ଚିତ୍ରକୋଣ୍ଡା,୨୨ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ ୫ଟି ପଞ୍ଚାୟତ ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ଅଞ୍ଚଳବାସୀ ଏବେ ମଧ୍ୟ…
କୋରୁକୋଣ୍ଡା, ୨୨ା୫(ଡି.ଏନ୍.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ ଆସି…
କୋରୁକୋଣ୍ଡା, ୨୨।୫(ଡି.ଏନ୍.ଏ.): ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ ପରି ଅତି ଆବଶ୍ୟକୀୟ ସାମଗ୍ରୀର ଅଭାବ ଥିବା ଗୁଜବ ସୃଷ୍ଟି ହୋଇଛି। ଏହାକୁ ନେଇ ଲୁଣର କଳାବଜାରୀ…
କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର ଅନୁଗୁଳିଆ…
କାଲିମେଳା/ମାଲକାନଗିରି,୨୧ା୫ (ଡି.ଏନ୍.ଏ.)-ମାଲକାନଗିରି ଜିଲାରେ ବୁଧବାର ମାଲାକନଗିରି ଜିଲା କାଲିମେଳା ବ୍ଲକ ଏମ୍ଭି-୭୨ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୁରୁବାର ପୁଣି ସେହି ଅଞ୍ଚଳରୁ…
ମାଲକାନଗିରି,୨୦।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଛୁଇଁଲା କରୋନା। ବୁଧବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଦ୍ୱୟ ଚେନ୍ନାଇ ଫେରନ୍ତା। ସେମାନଙ୍କୁ ସଂଗରୋଧ…
ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ ଆମ୍ବୁଲାନ୍ସ…
ପଡିଆ,୧୯ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ବ୍ଲକ କଲୋନୀରେ ବର୍ଷାପବନ ହୋଇ ଏକ ଦୁର୍ଘଟଣା ଘଟିଯାଇଛି। କଲୋନୀ ପଛପଟେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଡିପଡି ୧୦ ତାଳଗଛ…
ମାଲକାନଗିରି୧୭ା୫(ଡି.ଏନ୍.ଏ.)- ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଲଚ୍ଛମନ ନାୟକ(୩୮) କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ…
ମାଲକାନଗିରି,୧୭ା୫(ଡି.ଏନ୍.ଏ.)-ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ବିହାରକୁ ୫୭ଜଣ ଶ୍ରମିକ ସାଇକେଲ ଯୋଗେ ଯାଉଥିବା ଜିଲା ପ୍ରଶାସନ ନଜରକୁ ଆସିବା ପରେ ସେମାନଙ୍କୁ ରବିବାର ଏକ ସ୍ବତନ୍ତ୍ର ବସ୍ ଯୋଗେ ନିଜ…