କୋରାପୁଟ

ନକ୍ସଲ ନାଁରେ ସରକାରୀ କର୍ମଚାରୀଙ୍କୁ ମାଗୁଥିଲେ ଟଙ୍କା: ଧରାପଡ଼ିଲେ ୨ ଅଭିଯୁକ୍ତ

କୋରାପୁଟ/ ନାରାୟଣପାଟଣା,୬।୨(ଅମିତାଭ ବେହେରା / ରାଜକିଶୋର ଜେନା ): ନକ୍ସଲ ନାମରେ ସରକାରୀ କର୍ମଚାରୀଙ୍କୁ ଆରଟିଆଇ ଜରିଆରେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଗୁରୁବାର ନାରାୟଣପାଟଣା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନାରାୟଣପାଟଣା...

ଆଶ୍ରମ ବୁଲି ଷ୍ଟବେରୀ ଚାଷ ଦେଖିଲେ ଷ୍ଟାଣ୍ଡିଂ କମିଟି

ପଟ୍ଟାଙ୍ଗି,୬ା୨(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସର୍କିଟ ହାଉସ୍‌ରେ ପହଞ୍ଚି ପରେ ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବୁଧବାର ରାତ୍ରିଯାପନ କରିଥିଲେ। କମିଟିର ଏହି ଗସ୍ତକୁ...

କୋରାପୁଟରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

କୋରାପୁଟ,୫ା୨(ଅମିତାଭ ବେହେରା): ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ହୋଇଯାଇଛି। ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି...

ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୫।୨(ଅମିତାଭ ବେହେରା): କୋରାପୁଟ ଜିଲାର ଲମତାପୁଟ ବ୍ଲକର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାରର ତଳ ପାର୍ଶ ନଦୀରେଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ...

ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଘରୁ ବାହାରିଲାଣି ଆଖିଖୋସି ହୋଇଗଲା ଭଳି ଟଙ୍କା  

ମାଲକାନଗିରି/ଜୟପୁର,୫।୨(ଦୁର୍ଯ୍ୟୋଧନ ପାତ୍ର/ପବନ ପାଣିଗ୍ରାହୀ): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍‌ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର...

ନଡ଼ିଆ ଗଛରୁ ପଡି ଛାତ୍ର ମୃତ୍ୟୁ ମାମଲା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ କଲେ ପରିବାର

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ର ପେଟେଲି କିରଣ ନଡ଼ିଆ ଗଛରୁ ପଡ଼ି ମତ୍ୟୁ ଘଟଣାରେ ପରିବାର ଲୋକେ ରବିବାର ସ୍କୁଲ ସମ୍ମୁଖରେ ମୃତଦେହ...

ଜଲାପୁଟ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ଓଲଟି ଦୁଇ ନାବାଳକ ନିଖୋଜ

କୋରାପୁଟ,୧।୨(ଅମିତାଭ ବେହେରା): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତ ଜଲାପୁଟ ଜଳଭଣ୍ଡାର ତଳ ପାର୍ଶ୍ୱ ନଦୀରେ ଡଙ୍ଗାରେ ଚଢ଼ି ସେଲଫି ନେବା କାଳ ହୋଇଛି। ସେଲଫି ଉଠାଇବା ବେଳେ ଡ଼ଙ୍ଗା ଓଲଟି ଦୁଇଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି...

କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ

କୋରାପୁଟ,୧ା୨(ଅମିତାଭ ବେହେରା)- କୋରାପୁଟସ୍ଥିତ କଳା ନିକେତନ ଛକରେ ଓରମାସ, ଡ଼ଙ୍ଗରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼, ସିୱାଇଏସଡି ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଏକ ଷ୍ଟ୍ରବେରୀ ଷ୍ଟଲ ଶନିବାର ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି. କୀର୍ତ୍ତି...

ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରରେ ଅବସ୍ଥିତ ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଜଣେ ଛାତ୍ର ନଡ଼ିଆ ଗଛରୁ ଖସିପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ହଷ୍ଟେଲରେ ରହି ସିଙ୍ଗାରଗୁଡି...

ଆକର୍ଷିତ କରୁଛି ଶତାୟୁ ବୃକ୍ଷ

କୋଟପାଡ଼,୧ା୨(କେ. ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସହର ମଧ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ବିରାଟ ଶତାୟୁ ତେନ୍ତୁଳି ବୃକ୍ଷ ଯୁବପିଢ଼ିଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହି ବୃକ୍ଷର ଶାଖା ପ୍ରଶାଖା ପୂର୍ବରୁ...

ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନାବେଡ଼ା,୧ା୨(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ କାରଖାନାରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀ ଶନିବାର କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରି ଟାଉନଶିପ୍‌ ସିକ୍ୟୁରିଟି ଅଫିସ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।...

ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ ଭାଜପା କର୍ମକର୍ତ୍ତା

କୋରାପୁଟ,୧ା୨(ଅମିତାଭ ବେହେରା): ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦ କରିବା ସହ କୋରାପୁଟ ଜିଲା ଭାଜପା ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯିବା ସହିତ ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri