ନିଜ ଅଞ୍ଚଳରେ କାମ ନାହିଁ, ଆନ୍ଧ୍ରମୁହାଁ ଶ୍ରମିକ
ପଟ୍ଟାଙ୍ଗୀ,୨୯ା୨(ଶରତ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁୁଥିବା କାମରେ ଶ୍ରମିକମାନେ ଉଚିତ ମଜୁରି ପାଉନାହାନ୍ତି। ନିଜ ଗ୍ରାମରେ ମଧ୍ୟ ସେମାନଙ୍କୁ କାମ ମିଳୁନାହିଁ। ଫଳରେ ସେମାନେ କାମପାଇଁ ବାହାର ରାଜ୍ୟମୁହାଁ ହେଉଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି କାମ ପାଇଁ ପଡ଼ୋଶୀ ଆନ୍ଧ୍ର…
Video: ନାଲକୋ ପ୍ଲାଣ୍ଟରେ ଅଘଟଣ: ଲୁହା ରଡ଼ ପଡ଼ି ଚାଳିଗଲା ୨ ଶ୍ରମିକଙ୍କ ଜୀବନ
କୋରାପୁଟ,୨୭।୨(ଅମିତାଭ ବେହେର): କୋରାପୁଟ ଜିଲା ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସାଇଡ୍ ବିମ୍ କାର୍ଯ୍ୟ ବେଳେ ଲୁହା ରଡ଼ ପଡି ଶ୍ରମିକମାନେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ…
‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’
କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା। ଶନିବାର ନିଜ ଗାଁରେ…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଭବନ ସମେତ ୧୨୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
କୋରାପୁଟ,୧୯।୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୦ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଭବନ ସମେତ ମୋଟ ୧୨୯ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ…
ଫାଇନାଲରେ ପହଞ୍ଚିଲେ ଆରାଧ୍ୟା
କୋରାପୁଟ,୧୮ା୨(ଅମିତାଭ ବେହେରା): ରିୟଲ୍ଟି ଶୋ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂର ଫାଇନାଲରେ କୋରାପୁଟ ଝିଅ ଆରାଧ୍ୟା ନାୟକ ପହଞ୍ଚତ୍ଛନ୍ତି। ମାତ୍ର ୮ ବର୍ଷ ବୟସର ଆରାଧ୍ୟାଙ୍କ ଉଚ୍ଚକୋଟୀର ଅଭିନୟ ତାଙ୍କୁ ଏହି ସଫଳତା ଦେଇଛି। ଜିଲା ପାଇଁ ସେ ଗୌରବ ଆଣିଛନ୍ତି।…
ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…
ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ । ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ…
ଚଢାଉବେଳେ ପୋଲିସକୁ ପିଟିଲେ ଲୋକେ
ନନ୍ଦପୁର,୧୬ା୨(ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ଟିକରପଡ଼ା ପଞ୍ଚାୟତର ଦେବତାହଞ୍ଜର ଗ୍ରାମରେ ଜୁଆଖେଳ ଓ ମଦ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଛି। ଫଳରେ ଏସ୍ଡିପିଓ ସମ୍ବିତ କୁମାର ମାଝି ଓ…
ସେମିଳିଗୁଡ଼ାରେ ଭର୍ଚୁଆଲରେ ନୂଆ ବସ୍ଷ୍ଟାଣ୍ଡ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୧୫ା୨(ଅମିତାଭ ବେହେରା): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୧୩ଟି ଜିଲାର ୨୦ଟି ବସ୍ଷ୍ଟାଣ୍ଡର ଉଦ୍ଘାଟନ କରାଯାଇଛି। ସେଥିମଧ୍ୟରୁ କୋରାପୁଟ ଜିଲାର ସେମିଲିଗୁଡା ବସ୍ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସୁବିଧା ପାଇପାରିବେ…
ଏଟିଏମ୍ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ
କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍ଲାଇନ୍ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର…
ଫ୍ୟାନ୍ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ସୁନାବେଡା,କୋରାପୁଟ,୧୦/୦୨(କୃତ୍ତିବାସ ପ୍ରଧାନ/ଅମିତାଭ ବେହେରା) ସୁନାବେଡା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବର ମୁତାବକ ମହିଳା ଛାତ୍ରୀନିବାସ ’ବି’ ବ୍ଲକ୍ ର ୪୧୩ ନମ୍ବର ରୁମ୍ ରେ ରହୁଥିବା ସନ୍ଧ୍ୟାରାଣୀ ଦାସ(୧୮) ନିଜ ଓଢଣୀ…
ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ
ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର…
ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ…
Archives


