ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ଲଢ଼େଇ
ବାରିପଦା,୧୮ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ଜଣାପଡ଼ିଛି। ଅଞ୍ଚଳ ଦଖଲ ପାଇଁ ଦୁଇ ବାଘଙ୍କ ମଧ୍ୟରେ ଏହି ଘମାଘୋଟ୍ ଲଢ଼େଇ ହୋଇଥିବା ଅନୁମାନ କରାଯାଉଛି। ଟି-୩୧ ଏବଂ ଟି-୩୫ ମଧ୍ୟରେ…
ବାଲି ବୋଝେଇ ଟ୍ରାକ୍ଟର ଜବତ
ବୈଶିଙ୍ଗା,୧୫ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢାବଳଙ୍ଗ ନଦୀ ପଠାରୁ ଚୋରା ବାଲି ନେଇ ବୈଶିଙ୍ଗା ଅଭିମୁଖେ ଆସୁଥିବା ଏକ ଟ୍ରାକ୍ଟରକୁ ବାଲକା ଗ୍ରାମ ରାସ୍ତା ନିକଟରେ ପୋଲିସ ଜବତ କରିଛି। ଟ୍ରାକ୍ଟର ଚାଳକ ସ୍ଥାନୀୟ ଉଲଡିହ ଗ୍ରାମର…
ଚାକିରି ଦେବେ କହି ଠକିଦେଲେ ମହିଳା
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଞ୍ଚଳର ୪ ଯୁବକ ଠକାମୀର ଶିକାର ହୋଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚାକିରି ଦେବା ନାଁରେ ବାରିପଦା ଅଞ୍ଚଳର ଜଣେ ମହିଳା ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି…
ଅନ୍ତିମ ସତ୍କାରକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
ମୋରଡା,୧୫।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିଦପୁର ବ୍ଲକ ଅଧୀନ ରାସଗୋବିଦପୁର ପଞ୍ଚାୟତରେ ଶୁକ୍ରବାର ଅନ୍ତିମ ସତ୍କାରକୁ କେନ୍ଦ୍ର କରି ସାରମୂଳା ପଞ୍ଚାୟତ ଓ ରାସଗୋବିଦପୁର ପଞ୍ଚାୟତର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାସଗୋବିଦପୁର ପଞ୍ଚାୟତର କନ୍ଦ୍ରା ନାଏକଙ୍କ…
ଚାଲି ଚାଲି ପରୀକ୍ଷା ଦେବାକୁ ଯିବା ଘଟଣା: ତଦନ୍ତ କଲା ବ୍ଲକ ଶିକ୍ଷା ବିଭାଗ
ମୋରଡ଼ା,୧୪।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ୯୦ଜଣ ଛାତ୍ରୀ ୬ କିଲୋମିଟର ଚାଲି ଚାଲି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲସ୍ଥିତ ଉପେନ୍ଦ୍ରନାଥ ଘୋଷ…
ମର୍ନିଂ ଓ୍ବାକ୍ ଯାଇ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ରାଇରଙ୍ଗପୁର,୧୪ା୧୨(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଞ୍ଚଳରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଆଜି ଭୋର୍ ସମୟରେ ହଳଦା ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରେ ମର୍ନିଂ ଓ୍ବାକ୍ କରୁଥିବା ବେଳେ ଏକ ଅଜଣା…
ପରୀକ୍ଷା ଦେବାକୁ ୬ କି.ମି. ଚାଲିଲେ ୯୦ ଛାତ୍ରୀ
ମୋରଡ଼ା,୧୩।୧୨(ସ୍ମାରକ ମାଜୀ): ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୯୦ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ୬ କି.ମି. ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଭାଲିଆଡ଼ିହା କସ୍ତୁରବା ଗାନ୍ଧୀ…
ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଛାତ୍ରୀ
ମୋରଡା,୧୨।୧୨(ସ୍ମାରକ ମାଜୀ): ପରୀକ୍ଷା ଦେବା ପାଇଁ ୬କିଲୋମିଟର ଚାଲିଲେ ୯୦ ଜଣ ଛାତ୍ରୀ । ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲା ମୋରଡା ବ୍ଲକ…
ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ
ବାରିପଦା,୧୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଉତ୍ତର ଓଡ଼ିଶାରେ ଶୀତର ଲହରୀ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି। ଏପରିକି ଜିଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା…
୫ ଗୋରୁ ବୋଝେଇ ପିକ୍ଅପ୍ ଜବତ: ୧୩ ଗିରଫ
ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା ଅଧିକାରୀ ସୁମିତ ସୋରେନ ୫ଟି ଗୋରୁ ବୋଝେଇ ପିକ୍ଅପ୍କୁ ଜବତ କରିବା ସହିତ ୧୩…
ଯଶିପୁର ବିଇଓ ନିଲମ୍ବିତ
ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବିଭାଗୀୟ ଚିଠି ନଂ ୨୭୯୫୮/୫ ଡିସେମ୍ବର ୨୦୨୩ କ୍ରମେ ବିଇଓଙ୍କ…
ଧରିତ୍ରୀ ପ୍ରଭାବ: ବଦଳିଲେ କନିଷ୍ଠ ଯନ୍ତ୍ରୀ
ମୋରଡ଼ା,୪ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କ ବାରିପଦା ବ୍ଲକକୁ ବଦଳି ହୋଇଛି। ଜିଲାପାଳଙ୍କ ଚିଠି ସଂଖ୍ୟା ୧୨୯୮୪/୨ା୪ା୨୩ରୁ ଏହି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ଦାସ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାର…
Archives


