ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ
ଯୋଡ଼ା, ୧୭।୯ (ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ ‘ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ’ ପ୍ରକାଶିତ ହେବା ପରେ ପୋଲିସ ପ୍ରଶାସନ ତପତ୍ରତା…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଆଗରେ ଉତ୍ତେଜନା
କେନ୍ଦୁଝର,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଖାନା ଆଗରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ କ୍ଷୀରୋଦିନି ପାତ୍ର (୪୫)। ଘର ଟାଉନ ଥାନା…
ଟ୍ରେନ୍ରେ କଟି ଜଣେ ମୃତ
ଢେଙ୍କିକୋଟ, ୧୬ା୯(ଡି.ଏନ୍.ଏ.)- ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମ ଚମ୍ପାଡିହି ସାହିର ସୁନାରାମ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍ରେ କଟି ମୃତ୍ୟୁବରଣ କରିଛନ୍ତି। ସୁନାରାମ ସୋମବାର ସକାଳ ୮ଟାବେଳେ ପ୍ରତିଦିନ ଭଳି ଗ୍ରାମଲୋକମାନଙ୍କ…
‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’
ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ, ଅଧିକାଂଶ ଖଣି ବନ୍ଦ ଯୋଗୁ କାମଧନ୍ଧା…
ଘାଟିରେ ଓଲଟିଲା ବିଜୁ ଗାଁ ବସ୍: ୧୨ ଯାତ୍ରୀ ଆହତ
କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…
ଦୁର୍ଦ୍ଦିନରେ ନଳିତା ଚାଷୀ
ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ ନ ମିଳିବା ପରିତାପର ବିଷୟ। ସେଥିଲାଗି ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଆଗରୁ…
କେନ୍ଦୁଝରରେ ମୂଷଳ ଧାରାରେ ବର୍ଷା:ସାରା ସହର ଜଳାର୍ଣ୍ଣବ, ଲୋକଙ୍କ ଘରେ ପଶିଲା ପାଣି
କେନ୍ଦୁଝର ୧୫ା୯ (ସ୍ବ.ପ୍ର.)-କେନ୍ଦୁଝର ସହରରେ ରବିବାର ଅପରାହ୍ନରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସାରା ସହର ଜଳାର୍ଣ୍ଣବ ହୋଇପଡିଛି। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରବଳତର ବର୍ଷା ହୋଇଥିଲା। ଚାହୁଁ ଚାହୁଁ ରାସ୍ତା ଘାଟରେ ବର୍ଷା ପାଣିର ସୁଅ ଛୁଟିଥିଲା।…
୪ ଲକ୍ଷ ଲୁଟ୍ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ
ବଡ଼ବିଲ,୧୫।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ୍ ପାୱାର ଲିଃ କାରଖାନାର ପାର୍କିଂସ୍ଥଳୀର ପରିବହନକାରୀ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟ ସଂସ୍ଥା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪ ଲକ୍ଷ ଲୁଟ୍ ହୋଇଥିଲା। ଏହି ଘଟଣାରେ…
କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ
କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର ୩ ଜଣଙ୍କୁ ରବିବାର ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। କମ୍ପ୍ୟୁଟର ତାଲିମ…
ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ
ଯୋଡ଼ା, ୧୫।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ଠାରେ ଚୋରା କୋଇଲା କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଛି। ଚୋରା କାରବାର ନେଇ…
ସିଦ୍ଧ ମଠରେ ସିଦ୍ଧ ଜଗନ୍ନାଥ
କେନ୍ଦୁଝର, ୧୫।୯(ଡି.ଏନ.ଏ.)-କେନ୍ଦୁଝରର ଜଗନ୍ନାଥ ସଂସ୍କୃତିର ଆରମ୍ଭ ବିଷୟରେ କୌଣସି ଠିକ୍ ତଥ୍ୟ ନ ଥିବା ପୁରୁଣାକାଳିଆ ଲୋକମାନେ କୁହନ୍ତି। ତେବେ ଜନଶ୍ରୁତି ଅନୁସାରେ କେନ୍ଦୁଝର ସହରଠାରୁ ୫କି.ମି. ଦୂରରେ ଥିବା ସିଦ୍ଧମଠଠାରେ ସିଦ୍ଧ ଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରି ପୂଜାର ଆରମ୍ଭ କରିଥିଲେ…
ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ
ଯୋଡ଼ା,୧୪।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଏ ନେଇ ଗଣ୍ଡଗୋଳର ଆଶଙ୍କା କରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି…
Archives


