଲା ରଣପୁର ବ୍ଲକର ପାଟପୁର ଗାଁ। ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକେ l ଗାଁରେ ଖେଳିଗଲା ଶୋକାକୁଳ ପରିବେଶ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ୨୬ ବର୍ଷୀୟ ବିଏସଫ ଯବାନ ମନୋରଞ୍ଜନ ପ୍ରଧାନ ଓରଫ…
ଶରଣକୁଳ ଥାନା ଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…
ଭୁବନେଶ୍ୱର,୧୬।୪(ସତ୍ୟଜିତ୍ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ନୟାଗଡ଼ ଜିଲା ଶରଣକୁଳ ଥାନା ଏସ୍ଆଇ ରାଜେଶ କୁମାର ଶ୍ରୀଚନ୍ଦନ (୨୦୧୭ ବ୍ୟାଚ୍) ମଙ୍ଗଳବାର…
ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି
ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା ବୌଦ୍ଧ ଜିଲା ଆଡେନିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବୋରେଟୋରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ, ଆଉ…
ଖଣ୍ଡପଡ଼ା ବାର ଆସୋସିଏଶନ୍ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ
ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାର ଆସୋସିଏଶନ୍ର ସଭାପତି ଭାବେ ତୃତୀୟ ଥର ପାଇଁ ବରିଷ୍ଠ ଆଇନ୍ଜୀବି ସଂଗ୍ରାମ କେଶରୀ…
Archives


