ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି, ମାଲକାନଗିରି…
ମାଡ଼ ମାରି ଲୁଟି ନେଲେ ୬ ଲକ୍ଷ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.)-ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ବ୍ୟବୟାସୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ମଧ୍ୟାହ୍ନ ୨ଟାରେ ମାଲକାନଗିରି ସଦର ମହକୁମାସ୍ଥିତ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟରେ ଗୋପାଳକ୍ରିଷ୍ଣା ହାଡଓ୍ବେର ଦୋକାନରେ କାମ କରୁଥିବା ମ୍ୟାନେଜର ରବି…
ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ
ମାଲକାନଗିରି, ୨୩।୧୧(ଡି.ଏନ୍.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହେ ହେଲେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପାନୁ ଚରଣ…
ପୋଖରୀରେ ବୁଡିଗଲେ ୨ ଭଉଣୀ
ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ ବୋଲି…
ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ
ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇ ଦେବାକୁ ଯନ୍ତାପାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍ରେନ୍ସିଂ ମାଧ୍ୟମରେ…
ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ
ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇ ବିକାଶ କାମର…
ବଦଳିଲେ ମାଲକାନଗିରି ଜିଲାପାଳ
ମାଲକାନଗରି,୧୬ା୧୧(ଡି.ଏନ୍.ଏ.): ସୋମବାର ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ବଦଳି ହୋଇଛି। ହତ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଓ୍ବାଇ ବିଜୟ ଆସିଛନ୍ତି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ…
ମାଲକାନଗିରି ଜିଲାପାଳଙ୍କ ନାଁରେ ହତ୍ୟା ମାମଲା
ମାଲକାନଗିରି,୧୫।୧୧(ଡି.ଏନ.ଏ.)-ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି।…
୧୭୦୦ରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ,ବିଜୁ ପକ୍କା ଗୃହ ଜନଜାତିଙ୍କୁ ହସ୍ତାନ୍ତର
ମାଲକାନଗିରି,୧୫ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳ ଗମନାଗମନର ସୁବିଧା ନ ଥିଲା ବେଳେ ସେହି ସବୁ ଅଞ୍ଚଳରେ ଜଳଭଣ୍ଡାରରେ ଲୋକମାନେ ଡଙ୍ଗାର ସାହାଯ୍ୟ ନିଅନ୍ତି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ସେହି ସବୁ ଅଞ୍ଚଳକୁ ବିଭିନ୍ନ ସାମଗ୍ରୀ ଯୋଗାଇବା, ପ୍ରଧାନମନ୍ତ୍ରୀ…
ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଏଡିଜି: ମାଓବାଦୀ ଦମନ ରଣନୀତି ସମୀକ୍ଷା
ଚିତ୍ରକୋଣ୍ଡା, ୧୪।୧୧(ଡି.ଏନ୍.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳକୁ ବିଏସ୍ଏଫ୍ ଏଡିଜି ଏସ୍.ଏଲ୍. ଥାଓସେଲ୍ ଶନିବାର ଗସ୍ତ କରିଛନ୍ତି। ମାଲକାନଗିରି ଏସ୍ପି ରିଷିକେଶ ଖିଲାରୀଙ୍କ ସହ ସେ ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପକୁ ଯାଇଥିଲେ। ସେଠାରେ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ସହ ବିକାଶ ସମ୍ବନ୍ଧରେ ଆଲୋଚନା…
ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମୋବାଇଲ
ଚିତ୍ରକୋଣ୍ଡା,୧୪।୧୧(ଡି.ଏନ୍.ଏ.)-ମାଲକାନଗିରି ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯିବ। ଏ ନେଇ ଶନିବାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ…
ଷ୍ଟ୍ରିଟ୍ ଲାଇଟ୍ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ
ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍ରେ। ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ସମସ୍ୟା ନେଇ ବିକାଶମୂଳକ କାର୍ଯ୍ୟ ହେଇପାରୁ ନ ଥିଲା…
Archives


