କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ଦାବି ଜିଲାପାଳଙ୍କୁ ଭେଟିଲେ ଅଭିଭାବକ ସଂଘ ପ୍ରତିନିଧି
ନୂଆଗାଁ(ଡି.ଏନ.ଏ.)/ନୟାଗଡ଼ ଅଫିସ, ୧୧।୬-ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି। ସୋମବାର ଭୁବନେଶ୍ୱର ଓଡ଼ିଶା ଅଭିଭାବକ ସଂଘର ୪ ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଆସି ଜିଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଆଲୋଚନା କରି ଦାବି ଉପସ୍ଥାପନ…
ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ
ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି। ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ…
ପୁରୁଣା ହସ୍ତଶିଳ୍ପ ଉଜ୍ଜୀବିତ ପାଇଁ ଗୁରୁତ୍ୱନିଖିଳ ଉକତ୍ଳ କଂସାରି ସମାଜର ୪୭ ତମ ଅଧିବେଶନ ଉଦ୍ଯାପିତ
ଖଣ୍ଡପଡା,୧୧।୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ କଲ୍ୟାଣ ମଣ୍ଡପଠାରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନିଖିଳ ଉକତ୍ଳ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ୪୭ ତମ ବାର୍ଷିକ ଅଧିବେଶନ ତଥା ରାଜ୍ୟସ୍ତରୀୟ ସାଙ୍ଗଠନିକ ଆଲୋଚନା ସଭା ସୋମବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି ।…
ପୂର୍ବତନ ବିଧାୟକଙ୍କ ଦ୍ୱାରା ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ
ଖଣ୍ଡପଡ଼ା,୧୦ା୬(ସ୍ବ.ପ୍ର.): ଚଳିତ ଶିକ୍ଷାବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶନିବାର ଖଣ୍ଡପଡ଼ା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ, ଏହି ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ସିଧାମୂଳା…
ସେବା ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ: ସ୍ବାସ୍ଥ୍ୟ ପରୀକ୍ଷା କଲେ ୧୭୦ ଜଣ
ନୂଆଗାଁ,୯।୬(ଡି.ଏନ୍.ଏ): ନୟାଗଡ ଜିଲା ସେବା ସମିତି ପକ୍ଷରୁ ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ସମିତିର ସଭାପତି ଶିବରାମ ମହାପାତ୍ରଙ୍କ…
ଚଳନ୍ତା ଭ୍ୟାନ୍ରେ ଲାଗିଲା ନିଆଁ
ଓଡ଼ଗାଁ,୯।୬(ସ୍ବ.ପ୍ର.): ସ୍ଥାନୀୟ ଆଦର୍ଶ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଏକ ଚଳନ୍ତା ଗ୍ୟାସ୍ ସୋଡ଼ା ଭ୍ୟାନ୍ରେ ନିଆଁ ଲାଗିଯାଇଛି। ହାଇସ୍କୁଲ ଓ ଥାନା ସମ୍ମୁଖରେ ଭ୍ୟାନ୍ଟି ଅତିକ୍ରମ କରୁଥିବା ଏବଂ ପଛରୁ ହୁତହୁତ ହୋଇ ନିଆଁ ଜଳୁଥିବା ଲୋକମାନେ ଦେଖିବାକୁ ପାଇଥିଲେ।…
ଖଳିସାହି ପ୍ରଦୂଷିତ ପୋଖରୀରୁ ପଙ୍କୋଦ୍ଧାର ଦାବି
ଖଣ୍ଡପଡା,୯ା୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ପଞ୍ଚାୟତର ରାଜୁଆସାହି ନିକଟରେ ଥିବା ଦେବତା ପୋଖରୀର ଜଳ ପ୍ରଦୂଷିତ ହୋଇପଡିଛି। ଫଳରେ ପୋଖରୀର ଜଳ ଏବେ ବ୍ୟବହାର ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ । ପୋଖରୀର ଚତୁଃପାର୍ଶ୍ୱ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଥିବା ବେଳେ ପଙ୍କରେ…
କାଳବୈଶାଖୀ ପ୍ରଭାବ: ଉଡ଼ିଗଲା କଲେଜ ଶ୍ରେଣୀଗୃହ ଆଜବେଷ୍ଟସ୍
ଗଣିଆ,୯।୬(ଡି.ଏନ.ଏ.)-ଗଣିଆ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ୍ ଛପର ଉଡିଯାଇଛି । ଆସନ୍ତା ୨୦ ତାରିଖରେ ମହାବିଦ୍ୟାଳୟରେ ଫୋର୍ଥ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ…
ଟ୍ରକ ଚକା ତଳେ ଗଲା ଦୁଇଭାଇଙ୍କ ଜୀବନ
ନୂଆଗାଁ,୯।୬(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡ଼ାଠାରେ ଏକ ଗ୍ୟାସ ବୋଝେଇ ଟ୍ରକ ଗୋଟିଏ ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋରଡା ଗ୍ରାମର ରମେଶ ଚନ୍ଦ୍ର ନାୟକ (୫୫) ଓ ଚନ୍ଦ୍ରମଣି…
ମଞ୍ଜିଟିଏ ଗଛଟିଏ ସଚେତନତା, କନ୍ୟାରନତ୍ ସମ୍ବର୍ଦ୍ଧନା
ବୋଲଗଡ଼,୭ା୬(ଡି.ଏନ୍.ଏ.): ବୃକ୍ଷରୋପଣ ଉଦ୍ଦେଶ୍ୟରେ ପରିବେଶ ସଚେତନତା ପାଇଁ ‘ମଞ୍ଜିଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ କନ୍ୟାରନତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତସ୍ଥ ଛାମୁଡିଆ ନୂଆପଲ୍ଲୀ ଗ୍ରାମରେ ଗୁରୁବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ ସମାଜ ପାଇଁ ଟିକେ…
ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା : ୪୬ କଲେଜ ପାଇଁ ୨୦ ସାମ୍ସ ସେଣ୍ଟର
ନୟାଗଡ଼ ଅଫିସ,୭ା୬ : ଗୁରୁବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ଏଥିପାଇଁ ଛାତ୍ରୀଛାତ୍ର ଜିଲାର ବିଭିନ୍ନ ସାଇବର କାଫେରେ ଷ୍ଟୁଡେଣ୍ଟସ୍ ମ୍ୟାନେଜ୍ମେଣ୍ଟ ଏକାଡେମିକ ସିଷ୍ଟମ (ସାମ୍ସ) ୱେବ୍ସାଇଟ୍କୁ ଯାଇ କମନ୍ ଆପ୍ଲିକେଶନ୍ରେ ଫର୍ମ ପୂରଣ କରୁଥିବା ଦେଖିବାକୁ ମିଳିଛି।…
ବାପାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପୁଅ
ରଣପୁର, ୭।୬(ସ୍ବ.ପ୍ର.) : ପୁଅକୁ ବିବାହ କରାଇ ଘରକୁ ବୋହୂ ଆଣିଥିଲେ। ସେହି ପରିବାର ସହିତ ଜନ୍ମ ଜନ୍ମକୁ ବନ୍ଧୁ ବି ବାନ୍ଧିଥିଲେ । ହେଲେ ବାହାଘରର କିଛି ମାସ ପରେ ପୁଅବୋହୂଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏ ନେଇ…
Archives


