ମୟୂରଭଞ୍ଜ

ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା

ବାରିପଦା,୧୦।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ସମସ୍ତ ବନଖଣ୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ଏହି ପକ୍ଷୀ ଗଣନା କାର୍ଯ୍ୟ…

ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା

ଉଦଳା,୧୦।୧(ସନ୍ତୋଷ କୁମାର ବାଚ୍ଛିିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପାଇଁ ସ୍ବାମୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଅଭିଯୁକ୍ତ ସ୍ତ୍ରୀ ପାନ ମୁର୍ମୁ ଏବଂ ପ୍ରେମିକ ଚନ୍ଦ୍ରମୋହନ ହେମ୍ବ୍ରମଙ୍କୁ…

ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା

ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ ସଭାପତି ହର୍ଷବର୍ଦ୍ଧନ ମୁଦୁଲିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ…

କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ତେଜିଲା

ବାରିପଦା,୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ପୁଣି ତେଜିବାରେ ଲାଗିଛି। ଏନେଇ ମୟୂରଭଞ୍ଜ ଜିଲା ବାରିପଦା ମଧୁବନଠାରେ କୁଡୁମୀ ସେନାର ସାଙ୍ଗଠନିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ହେବା ନେଇ ଉକ୍ତ…

୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌

ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍‌ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍‌…

ତେଲ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ: ଜିଅନ୍ତା ଜଳିଗଲେ ଡ୍ରାଇଭର

ବାରିପଦା,୪ା୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ଏକ ତେଲ ଟ୍ୟାଙ୍କର ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଟ୍ୟାଙ୍କର ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇରହିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ…

ଆଜିଠୁ ବୈଶିଙ୍ଗା ମହୋତ୍ସବ

ବୈଶିଙ୍ଗା,୨ା୧(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗାଠାରେ ମଙ୍ଗଳବାରଠାରୁ ‘ବୈଶିଙ୍ଗା ମହୋତ୍ସବ’ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବରେ ଚଳିତ ବର୍ଷ ଛଉ ନୃତ୍ୟ , ଝୁମର ନୃତ୍ୟ, ଆଧୁନିକ ଗୃପ ଡ୍ୟାନ୍ସ, ସୁପ୍ରତିଷ୍ଠିତ ବଂଶୀବାଦକ ବିଶ୍ବଜିତ ମହାପାତ୍ରଙ୍କ…

ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଟିମ୍‌

ମୋରଡ଼ା,୨୮।୧୨(ସ୍ମାରକ ମାଜୀ): ଟିକସ୍‌ ଫାଙ୍କିବା ଅଭିଯୋଗରେ ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଟିମ୍‌ ଚଢ଼ାଉ କରିଛି l ସୂଚନା ଅନୁଯାୟୀ, ଜିଏସ୍‌ଟି ବିଭାଗ ଡେପୁଟି କମିଶନର କୁଳମଣି ମଲ୍ଲିକ ଏବଂ ସହକାରୀ କମିଶନର ହରିଶ୍ଚନ୍ଦ୍ର…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ବୈଶିଙ୍ଗା,୨୨ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ  ବାଛୁରୀପଡ଼ା କ୍ଲଷ୍ଟର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ  କାରଣ ଦର୍ଶାଅ ନୋଟିସ ଜାରି  କରାଯାଇଛି।  ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏହି ନୋଟିସ ଜାରି କରିଛନ୍ତି । ସୂଚନା…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଧାୟକ

ବାରିପଦା,୨୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ରେଲଓ୍ବେର ବିକାଶ ନିମନ୍ତେ ବିଧାୟକମାନେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ…

ଆକାଉଣ୍ଟରୁ ଟଙ୍କା ହଡ଼ପ କରି ଗିରଫ ହେଲେ ଦମ୍ପତି

ମୋରଡ଼ା,୨୦ା୧୨(ସ୍ମାରକ ମାଜୀ): ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ହଡ଼ପ କରିଥିବା ଦମ୍ପତିଙ୍କୁ ମୋରଡ଼ା ଥାନା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ରୂପାଲି ଭକ୍ତାଙ୍କ…

ରାସ୍ତା ନିର୍ମାଣ ନେଇ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଇରଙ୍ଗପୁର,୨୦ା୧୨(ମନୋରଞ୍ଜନ ତିରିଆ): ବାମନଘାଟୀ ଉପଖଣ୍ଡ ଅଧୀନସ୍ଥ ବିଜାତଳା ବ୍ଲକ ଚଢ଼େଇପାହାଡ଼ି ପଞ୍ଚାୟତର ୪ ଗ୍ରାମ ଯଥା- ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆର ଲୋକମାନେ ବଡ଼ଜାରୀଠାରୁ କିତାବେଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯିବା ପାଇଁ ଅନୁମତି ଦେବାକୁ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri