ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର
କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ମହାଦେବ ଏବଂ ମାତା ପାର୍ବତୀଙ୍କୁ ରୀତିନୀତି…
ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ନିସ୍ତୁକ ପିଟିଲେ ଗାମବାସୀ
କାଲିମେଳା,୨୦।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି l ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି। ମିଳିଥିବା…
ଟାର୍ଗେଟରେ ଥିଲେ ଯବାନ: ବିସ୍ଫୋରକ ସହ ଧରାପଡ଼ିଲେ ମାଓବାଦୀ
ମାଲକାନଗିରି,୨୦ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍ମା ଜିଲା ପୋଲିସ ବିସ୍ଫୋରକ ସାମଗ୍ରୀ ସହ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମୁଚାକି ଦେବା । ମାଓବାଦୀଙ୍କ ଉପସ୍ଥିତି ଖବର ପାଇ କୋଣ୍ଟା ପୋଲିସ ଓ ମୁରଲିଗୁଡା କ୍ୟାମ୍ପ ସିଆରପିଏଫ ଯବାନମାନେ ବେଲପୋଛା…
ଗୁମୁକାରେ ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ଘେରିଲେ ଗ୍ରାମବାସୀ
କାଲିମେଳା,୨୦ା୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି।…
ଜଳିଲା ଜଙ୍ଗଲ: ନିଆଁ ଲଗାଇ ଦେଇଥିବା ଅଭିଯୋଗ
କୋରୁକୋଣ୍ଡା,୧୭।୨(ଶିବଦତ୍ତ ସାହୁ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ କ୍ରସର ନିକଟରେ ଥିବା ପାହାଡ଼ରେ ସାରେ କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେବା କାରଣରୁ ନିଆଁ ଚାରି ଆଡେ ବ୍ୟାପି ଯାଇଥିଲା। ବହୁ ଜୋରରେ ନିଆଁ…
ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ: ସିସିଟିଭିରେ କଏଦ ହେଲା ଦୃଶ୍ୟ
ବୈପାରୀଗୁଡା,୧୭ା୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ୟୁଜି ବ୍ୟାଙ୍କ ସାମ୍ନାରେ କେତେକ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଝାମ୍ପି ନେଇଥିବା ଜଣାପଡ଼ିଛି। ମାଲକାନାଗିରି ଜିଲା ଅଧୀନ ବାଲିମେଳା ସହର ବାସିନ୍ଦା ମନୋରମା ମହାନ୍ତି(୫୫) ସ୍ବାମୀଙ୍କ ସହ ଝିଅ ଘର ବୈପାରୀଗୁଡାକୁ ଆସିଥିଲେ।…
ପୁଣି ମାତିଲେ ମାଓବାଦୀ: କଲେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର
ମାଲକାନଗିରି,୧୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଉସୁର ଜଙ୍ଗଲରେ ମାଓବାଦୀମାନେ IED ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ CRPFର କୋବ୍ରା ଯବାନ ଗୁରୁତର। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମାଓବାଦୀ ଦମନ…
ଅନ୍ଧାରରେ ୮୦ ଛାତ୍ରୀଛାତ୍ର
ମାଲକାନଗିରି, ୧୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ଇରାଲଗୁଣ୍ଡି ଭୀମା ମାଡ଼କାମୀ ଉଚ୍ଚ ବିଦ୍ୟାଳୟରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କଟାଯାଇଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ସାହୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଏହି…
ବିଧାୟକଙ୍କ ବିରୋଧରେ ମାମଲା:ନିର୍ବାଚନ ସମୟରେ ପ୍ରକୃତ ତଥ୍ୟ ଦେଇ ନ ଥିବା ଅଭିଯୋଗ
ମାଲକାନଗିରି, ୧୫ା୨(ଦୁର୍ଯ୍ୟୋଧନ ପାତ୍ର):ନିର୍ବାଚନ ପ୍ରକ୍ରିୟା ସମୟରେ ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମିଥ୍ୟା କାଗଜପତ୍ର ଦର୍ଶାଇବା ଓ ତାଙ୍କ ନାମରେ ମାମଲା ଥିବା ସତ୍ତ୍ୱେ ତାହା ଆଫିଡେଭିଟ୍ ସମୟରେ ଉଲ୍ଲେଖ ନ କରିବା ଅଭିଯୋଗ ନେଇ ଚିତ୍ରକୋଣ୍ଡାର ଆପ୍ ବିଧାୟକ…
ସୁରକ୍ଷାକର୍ମୀ-ମାଓବାଦୀ ସଂଘର୍ଷ: ଟଳିଲେ ୩୧ ମାଓବାଦୀ
ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି…
ସୁରକ୍ଷାକର୍ମୀ-ମାଓବାଦୀ ଘମାଘୋଟ ଲଢ଼େଇ: ୧୨ ମାଓବାଦୀ ନିହତ
ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ…
ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ
ଜୟପାଟଣା,୮।୨(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମକୁ ଯାଉଥିବା କେନାଲ ରାସ୍ତାର ଏକ ପୋଖରୀରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ…
Archives


