ଖୋର୍ଦ୍ଧା

ଆଗଉନି କାମ, ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା, ୧୦ା୧୨(ପ୍ରଭାତ ପାଣିଗ୍ରାହୀ)ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ଲାଗି ରହିଥିବା ବିବାଦ ତୁଟିବା ପରେ ଗତ ଡିସେମ୍ବରରେ ଭୂମିପୂଜା ହୋଇଥିଲା। ଇତିମଧ୍ୟରେ ଶିଳାନ୍ୟାସକୁ ୪ ବର୍ଷ ବିତିଥିବା ବେଳେ ଭୂମିପୂଜାକୁ ବର୍ଷେ ବିତିଲାଣି। ଏଯାବତ୍‌ ପ୍ରସ୍ତାବିତ ଜାଗାରେ…

ପାର୍କିଂକୁ ନେଇ ମାଡ଼ପିଟ୍‌

ନିରାକାରପୁର,୯ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଏକ ହୋଟେଲ ସମ୍ମୁଖରେ ପାର୍କିଂକୁ ନେଇ ମାଡ଼ପିଟ୍‌ ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଥାନା ଶ୍ରୀନଗର ଗ୍ରାମ ଗଜୁଏକାର ଗୋପାଳ ପଟେଲ(୬0) ନାମକ ଜଣେ ବ୍ୟକ୍ତି ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ହୋଟେଲ ପକ୍ଷରୁ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ…

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଅଖୋଜା ଅଲୋଡ଼ା ହୋଇ ପଡ଼ିରହିଛି ପୀଠରେ…

ଅମଳ ସମୟରେ ବର୍ଷା, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

ନିରାକାରପୁର,୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୯ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଫସଲ କରିଛନ୍ତି। ତେବେ ଧାନଫୁଲ ଉଡ଼ାଇବା ସମୟ ପୂର୍ବରୁ ମୌସୁମୀ ବର୍ଷା ଉଭେଇ ଯାଇଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର…

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ୯ଟି ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି। କିଛି ଦିନ…

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ସତ୍ୟ-ମିଥ୍ୟା ବାଟକୁ ବାଛିବା ନିଷ୍ପତ୍ତି ଆମର

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ):ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ କଳିଙ୍ଗର ଇତିହାସ ଯେଉଁମାନେ ପଢ଼ିଛନ୍ତି ସେମାନେ ଜାଣିଛନ୍ତି ଏହି ମାଟି ଭାରତବର୍ଷର ଏକ ଅଙ୍ଗ ନ ଥିଲା। ସେହିଭଳି ଏଇ ମାଟିକୁ ସିଧାସଳଖ କୌଣସି ମୁସଲ୍‌ମାନ କିମ୍ବା ବ୍ରିଟିଶ ଶାସକ ଶାସନ କରିନାହାନ୍ତି।…

ବାଘଛାଲ ବ୍ରିକି ପାଇଁ ଡିଲ୍‌ ବେଳେ ଧରିଲା ଏସ୍‌ଟିଏଫ୍‌, ଦୁଇ ବାଘଛାଲ ଜବତ, ୨ ଗିରଫ

ନୟାଗଡ଼,୨୦ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲାରୁ ଦୁଇ ବାଘଛାଲ ବେପାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ବାଘଛାଲ ବିକ୍ରି ପାଇଁ ଡିଲ୍‌ ହୋଇଥିବା ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଯୋଜନା ମୁତାବକ ଗ୍ରାହକ ସାଜି ସୋମବାର ଡିଲ୍‌ କରିଥିଲା। ଆଉ ଏହି ଡିଲ୍‌…

ଖେଳୁଥିବା ବେଳେ ଶିଶୁ ନିଖୋଜ, ପାଣିରେ ଚାଲିଛି ଖୋଜା

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଜ୍ୱଳା ଗୋପପାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ସୁବାସ ପ୍ରଧାନଙ୍କ ୪ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡ଼େ ଉଭାନ ହୋଇଯାଇଛି। ଚାରିଆଡ଼େ…

ପରିସ୍ରା କରିବାକୁ ଆସି ଅନ୍ଧାରରେ କୂଅରେ ଖସିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଥିବା କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଝାଞ୍ଜିରି ମଙ୍ଗଳା ହନୁମାନ ମନ୍ଦିରସ୍ଥିତ ସମରେନ୍ଦ୍ର ମହାନ୍ତି(୪୪)। ସୂଚନାଯୋଗ୍ୟ, ମୃତ…

ନିରାକାରପୁର ବଜାରରେ ଆୟକର ବିଭାଗର ଚଢ଼ାଉ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ବଜାରରେ ଶନିବାର ଜଟଣୀ ଆୟକର ବିଭିଗ ପକ୍ଷରୁ ଦିନ ତମାମ ଏବଂ ସନ୍ଧ୍ୟାରେ ମଧ୍ୟ ଚଢାଉ ଜାରି ରହିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ସ୍ପେଶାଲ ପୋଲିସ ସ୍କ୍ବାଡ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri