କୋରାପୁଟ

ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା…

କେହି ମାନିଲେନି ଗାଇଡ୍‌ଲାଇନ୍‌, ବୋହି ନେଲେ ମଦ

କୋରାପୁଟ,୧୬ା୩(ଅମିତାଭ ବେହେରା): ହୋଲି ସାରାଦେଶରେ ମହାଆଡ଼ମ୍ବରରେ ପାଳିତ ହୋଇଥିବା ବେଳେ ଅବକାରୀ ବିଭାଗ ଓ ମଦ ବ୍ୟବସାୟୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ନିୟମକୁ ଫୁ’ କରି ଦେଇ ସହରର ସମସ୍ତ ମଦ ଦୋକାନ ଖୋଲାରହିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ…

୧୦ ସ୍ଥାନରେ ରେଲଓ୍ବେ ପୁଶିଂ ବ୍ରିଜ ନିର୍ମାଣ ନେଇ ଡିଆରଏମ୍‌ଙ୍କୁ ଦାବିପତ୍ର

କୋରାପୁଟ,୧୬ା୩(ଅମିତାଭ ବେହେରା): କୋରାପୁଟ ରେଲଓ୍ବେ ଅଧୀନରେ ଥିବା ୩ଟି ବ୍ଲକର ୧୦ଟି ସ୍ଥାନରେ ପୁଶିଂ ବ୍ରିଜ ନିର୍ମାଣ ପାଇଁ ଆଜି ଡିଆରଏମ୍‌ଙ୍କୁ ରବିବାର ସ୍ଥାନୀୟ ଷ୍ଟେଶନଠାରେ ସାକ୍ଷାତ କରି ପୂର୍ବତନ ବିଧାୟକ ନିମାଇଁ ସରକାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶାଖାପାଟଣା…

ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର ଦୁଇଜଣ ଯୁବକ ପ୍ରଖୋର ଜଳସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ଖବର ପାଇ କୋଟପାଡ଼ ଅଗ୍ନିଶମ…

ଶାବର ଶ୍ରୀକ୍ଷେତ୍ରରେ ହୋଲି, ରଙ୍ଗରେ ରଙ୍ଗେଇ ହେଲେ ଜିଲାପାଳ

କୋରାପୁଟ,୧୫ା୩(ଅମିତାଭ ବେହେରା): କୋରାପୁଟରେ ଶନିବାର ରଙ୍ଗର ପର୍ବ ହୋଲି ଧୂମ୍‌ଧାମରେ ପାଳିତ ହୋଇଯାଇଛି। କୋରାପୁଟ ଜିଲାପାଳଙ୍କ ବାସଭବନଠାରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ବାସଭବନକୁ ଯାଇ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ…

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ ହୋଲିକୁ ବସନ୍ତ ଉତ୍ସବ ଭାବରେ ସୁନାବେଡାସ୍ଥିତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ୧୪ ମାର୍ଚ ୨୦୨୫ ରିଖରେ…

କୋରାପୁଟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ : ଏକବିଂଶ  ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି ଶୀର୍ଷକ ଆଲୋଚନାଚକ୍ର

କୋରାପୁଟ, ୧୧।୩(ଅମିତାଭ ବେହେରା ) କୋରାପୁଟ ସରକାରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର  ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହେଇଯାଇଛି । ଏହି ଅବସରରେ “ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି” ଶୀର୍ଷକରେ ଏକ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଆଲୋଚନା…

ତେନ୍ତୁଳି ଗଛରୁ ଖସିପଡି ଚାଲିଗଲା ଜୀବନ

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ତଳଗୋଲୁର ପଞ୍ଚାୟତ ବଡ଼ଡଙ୍ଗର ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ତେନ୍ତୁଳି ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନି ଆପାନ୍ନା।…

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇଥିଲା। ଏଥିରେ  ଅଟୋ ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ  ଘଟିଥିବାବେଳେ…

ଦେଓମାଳି ଶୁଟିଂ ସେଟରେ ପ୍ରିୟଙ୍କା, ଆକ୍ସନ ସିନ୍‌ ଶୁଟ୍‌ କଲେ ମହେଶ ବାବୁ, ଦେଖିବାକୁ ଲୋକଙ୍କ ଭିଡ଼

କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ଶୁଟିଂ କୋରାପୁଟରେ ଚାଲିଛି। କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଶୁଟିଂ…

ଓଡ଼ିଶାରେ SSMB29 ଶୁଟିଂ: ଭିଡିଓ ଲିକ୍ ପରେ ଆକ୍ସନରେ ଏସଏସ ରାଜାମୋୖଲି, ପଠାଇଲେ ଲିଗାଲ ନୋଟିସ୍

କୋରାପୁଟ,୧୦ା୩: ନିର୍ଦ୍ଦେଶକ ଏସଏସ ରାଜମୌଲି ମହେଶ ବାବୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘SSMB29’ର କ୍ଲିପ୍ ପୋଷ୍ଟ କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲିକ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି। ରବିବାର କୋରାପୁଟ ଜିଲାରେ ମହେଶ ବାବୁଙ୍କ…

ଏସଏସ ରାଜାମୋୖଲିଙ୍କ ହାଇ-ବଜେଟ SSMB29 ଶୁଟିଂ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଭାଇରାଲ୍

କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର ସମ୍ପୃକ୍ତି ନିଶ୍ଚିତ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri