ଗଛରେ ପିଟି ହେଲା ଟ୍ରାକ୍ଟର: ଜଣେ ମୃତ,୨ ଗୁରୁତର
ବାଙ୍ଗିରିପୋଷି,୧୩ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ କୁସୁମବନ୍ଧ ପଞ୍ଚାୟତର ତୁଳସୀବଣୀ ଛକ ନିକଟରେ ଗୁରୁବାର ଏକ ଟ୍ରାକ୍ଟର ଗଛରେ ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ଗୁରୁଗୁଡିଆ…
ଜିଲା ପୋଲିସରେ ବଡ଼ ଧରଣର ଅଦଳବଦଳ
ବାରିପଦା ଅଫିସ, ୧୩ା୧୨- ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ଥାନାସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଡିଓ ନଂ.୨୫୦୭/ଆରଓ/୧୨ା୧୨ା୨୦୧୯ରେ ଜିଲା ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୮ ଇନ୍ସପେକ୍ଟର ଓ ୪ ସବ୍ଇନ୍ସପେକ୍ଟରଙ୍କୁ ବିଭିନ୍ନ…
ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଲା : ୨୩ରେ ରାସ୍ତାରୋକୋ ଆନ୍ଦୋଳନ
ବିଶୋଇ,୧୩ା୧୨(ଡି.ଏନ୍.ଏ.) – ୪୯ ନଂ ଜାତୀୟ ରାଜପଥର ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଲାଗି ଦାବି ଜୋର ଧରିଛି। ପୂର୍ବରୁ ଏନେଇ ଏନଏଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ଜନ ଅସନ୍ତୋଷ…
ଅଜଗର ଉଦ୍ଧାର
ଉଦଳା,୧୨ା୧୨(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମ ନିକଟସ୍ଥ ସୋନ ନଦୀ ପଠାରୁ ମଙ୍ଗଳବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର ହୋଇଛି ା ରାତିରେ ସାପଟି ଗ୍ରାମରୁ ନଦୀ ପଠାକୁ ଯାଉଥିବା ଗ୍ରାମବାସୀ ଦେଖି ସ୍ନେକ ଲାଇଫ୍…
ଗଛକୁ ଧକ୍କା ଦେଲା ଗାଡ଼ି: ୪ ଆହତ
ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍.ଏ.)- ଠାକୁରମୁଣ୍ଡାଠାରୁ ୪ କି.ମି ଦୂର ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ହାଣ୍ଡିଫୁଟା ଛକ ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଏକ ଟାଟା ସୁମୋ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବାରୁ…
ପୀଡ଼ିତାଙ୍କ ବୟାନ ରେକର୍ଡ: ବଳାତ୍କାର ପରେ ବିବାହ କରି ପ୍ରତାରଣା; ଅଭିଯୁକ୍ତ ଗିରଫ
ରାଇରଙ୍ଗପୁର,୧୧ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ଗର୍ଭନଷ୍ଟ କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବାରିପଦାସ୍ଥିତ ଜିଲା ପୋକ୍ସୋ ଅଦାଲତକୁ ପଠାଇଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରମୋହନ…
ହାତୀ ଆକ୍ରମଣରେ ଆହତ ଯୁବତୀଙ୍କ ମୃତ୍ୟୁ
ଠାକୁରମୁଣ୍ଡା,୧୧ା୧୨(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଚାଞ୍ଚବଣି ଗ୍ରାମରେ ଗତ ୧ ତାରିଖରେ ହାତୀ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ…
ଡମ୍ପର- ଭ୍ୟାନ ମୁହାଁମୁହିଁ: ୪ ଗୁରୁତର, ୨ ଗୋରୁ ମୃତ
ବଡ଼ସାହି,୧୧ା୧୨(ସ୍ବ.ପ୍ର)-ବଡ଼ସାହି-ବେତନଟୀ ରାସ୍ତାର ଘୁଷୁରିଆ ନିକଟରେ ମଙ୍ଗଳବାର ରାତି ୮ଟା ୪୫ମିନିଟ ସମୟରେ ଏକ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବାଲି ବୋଝେଇ ଡ଼ମ୍ପର ସହିତ ଗୋରୁ ବୋଝେଇ ପିକଅପ ଭ୍ୟାନର ମୁହଁାମୁହଁି ଧକ୍କା ହୋଇଥିଲା। ଆହତମାନଙ୍କୁ ଚିକିତ୍ସା…
ମଦ ବିରୋଧୀ ପଥପ୍ରାନ୍ତ ସଭା
ଯଶିପୁର,୧୧ା୧୨(ଡି.ଏନ୍.ଏ.)-ଅଲ୍ ଇଣ୍ଡିଆ ଡିଏସ୍ଓ ଏବଂ ଡିଓ୍ବାଇଓ ପକ୍ଷରୁ ମଙ୍ଗଳବାର ଯଶିପୁର ନୂଆ ବସ୍ ଷ୍ଟାଣ୍ଡଠାରେ ମଦ ବିରୋଧୀ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ଓ ଯୁବଛାତ୍ରମାନେ ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ମନୋଜ ମହାନ୍ତଙ୍କ ସଭାପତିତ୍ୱରେ…
ଭଉଣୀଙ୍କ ତାଗିଦ ଯୋଗୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବଡ଼ସାହି,୧୦।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ପଶୁଦା ଗ୍ରାମ ଭୋଳପଦା ସାହିର ନବମ ଶ୍ରେଣୀର ଛାତ୍ର କାଳିଦାସ ମାରାଣ୍ଡି ମଙ୍ଗଳବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…
ମାଈ ହାତୀ ମୃତଦେହ ଠାବ
ଉଦଳା,୧୦ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗ କର୍ମଚାରୀ ଏବଂ ଶିମିଳିପାଳ ଏସଟିଆର୍ ଅଧିକାରୀମାନେ ପହଞ୍ଚି…
ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ
ବିଶୋଇ,୧୦ା୧୨(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ରାତିରେ ଗୁଳିକରି ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଜଣା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଏହିପରି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି। ଗିରଫ…
Archives


