ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ଖୋର୍ଦ୍ଧା,୨୫।୮: ଖୋର୍ଦ୍ଧା ଟାଉନ ଥାନା ବଜାରରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକ ହେଲେ ଶେଖ ସାଜିଦ୍।…
ଭଡ଼ାଘରେ ଚାଲିଛି ଅବକାରୀ ଥାନା
ବେଗୁନିଆ,୨୫ା୮(ସନ୍ଧ୍ୟାରାଣୀ ମିଶ୍ର): ବେଗୁନିଆରେ ୨୦୨୧ ମସିହାରୁ ଅବକାରୀ ଥାନା ଖୋଲିବା ଦିନଠାରୁ ଭଡ଼ାଘରେ ଚାଲିଛି। ତେବେ ଥାନାର ନିଜସ୍ବ ନୂତନ ଗୃହ ବେଗୁନିଆ ନିକଟ କୁଶପଲାଠାରେ ନିର୍ମାଣ ସରିଥିଲେ ମଧ୍ୟ ସ୍ଥାନାନ୍ତର ନ ହୋଇ ଭଡ଼ାଘରେ ଚାଲିଛି। ନୂତନ ଗୃହକୁ ନ…
ଆଉ ନାହାନ୍ତି ପ୍ରତିଷ୍ଠିତ ନୃତ୍ୟଗୁରୁ ସାନ୍ତା ରାଓ
ଜଟଣୀ,୧୫।୮(ରବିନ୍ଦ୍ରନାଥ ମହାକୁଡ଼): ଆଜି ସମଗ୍ର ଅଞ୍ଚଳରେ ସ୍ବାଧୀନତା ଦିବସକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିଲା ବେଳେ ଜଟଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଟଣୀର ପ୍ରତିଷ୍ଠିତ ନୃତ୍ୟ ଗୁରୁ ସାନ୍ତା ରାଓ ସ୍ଥାନୀୟ ମଧୁସୁଦନ ନଗର ସ୍ଥିତ…
୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ
ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୮୍ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ସନନ୍ଦ ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ…
ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ
ଖୋର୍ଦ୍ଧା,୧୨ା୮(ପ୍ରଭାତ ପାଣିଗ୍ରାହୀ):ଗଜପତି ଜିଲା କୋଦୁଣୀ ଗ୍ରାମର ରଘୁ ରାଉତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପିଲାଦିନୁ ଘର ଛାଡ଼ି ଭିକ୍ଷାବୃତ୍ତି କରନ୍ତି। ପରିଣତ ବୟସରେ ଭିକ୍ଷାବୃତ୍ତି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲା ଅଟ୍ରିର ହଟକେଶ୍ୱର ମନ୍ଦିର ପରିସରରେ…
ଓଡ଼ିଶାରେ ଭାଇ ଭଉଣୀ ସରକାର ଚାଲିଛି
ଖୋର୍ଦ୍ଧା,୯ା୮(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାଗଡ଼ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଓଡ଼ିଶାରେ ଭାଇଭଉଣୀ ସରକାର ଚାଲିଛି। ସୂରଜଙ୍କୁ ସେ ଭାଇ ବୋଲି ସମ୍ବୋଧିତ କରିଥିଲେ। ବାହାରିବା ବେଳେ ଭାଇଭଉଣୀ ବରୁଣେଇ ପାହାଡ଼ ପରିଦର୍ଶନ କରିବେ…
ବ୍ରାଣ୍ଡେଡ୍ କମ୍ପାନୀର ନକଲି ଲୋଗୋରେ ତରଳ ୟୁରିଆ କାରବାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ବ୍ରାଣ୍ଡେଡ କମ୍ପାନୀର ନକଲି ଲୋଗୋ ଲଗାଇ ବିକ୍ରି ନକଲି ତରଳ ୟୁରିଆ ବିକ୍ରି କରୁଥିଲେ। ୧୬ ନଂ ରାଜପଥ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ଚା’ ଦୋକାନରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି କାରବାର।…
୨୦ହଜାରରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି
ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶିଳ୍ପ ସଂସ୍ଥା ପରିସରରେ ପ୍ରକୃତି ପାଇଁ ଚାରାଟିଏ ଆହ୍ବାନ ଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ବାଇଁ ବରୁଣେଇ…
ଆପଣାଇଲା ନାହିଁ ମା’:ଜନ୍ମର ୩ ଦିନରେ ଆଖିବୁଜିଲା ବାଘଛୁଆ
ବାରଙ୍ଗ,୨।୮(ଲିଙ୍ଗରାଜ ରାଉତ):ମା’ ନ ଆପଣେଇବାରୁ କର୍ମଚାରୀଙ୍କ ଯତ୍ନରେ ବଢୁଥିବା ବାଘଛୁଆର ଗୁରୁବାର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଧଳା ବାଘୁଣୀ ମୌସୁମୀ ୩ ଶାବକ ଜନ୍ମ ଦେଇଥିଲା। ସେଥିରୁ ୨ ମୃତ ଶାବକ ଥିଲେ। ହେଲେ ସୁସ୍ଥ ଶାବକକୁ…
ମା’ ହେଲା ମୌସୁମୀ
ବାରଙ୍ଗ,୩୧।୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷୀୟା ଧଳା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମା’ ହୋଇଛି। ମୌସୁମୀ ପର୍ଯ୍ୟାୟକ୍ରମେ ୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସୋମବାର ରାତି ୮ଟା ୫୧ ମିନିଟ୍ରେ ଗୋଟିଏ,…
ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ
ଖୋର୍ଦ୍ଧା,୨୯ା୭(ପ୍ରଭାତ ପାଣିଗ୍ରାହୀ): ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ଏଥିସହିତ ସେଠାରେ ଏକ ପାଇକ ସଂଗ୍ରାହଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ…
୨ ଜଣଙ୍କୁ ଚାପିଦେଲା ଅଜଣାଗାଡ଼ି
ବାଣପୁର,୨୬ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଶୁକ୍ରବାର ବିଷ୍ଣୁଡିହ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ…
Archives


