ସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୧୫ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଜିଲାରେ ବସ୍...
ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା
ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ ପରିବାର ମଧ୍ୟରେ ଖେଳିଯାଇଛି ଶୋକାକୂଳ ପରିବେଶ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...
ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ
କୋରାପୁଟ,୧୪।୬(ଅମିତାଭ ବେହେରା): କୋରାପୁଟ ସହରର ପିଏଚଡି କଲୋନୀ ଅଞ୍ଚଳର ଏକ ଘରୁ ଏକ ଯୁବକଙ୍କ ମୃତଦେହ କୋରାପୁଟ ଟାଉନ ପୋଲିସ ଉଦ୍ଧାର କରିଛି। ଏନେଇ ଟାଉନ ଥାନାଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳୁ କୋରାପୁଟ ଟାଉନ ପୋଲିସ...
କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ
କୋରାପୁଟ,୧୧।୬(ଅମିତାଭ ବେହେରା ) କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଈ ଗ୍ରାମରେ ଝାଡାବାନ୍ତିରେ ୪୦ଜଣ ଆକ୍ରାନ୍ତ ହୋଇଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାପଡିଛି। ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ...
ରେଲଓ୍ବେ ଟ୍ରାକ୍ରେ ପଡ଼ିଛି ଯବାନଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ
କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ମୃତଦେହ ମିଳିଛି। ମୃତକ ଜଣଙ୍କ ଧ୍ରୁବରାଜ ପ୍ରଧାନ ବୋଲି ଜଣାପଡିଛି। କୋରାପୁଟ ବିଏସଏଫ କନଷ୍ଟେବଳ ଭାବରେ କାର୍ଯ୍ୟରତ...
ଲକ୍ଷ୍ମୀପୁର ହାତେଇଲା କଂଗ୍ରେସ
କୋରାପୁଟ,୪ା୬: କୋରାପୁଟ ଜିଲା ଲକ୍ଷ୍ମୀପୁର ବିିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଡନ୍ତା ୨୦,୯୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ୨୪,୧୪୪ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାଜପା ପ୍ରାର୍ଥିୀ...
କୋରାପୁଟ ବିଧାନସଭାରେ କଂଗ୍ରେସ ଆଗୁଆ
କୋରାପୁଟ,୪ା୬(ଅମିତାଭ ବେହେରା): ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଏହି କ୍ରମରେ କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ ୧୦ମ ରାଉଣ୍ଡ ସୁଦ୍ଧା ୨୫,୮୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁରାମ...
ନଦୀରେ ସଫା କରୁଥିବା ବେଳେ ମାରିଲା ବାତ, ଚାଲିଗଲା ସୁନା ବ୍ୟବସାୟୀଙ୍କ ଜୀବନ
ପଟ୍ଟାଙ୍ଗି,୨ା୬(ଶରତ ଧଳ): ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ ଆସିବ କେହି କହିପାରିବେ ନାହିଁ। ଠିକ୍ ସେମିତି ଜଣେ ବ୍ୟକ୍ତି ଲୁଗାପଟା ସଫା କରୁଥିବା ବେଳେ ତାଙ୍କ ଜୀବନ ଚାଲିଯାଇଛି। ଏହିପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା...
ଗୁଟଖା କାରବାର ଉପରେ ବଡ଼ ଚଢାଉ
ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଛି। ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ...
ପାଣି ପାଇଁ ଗରା ଧରି ରାସ୍ତା ରୋକୋ
ଜୟପୁର,୨୭।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର କୁମ୍ବାରସାହିରେ ମହିଳାମାନେ ପାଣି ପାଇଁ ସୋମବାର ଗରା ଧରି ରାସ୍ତା ଅବରୋଧ କରଥିଲେ। ଦୀର୍ଘ ୧୫ ଦିନ ହେବ କୁମ୍ବାରସାହିରେ ପାଇପରେ ପାଣି ଆସୁ ନାହିଁ । ପ୍ରବଳ ଗ୍ରୀଷ୍ଣପ୍ରବାହ ଜାରି...
୩୦ ଟନ୍ ଆମ୍ବ ଗଲା ରାୟପୁର
କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ କମ୍ପାନୀ ଆଗେଇ ଆସିଛି। କୋରାପୁଟ ଜିଲାରେ ହେଉଥିବା ଆମ୍ବରେ ଗୁଣାତ୍ମକମାନ...
ଭାରତମାଳା ପ୍ରକଳ୍ପ ଟନେଲ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା: ମାଟି ଅତଡ଼ା ତଳେ ଚାପିହୋଇ ଜଣେ ମୃତ, ଜଣେ ଗୁରୁତର
ପଟ୍ଟାଙ୍ଗି,୨୪ା୫(ଶରତ ଧଳ): ଛତିଶଗଡ଼ରୁ ଆନ୍ଧ୍ରର ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତମାଳା ପ୍ରକଳ୍ପର କାର୍ଯ୍ୟ ହେଉଥିବା ରାସ୍ତାର ଟନେଲଠାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକ ଆହତ ହୋଇ ବିଶାଖାପାଟଣାର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ...
Archives


