ମୟୂରଭଞ୍ଜ

ଦିବାଲୋକରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଲୁଟ୍‌

ବେତନଟୀ,୧୭।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତ ଡାଙ୍ଗିରିପୁରା ଗ୍ରାମରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ଆଗ୍ରିଆ-ନଡ଼ପୁର ରାସ୍ତା ପାର୍ଶ୍ୱରେ ଥିବା ଜଣେ…

4 years ago

ବୃଦ୍ଧାଙ୍କ ମୁଣ୍ଡ ଛେଚି ନିର୍ମମ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତର ବଉଳା ଗ୍ରାମରେ ଗତ ୧୧ ତାରିଖ ମଙ୍ଗଳବାର ଘର ବାହାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କ…

4 years ago

ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ପକ୍ଷରୁ…

4 years ago

ଶିମିଳିପାଳରୁ ୨ ଶିକାରୀ ଗିରଫ

ଖୁଣ୍ଟା,୧୫ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଗୁରୁବାର ରାତିରେ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୁଳିଭର୍ତ୍ତି ୨ ଦେଶୀ ବନ୍ଧୁକ ଓ ବିସ୍ଫୋରକ…

4 years ago

ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ପୂରଣ ହେଲା

ମୋରଡ଼ା, ୧୪।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗଁା ପଞ୍ଚାୟତ ଲୋଧା କଲୋନୀ ସାହିର ଅଜିତ ମଲିକ ଓ ଦୁର୍ଗୀ ମଲିକଙ୍କ ଝିଅ ସାବି…

4 years ago

ଦେଓ ନଦୀରେ ଲୀନହେବ ୨ ଗାଁ

କୁଆମରା,୧୪।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ଅବସ୍ଥିତ ଜୟପୁର ପଞ୍ଚାୟତର ସହରସାହି ଓ ମଠସାହି ଗ୍ରାମ ଦୁଇଟି ନଦୀ…

4 years ago

ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା

ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି ୫ମ…

4 years ago

ମାଈ ବାଛୁରୀ ସଂଖ୍ୟା ବୃଦ୍ଧିରେ ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୧୩ା୧୦: ଓଡ଼ିଶାରେ ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ଯୋଜନାରେ ମୟୂରଭଞ୍ଜ ଜିଲାକୁ ଶତ ପ୍ରତିଶତଠାରୁ ଅଧିକ ସଫଳତା ମିଳିଛି। ପ୍ରାଣୀଧନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା.…

4 years ago

ଜିଲାପାଳଙ୍କ ସମ୍ମିଳନୀ କକ୍ଷରୁ ଖସିଲା ସିଲିଂ

ବାରିପଦା ଅଫିସ,୧୨।୧୦:  ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲିଟେସନ ସମ୍ମିଳନୀ କକ୍ଷର ସିଲିଂ ଖସିପଡ଼ିଛି ା ସୋମବାର ସନ୍ଧ୍ୟାରେ ସିଲିଂର ଅର୍ଦ୍ଧାଧିକ ଅଂଶ…

4 years ago

ଦନ୍ତାହାତୀର ମୃତଦେହ ଠାବ

ଠାକୁରମୁଣ୍ଡା,୧୦ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମ ମଙ୍ଗଲକଚା ଜଙ୍ଗଲ କଡ଼ରେ ସୋମବାର ଏକ ଦନ୍ତାହାତୀର ମୃତଦେହ…

4 years ago