ମାଲକାନଗିରି

ରାସ୍ତା, ପାନୀୟ ଜଳ ସହ ନାହିଁ ବିଦ୍ୟୁତ୍‌ ବ୍ୟବସ୍ଥା

କୋରୁକୋଣ୍ଡା,୧୯ା୫(ଡି.ଏନ୍‌. ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ଗ୍ରାମଟି ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ବ୍ଲକ ସଦରରୁ ୨୦ କିମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର ପଞ୍ଚାୟତ…

୨ ଫେରାର ଅଭିଯୁକ୍ତଙ୍କ ଘରେ ଲାଗିଲା ନୋଟିସ

ମାଲକାନଗିରି, ୧୭ା୫ (ଡି.ଏନ.ଏ.): ମାଲକାନଗିରି ଜିଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମିଙ୍କ ନାମରେ ନାଗପୁର ସହର କାଲମାନା ଥାନାରେ ଏନଡିପିଏସ୍‌ ମାମଲା ରହିଥିଲା। ନାଗପୁର ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଦୀର୍ଘ ଦିନ ହେଲା ଫୋରର ରହିଛନ୍ତି। ମନୋଙ୍କୁ ବାରମ୍ବାର…

ଦୁର୍ଗମ ତୁଳସୀ ଗାଁରେ ବରିଷ୍ଠ ପୋଲିସ ଅଧିକାରୀ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଥିବା ଦୁର୍ଗମ ତୁଳସୀ ଘାଟିରେ ଗତ ମାସଠାରୁ ଅସ୍ଥାୟୀ ବିଏସ୍‌ଏଫ୍‌ କ୍ୟାମ୍ପ ଖୋଲାଯାଇଛି। ଶୁକ୍ରବାର ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେଶନ ଅମିତାଭ ଠାକୁର, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ର…

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ଚିତ୍ରକୋଣ୍ଡା,୧୨।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ଅପରେଟର କଲୋନୀର ପଦ୍ମିନୀ କାନ୍ଦୁଲିଆ(୧୫)। ମିଳିଥିବା ସୂଚନା ମୁତାବକ, ପରିବାର ଲୋକଙ୍କ ସହ ପଦ୍ମିନୀ ଆଈ ଘର ଚିତ୍ରକୋଣ୍ଡାସ୍ଥିତ ଦୋରାଘାଟକୁ ବୁଲିବାକୁ…

ରାସ୍ତା କାର୍ଯ୍ୟର ସୂଚନାଫଳକ ନ ଥିବାରୁ ଘଟୁଛି ଦୁର୍ଘଟଣା

କୋରୁକୋଣ୍ଡା, ୧୨ା୫(ଡି.ଏନ. ଏ.): ମାଲକାନଗିରି ଜିଲା ସଦରରୁ ବାଲିମେଳା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାରେ ଗାଡିମୋଟର ଚଳାଚଳ କରେ। ବୁଧବାରଠାରୁ ପୋଟ୍ରେଲ ଛକଠାରୁ ଶିରାଗୁଡ଼ା ଛକ ମଧ୍ୟରେ ଥିବା ଏକ ଛୋଟ ଘାଟିକୁ କାଟି ସମତୁଲ କରିବା କାର୍ଯ୍ୟ…

ଚମ୍ପେଇତର ମିଳୁନି ଉଚିତ ମୂଲ୍ୟ

ମାଥିଲି,୧୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଚମ୍ପେଇତର ଉଚିତ ମୂଲ୍ୟ ଲୋକଙ୍କୁ ମିଳୁନାହିଁ। ଏନେଇ ବଜାର ସୁବିଧା ନ ଥିବାରୁ ଲୋକେ ଦଲାଲଙ୍କ ଶିକାର ହେଉଛନ୍ତି। ଦିନ ସାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆମ୍ବ ସଂଗ୍ରହ କରି ସେଥିରୁ ଚମ୍ପେଇତ…

ମୋବାଇଲ ବ୍ୟବହାର ନେଇ ପାହାଡ଼ ଚଢ଼ା

ମାଲକାନଗିରି,୧୨ା୫(ଡି.ଏନ୍‌.ଏ.): ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଲକାନଗିରି ଜିଲାରେ ଅପହଞ୍ଚ ହୋଇ ରହିଛି। ଜିଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ବ୍ୟବହାର କରିବାକୁ ହେଲେ ଲୋକଙ୍କୁ ଚଢ଼ିବାକୁ…

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଜୀବନ ଗଲା

ମାଲକାନଗିରି୧୦।୫(ଡି.ଏନ୍‌.ଏ): ମାଲକାନଗିରି ସଦର ଥାନା ତଣ୍ଡାପାଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିା ତଣ୍ଡାପାଲ୍ଲୀ ଗ୍ରାମରେ ଥିବା ପୋଖରୀରେ ଦୁଇ ନାବାଳିକା ଶିଶୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନା ମୁତାବକ, ତଣ୍ଡାପାଲ୍ଲୀ ଗ୍ରାମର ଜଗା ପଡିଆମିଙ୍କର ଝିଅ…

ମାଦ୍ରିସାହିରେ ଜଳସଙ୍କଟ

ମାଥିଲି,୯ା୫(ଡି.ଏନ.ଏ.): ପାଣିମୁନ୍ଦେ ପାଇଁ ଏବେ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଜିଲା ମାଥିଲି ବ୍ଲକ ମାଦ୍ରିସାହି ଲୋକେ। ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ଏହି ସାହିବାସିନ୍ଦାଙ୍କ ପାଇଁ ପ୍ରଶାସନ ନେଉନି କୌଣସି ପଦକ୍ଷେପ। ଏପରି ଜଳକଷ୍ଟ ଦେଖିବାକୁ ମିଳିଛି ମାଲକାନଗିରି…

କେନ୍ଦୁପତ୍ର ବ୍ୟବସାୟୀଙ୍କ କବ୍‌ଜାରେ ବନ୍ୟା ଆଶ୍ରୟସ୍ଥଳୀ

ମାଥିଲି,୯ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁଙ୍ଗିଆପୁଟ ପଞ୍ଚାୟତରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ କେନ୍ଦୁପତ୍ର ବ୍ୟବସାୟୀମାନେ କବ୍‌ଜା କରି ନେଇଥିବା ଦେଖିବାକୁ ମିଳିଛି। ଏଠାରେ ଶହଶହ କେନ୍ଦୁପତ୍ର ବସ୍ତା ରଖାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ…

ଯବାନ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀଙ୍କ ସମେତ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ସୁକୁମା ଜିଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶ୍ୱର…

ହିଡ୍‌ମାଙ୍କ ସହଯୋଗୀଙ୍କୁ ଏନ୍‌କାଉଣ୍ଟର

ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଭଦ୍ରାଦ୍ରି କୋଥାଗୁଡେମ୍‌ ଜିଲାରେ ରବିବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କମାଣ୍ଡର ଏରାୟା ଓରଫ ରାଜେଶ ଏବଂ ଅନ୍ୟ ଜଣେ ମିଲେସିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri