ତୀର୍ଥ ଯାଇଥିବା ୨ମହିଳା ନିଖୋଜ
ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୩।୨: ତୀର୍ଥଯାତ୍ରା ପାଇଁ ଯାଇଥିବା ଖୋର୍ଦ୍ଧା ଜିଲାର ୨ବରିଷ୍ଠ ମହିଳା ନିଖୋଜ ହୋଇନ୍ତି। ସେମାନେ ହେଲେ ବାଲିଅନ୍ତା ବ୍ଳକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଓ ଚିଲିକା ବ୍ଳକ ଅଠରବାଟିଆ ପଞ୍ଚାୟତ ଭେଲେରୀ ଗ୍ରାମର ରାଣୀ ଦେଇ । ଏ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ…
ନିରାକାରପୁର,୧୦ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାସ୍ତା ମଝିକୁ ଖୁଣ୍ଟଟିକୁ ଖୁବ୍ ଜୋର୍ରେ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ଶତାଧିକ ଲୋକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ…
କାମରେ ଲାଗୁନି ୨ ଥାନାର ନୂତନ କୋଠା
ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ…
ପାହାଡ଼ ଉପରୁ ଖସିଲା ପ୍ରୋକଲିନ୍, ଚାଲିଗଲା ଚାଳକଙ୍କ ଜୀବନ
ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ଼ରେ ଶନିବାର ଏକ ଅଘଟଣ ଘଟିଛି। ପାହାଡ଼ ଉପରୁ ପ୍ରୋକଲିନ ଖସି ପଡ଼ିବାରୁ ଚାଳକଙ୍କ ଜୀବନ ଚାଲିଯାଇଛି। ଖବରପାଇ ସଦର ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର…
ମହିଳାଙ୍କୁ ଘୋଷାଡ଼ି ନେଇ ଚାପିଦେଲା ହାଇଓ୍ବା, ଜଣେ ଗୁରୁତର
ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ-ବାଘମାରୀ ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଯାଉଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ୫୦ ମିଟର ଘୋଷାଡ଼ି…
ବସ୍ ପଛରୁ ପିଟିଲା ଟ୍ରକ୍: ୮ ଯାତ୍ରୀ ଗୁରୁତର
ଖୋର୍ଦ୍ଧା,୩।୨: ଖୋର୍ଦ୍ଧା ଜିଲା ବାଲୁଗାଁରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ପଛରୁ ଟ୍ରକ ଧକ୍କା ଦେବାରୁ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ…
ବସ୍କୁ ପଛପଟୁ ଧକ୍କାଦେଲା ହାଇଓ୍ବା: ୧୭ ଯାତ୍ରୀ ଆହତ
ଖୋର୍ଦ୍ଧା,୨ା୨(ପ୍ରଭାତ ପାଣିଗ୍ରାହୀ): ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍କୁ ହାଇଓ୍ବା ଧକ୍କା ଦେବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜିଲା ପ୍ରଶାସନ ଅଧିକାରୀ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି…
ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର
ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ ପ୍ରାୟ ୧୦୦ଟି କ୍ରଶରକୁ ଅନୁମତି ଦିଆଯାଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଚାଲୁଛି।…
ଚିଲିକାକୁ ସଙ୍କୁଚିତ କରୁଛି ମାଟିବନ୍ଧ
ଖୋର୍ଦ୍ଧା,୩୦ା୧ (ପ୍ରଭାତ ପାଣିଗ୍ରାହୀ):ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ପାଇଁ ବେଆଇନ ମାଟିବନ୍ଧ, ଚିଙ୍ଗୁଡି ଘେରି ଏବଂ ନଳଘାସ ବିପଦ ସାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।…
ବ୍ରାଉନସୁଗାର ଜବତ, ୫ ଗିରଫ
ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ପୋଖରୀ ଲେନ୍-୩ ନିକଟରେ ବେଆଇନ ଭାବେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୋଲିସ ଚଢାଉ କରି ୫ ନିଶାବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରେ ରହୁଥିବା କେନ୍ଦ୍ରାପ଼ଡ଼ାର ଅବଦୁଲ ଅଜିଜ ଖାନ୍…
୮ ମାସ ତଳେ କରିଥିଲେ ବିବାହ, ଯୌତୁକ ପାଇଁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣିଲେ ବାପଘର
ନିରାକାରପୁର,୨୭ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ବାହାଘରକୁ ବର୍ଷଟିଏ ବି ପୂରିନି। କିନ୍ତୁ ଯୌତୁକ ଜୁଇରେ ଜଳିଲାଣି ନବବଧୂର ଚିତା। ଶାଶୁଘର ପକ୍ଷରୁ ଅଧିକ ଯୌତୁକ ଦାବି କରି ମୋ’ ଝିଅକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି…
ଚିଲିକାରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ
ଟାଙ୍ଗୀ ୨୬।୧: ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଚିଲିକା ମଧ୍ୟରେ ଜଣେ…
Archives


