ମାଲକାନଗିରି

ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କ ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ପଡିଆ, ୧୯ା୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ଥାନା ପଡିଆ ପଞ୍ଚାୟତ କମାରଗୁଡା ନିକଟସ୍ଥ ନନ୍ଦାଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟା…

ବଣ୍ଡାଘାଟିରେ ଓଲଟିଲା ପ୍ରସୂତିଙ୍କୁ ନେଇ ଯାଉଥିବା ପିକଅପ୍‌ ଭ୍ୟାନ୍‌

ଖଇରପୁଟ ୧୯ା୧୨(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଶନିବାର ଏକ ପିକଅପ ଭ୍ୟାନ୍‌ ଓଲଟି ୪ଜଣ ଗୁରୁତର ହୋଇଛନ୍ତି। ବଣ୍ଡାଘାଟି ଗ୍ରାମର ଜଣେ ପ୍ରସୂତିଙ୍କୁ ନେଇ ଭ୍ୟାନଟି ମୁଦୁଲିପଡା ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପର୍ଶ୍ୱକୁ ଓଲଟି…

୬ ଦିନ ଧରି ଦଶମ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ପାଉନାହାନ୍ତି ପରିବାର ଲୋକେ, ଶେଷରେ ଥାନାର ଦ୍ୱାରସ୍ଥ ହେଲେ

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆଜକୁ ୬ ଦିନ ହେଲା ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ମାଲକାନଗିରି…

୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ମାଲକାନଗିରି,୧୯।୧୨(ଡି.ଏନ୍‌.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ପରିବାର ଲୋକେ ଶନିବାର କାଲିମେଳା ଥାନାରେ…

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାଲକାନଗିରି ଡିଏସ୍‌ପି ଅଟକ

ମାଲକାନଗିରି,୧୮ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କାର୍ଯ୍ୟରତ ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଗୁରୁବାର ରାତିରେ କେସିଙ୍ଗା ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେ କଳାହାଣ୍ଡି ଜିଲା କେସିଙ୍ଗା ଥାନାରେ ଏସ୍‌ଡିପିଓ ଭାବରେ ଥିବା ବେଳେ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ କରି ମନ୍ଦିରରେ…

ପୁଣି ମାଓବାଦୀଙ୍କ ବର୍ବରତା: ଠିକାଦାରଙ୍କୁ ହତ୍ୟା କରି ଜାହିର କଲେ ସ୍ଥିତି

ମାଲକାନଗିରି,୧୭ା୧୨(ଡି.ଏନ୍‌.ଏ.): ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଭିଆଇ ନିଜର ସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଓ ଗାଡ଼ି ଜାଳି ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା…

କୋଲାବ ଜଳଭଣ୍ଡାରରେ ବୁଡ଼ିିଗଲେ ୨ ନାବାଳକ

ସୁନାବେଡା, ୧୪ା୧୨(ସ୍ବ.ପ୍ର.)-ମାଲକାନଗିରି ଜିଲା ସୁନାବେଡ଼ା ପୌର ପରିଷଦ ସେମିଳିଗୁଡା ହନୁମାନ ନଗର ନିକଟସ୍ଥ କୋଲାବ ଜଳଭଣ୍ଡାରରେ ବୁଡ଼ିି ୨ଜଣ ନାବାଳକଙ୍କ ସୋମବାର ମୃତ୍ୟୁ ହୋଇଛି। ସେମାନେ ହେଲେ ନୟାଗଡ ଅଞ୍ଚଳର ପ୍ରଭାତ କୁମାର ଦଳାଇଙ୍କ ପୁଅ ଶୁଭ୍ରାଂଶୁ ଶେଖର ଦଳାଇ (୧୬…

ଲାଲଗଡରେ ପହଞ୍ଚିଲେ ଡିଜି ଅଭୟ

ଚିତ୍ରକୋଣ୍ଡା,୧୪।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥିବା ଲାଲଗଡ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ସୋମବାର ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ। ମାଓ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓ କବଳରୁ ମୁକ୍ତ କରିବାକୁ ବିମାନ ଯୋଗେ ଡିଜି ଅଭୟ…

୮ କୁଇଣ୍ଟାଲ ଗଞ୍ଜେଇ ଜବତ: ଟ୍ରକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଚିତ୍ରକୋଣ୍ଡା,୧୩।୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ଶନିବାର ରାତିରେ ଇସାର ଛକ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ୍‌(ଆର୍‌ଜେ-୦୫ ଜିଆର୍‌ ୬୦୯୫) ଜବତ କରିଛି। ସେଥିରୁ ୮କୁଇଣ୍ଟାଲ ଗଞ୍ଜେଇ ମିଳିଛି। ତେବେ ପୋଲିସକୁ ଦେଖି ଟ୍ରକ୍‌ ଡ୍ରାଇଭର, ହେଲ୍‌ପର ଓ ଗଞ୍ଜେଇ…

୧୫ ଲକ୍ଷ ଟଙ୍କାର ଗୁଟୁଖା ଜବତ: ୮ ଗିରଫ

ମାଲକାନଗିରି,୧୩।୧୨(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ ଗୁଟୁଖା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିଷ୍ଣୁ ବେହେରା,…

ଚିତ୍ରକୋଣ୍ଡାରେ ଫୁଟିଲା ଗୁଳି: ଟଳିଲେ ୨ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା,୧୩।୧୨(ଡି.ଏନ୍‌.ଏ):ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫୁଟିଲା ଗୁଳି। ସିଙ୍ଗାରାମଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ରବିବାର ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ତଥା ଏରିଆ କମିଟି ମେମ୍ବର…

ଚିତ୍ରକୋଣ୍ଡାରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୧୧।୧୨: ଦୀର୍ଘଦିନର ଅପେକ୍ଷା ପରେ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ୧୦୮ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରେ ୧୦୮ ଆମ୍ବୁଲାନ ବୋଟ ସେବାକୁ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଓଆଇ ବିଜୟ। ଏହି ଅବସରରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri