ପୁଣି ମାତିଲେ ମାଓବାଦୀ: କଲେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର
ମାଲକାନଗିରି,୧୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଉସୁର ଜଙ୍ଗଲରେ ମାଓବାଦୀମାନେ IED ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ CRPFର କୋବ୍ରା ଯବାନ ଗୁରୁତର। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମାଓବାଦୀ...
ଅନ୍ଧାରରେ ୮୦ ଛାତ୍ରୀଛାତ୍ର
ମାଲକାନଗିରି, ୧୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ଇରାଲଗୁଣ୍ଡି ଭୀମା ମାଡ଼କାମୀ ଉଚ୍ଚ ବିଦ୍ୟାଳୟରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କଟାଯାଇଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ସାହୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ...
ବିଧାୟକଙ୍କ ବିରୋଧରେ ମାମଲା:ନିର୍ବାଚନ ସମୟରେ ପ୍ରକୃତ ତଥ୍ୟ ଦେଇ ନ ଥିବା ଅଭିଯୋଗ
ମାଲକାନଗିରି, ୧୫ା୨(ଦୁର୍ଯ୍ୟୋଧନ ପାତ୍ର):ନିର୍ବାଚନ ପ୍ରକ୍ରିୟା ସମୟରେ ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମିଥ୍ୟା କାଗଜପତ୍ର ଦର୍ଶାଇବା ଓ ତାଙ୍କ ନାମରେ ମାମଲା ଥିବା ସତ୍ତ୍ୱେ ତାହା ଆଫିଡେଭିଟ୍ ସମୟରେ ଉଲ୍ଲେଖ ନ କରିବା ଅଭିଯୋଗ ନେଇ ଚିତ୍ରକୋଣ୍ଡାର ଆପ୍...
ସୁରକ୍ଷାକର୍ମୀ-ମାଓବାଦୀ ସଂଘର୍ଷ: ଟଳିଲେ ୩୧ ମାଓବାଦୀ
ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ...
ସୁରକ୍ଷାକର୍ମୀ-ମାଓବାଦୀ ଘମାଘୋଟ ଲଢ଼େଇ: ୧୨ ମାଓବାଦୀ ନିହତ
ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...
ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ
ଜୟପାଟଣା,୮।୨(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମକୁ ଯାଉଥିବା କେନାଲ ରାସ୍ତାର ଏକ ପୋଖରୀରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଯୁବକ ଜଣକ...
୨ ସ୍କୁଲ ଛାତ୍ରୀଙ୍କ ମିଳିଲା ଝୁଲନ୍ତା ମୃତଦେହ: ମାରି ଟାଙ୍ଗିଦେଇଥିବା କହିଲେ…
ମାଲକାନଗିରି,୮।୨(ଦୁର୍ଯ୍ୟୋଧନ ପାତ୍ର): ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଳିମେଳା ଥାନା ଏମଭି ୪୧ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ୨ ଦିନ ହେଲା ନିଖୋଜ ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା।ସକାଳୁ ଏକ...
ଗିରଫ ହେଲେ କୋଟିପତି ସରକାରୀ ବାବୁ
ମାଲକାନଗିରି,୭।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ। ଶାନ୍ତନୁଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଇଛି। ଆୟବହିର୍ଭୁତ ସମ୍ପତ୍ତି ୧ଟି ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୪୨୨ ଗ୍ରାମ ସୁନା,...
ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଲେ ୪ ମାଓବାଦୀ
ମାଲକାନଗିରି,୬ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍ମା ପୋଲିସ ଦୁଇଟି ସ୍ଥାନରୁ ୪ ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଚିନ୍ତାଗୁଫା ପୋଲିସ ଡିଆର୍ଜି ବାହିନୀ ମିଳିତ ଭାବେ ତାଡମେଟଲା ଓ ଆଖପାଖ ଅଞ୍ଚଳରେ କୋମ୍ବିଂ କରିଥିଲେ ।...
ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଘରୁ ବାହାରିଲାଣି ଆଖିଖୋସି ହୋଇଗଲା ଭଳି ଟଙ୍କା
ମାଲକାନଗିରି/ଜୟପୁର,୫।୨(ଦୁର୍ଯ୍ୟୋଧନ ପାତ୍ର/ପବନ ପାଣିଗ୍ରାହୀ): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର...
ପୋଲିସକୁ ଖବର ଦେଉଥିବା ଜାଣି ଘରୁ ଉଠାଇନେଲେ ମାଓବାଦୀ , ଜଙ୍ଗଲରେ ନିର୍ମମ ଭାବେ ହତ୍ୟାକରିଲା ପରେ…
ମାଲକାନଗିରି,୪।୨(ଦୁର୍ଯୋଧନ ପାତ୍ର):ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ...
ହଷ୍ଟେଲ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର
କାଲିମେଳା,୪।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ ନିକଟ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର...
Archives


