ନୟାଗଡ଼

ଭିଜିଲାନ୍ସ ଜାଲରେ ଜିଲା ଶ୍ରମ ଅଧିକାରୀ

ନୟାଗଡ଼,୧୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଶୁକ୍ରବାର ଭିଜିଲାନ୍ସ ଜାଲ ପଡିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବ୍ଲକ ବିରୁଡ଼ା…

ଅପ୍ରାକୃତ ଯୌନ ସମ୍ପର୍କ ପରେ ତଣ୍ଟି ଚିପି ନାବାଳକ ଛାତ୍ରଙ୍କୁ ହତ୍ୟା: ଧରାପଡ଼ିଲେ ହତ୍ୟାକାରୀ ଛାତ୍ର

ନୟାଗଡ଼,୭।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁାରେ ଥିବା ମଦ୍ରାସାର ପାଇଖାନା ଟାଙ୍କିରୁ ନାବାଳକ ଛାତ୍ର (୧୨)ଙ୍କ ମୃତଦେହ ଜବତ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଛାତ୍ର ଜଣକ ସେହି ମଦ୍ରାସାର…

ମାମୁ ଘରକୁ ଆସିଥିଲେ ଭଣଜା, ଚାଲିଗଲା ଜୀବନ

ନୟାଗଡ, ୬।୯(ଲୋକନାଥ ମିଶ୍ର) : ମାମୁ ଘରକୁ ଆସି ଭଣଜାର ମୃତ୍ୟୁ। ଏଭଳି ଘଟଣା ଦଶପଲ୍ଲା ଥାନା ଶ୍ରୀରାମପୁରରେ ଘଟିଛି। ଶ୍ରୀରାମପୁରର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘରକୁ ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର ଗ୍ରାମରେ…

ବିଡିଓଙ୍କ ଆଖିରେ ଲୁହ

ବୋଲଗଡ଼,୧୬।୮: ବିଡିଓଙ୍କ ଆଖିରେ ଲୁହ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାଇତ୍ୱରେ ଥିବା ବିଜୟ କୁମାର ସେଠୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ବିଡିଓ ଆରିକମା କୋଶଳାଶୁଣୀ ନିକଟରେ ଥିବା ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ଜଣେ ବୃଦ୍ଧଙ୍କ ସହ କଥା ହୋଇଥିଲେ।…

ମହିଳାଙ୍କ ଗଳାକାଟି ହତ୍ୟାକଲେ ଦୁଇ ଯୁବକ, ଅଟକ ରଖି ପୋଲିସର ପଚରାଉଚରା

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଭାପୁର ପଞ୍ଚାୟତରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ରାତିରେ ଜଣେ ବିଧବା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ହେଲେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସ୍ବର୍ଗତ ମିଟୁ ବେହେରାଙ୍କ ଧର୍ମପତ୍ନୀ…

ବାଇକ୍‌କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍‌: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ…

ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ

ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼…

ତୁରନ୍ତ ନ୍ୟାୟ ଦାବିରେ ଥାନାରେ ବିଷ ପିଇଦେଲେ ଯୁବତୀ

ନୟାଗଡ଼,୨୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ପରିସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲା। ଅଭିଯୁକ୍ତ ମଧ୍ୟ…

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ ରହିଛନ୍ତି। ସେପଟେ ଜିଲା ପରିଷଦ ସଭ୍ୟ ଜିଲା ପରିଷଦ କାର୍ଯ୍ୟାଳୟଠାରୁ କିଛି ଦୂର ଆରଡ଼ି…

ଟାଙ୍ଗିଆ ଚୋଟରେ କବିର ପ୍ରଧାନଙ୍କ ମୃତ୍ୟୁ

ନୟାଗଡ଼,୬।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀରେ ଏକ ହତ୍ୟାକାଣ୍ଡ ଘଟିଛି। ଅଶୋକ ମଳିକଙ୍କ ଟାଙ୍ଗିଆ ଚୋଟରେ ଉକ୍ତ ଗ୍ରାମର କବିର ପ୍ରଧାନ(୭୦)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇଥିବା ଅନୁମାନ…

୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା

ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ରାଜା ୩ରଥରେ ଛେରାପହଁରା ନ କରିବାରୁ ୭ଶହ ବର୍ଷର ପରମ୍ପରା…

ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଯାତ୍ରୀଙ୍କ ସୁରକ୍ଷାରେ ରହିବେ ଯବାନ

ନୂଆଦିଲ୍ଲୀ,୬।୬: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଅଗଷ୍ଟ ୯ରେ ସରିବ। ଚଳିତ ବର୍ଷ ୩୮ ଦିନ ଧରି ଏହି ଯାତ୍ରା ଚାଲିବ। ଅନ୍ୟପକ୍ଷେ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri