ନବରଙ୍ଗପୁର

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ପାପଡ଼ାହାଣ୍ଡି,୧୦।୨(ଡି.ଏନ୍‌.ଏ.): ସବୁବେଳେ ଜନହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଲୋକଙ୍କ ଠାରୁ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ପହଞ୍ଚି ଯାଇ ସାହାଯ୍ୟ କରିବାକୁ ପଛାଉନାହାନ୍ତି। ସୋମବାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଶୋଭାପୁଟ ଗ୍ରାମର ପୁରୋଶତୀ ଖୋଡ଼ା। ଗତବର୍ଷ ସେପ୍ଟେମ୍ବର ୨୩ରୁ ଗଞ୍ଜେଇ କାରବାରରେ ନବରଙ୍ଗପୁର ଉପକାରାଗାରରେ ବିଚାରାଧୀନ ବନ୍ଦୀ…

ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ ଓ କୁନ୍ଦେଇ ପୋଲିସ ଉକ୍ତ ଗ୍ରାମ ସହ ଆଖପାଖ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ। ହେଲେ…

୮ ମାସର ଶିଶୁପୁତ୍ରକୁ ଚେଙ୍କ

ଉମରକୋଟ,୬ା୨(ଡି.ଏନ.ଏ): ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଚେଙ୍କ ନ ଦେଇ ଆବଶ୍ୟକ ଚିକିତ୍ସା କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ ଶିଶୁଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦିଶାରୀ ଓ ଗୁଣିଆ ପାଖକୁ ନେଇ ଚେଙ୍କ ଚିକିତ୍ସା…

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ଆସବାବପତ୍ର

ପାପଡ଼ାହାଣ୍ଡି/ମଇଦଳପୁର,୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗୁରୁବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, ଆଜି ସକାଳେ ରୋଷେଇ କରିବା ସମୟରେ ଗ୍ୟାସ…

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ନବରଙ୍ଗପୁର,୫-୨(ବି.ପ୍ର.):ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ସ୍ପେଶାଲ ଟ୍ରାକ କୋର୍ଟ ଜଜ୍‌ ମନୋରଞ୍ଜନ ଦାଶ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୨୦୧୮ ଅଗଷ୍ଟ ୧୬…

ଖାଉଟି ଠକେଇ

ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖାଉଟି ସଚେତନତା ଏଯାଏ ଆସି ନାହିଁ। ଫଳରେ ଚାଉଳ…

୪ ଏକର ଡଙ୍ଗର ଜମିକୁ ଚାଷୋପଯୋଗୀ କଲେ ୯୦ ବର୍ଷୀୟ ବୃଦ୍ଧ

ପାପଡାହାଣ୍ଡି,୩।୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ମୁନା ମାଧବ। ବୟସ ୯୦ରୁ ଊର୍ଦ୍ଧ୍ୱ । ତଥାପି ଜୀବନରେ ହାର ମାନି ନାହାନ୍ତି । ଯେଉଁ କାମ ଯୁବପିଢି କରିପାରିବେ ନାହିଁ, ବୟସର ଅପରାହ୍ନରେ ପହଞ୍ଚି ସେ ତାହା କରି…

ଅଧୁରା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୩୦ା୧(ବି.ପ୍ର./ଡି.ଏନ.ଏ.) ସରକାରୀ କଳରୁ ବ୍ୟାପକ ଅନୁଦାନ ଭିତ୍ତିଭୂମି ବିକାଶ ନାଁରେ ଖର୍ଚ୍ଚ ହେଉଛି। ତେବେ ତଦାରଖ ଓ ଅନୁଧ୍ୟାନ କରାଯାଉ ନ ଥିବାରୁ କାର୍ଯ୍ୟଗୁଡିକ ଠିକ ଭାବେ ହେଉ ନାହିଁ। ଫଳରେ ଜନସାଧାରଣ ଏହାର ସୁବିଧା ପାଇ ପାରୁ ନାହାନ୍ତି।…

ଧାନ ମଣ୍ଡିରେ ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତାରୋକୋ

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ସୋମବାର ଚାଷୀ ଉମରକୋଟ ମାଲଗାଁ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି। ବ୍ଲକ କଂଗ୍ରେସ ସମ୍ପାଦକ କ୍ଷେମରାଜ ବାଗଙ୍କ ନେତୃତ୍ୱରେ ଧୋଡିପାଣି ଅନ୍ତର୍ଗତ ବହୁଚାଷୀ ଏହି ଆନ୍ଦୋଳନରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନାହାନ୍ତି ହିତାଧିକାରୀ: ପ୍ରଶାସନ ପକ୍ଷରୁ ଧାରଣା

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନ ଥିବାବେଳେ ଏ ନେଇ ସୋମବାର ପ୍ରଶାସନ ପକ୍ଷରୁ ଧାରଣା ହିତାଧିକାରୀଙ୍କ ଘର ସମ୍ମୁଖରେ ଧାରଣା ଦିଆଯାଇଛି। ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ…

ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ନବରଙ୍ଗପୁର,୧୬।୧(ବି.ପ୍ର.)- ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଜଣେ ଛାତ୍ରୀ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ- ୨୦୧୯ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତିି। ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସାଢେ ୧୦ଟାରେ ଛାତ୍ରୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri