ମକର ପୂର୍ବରୁ ଉତ୍ସବମୁଖର କେନ୍ଦୁଝର
କେନ୍ଦୁଝର,୧୪।୧(ସ୍ବ.ପ୍ର.): ରାତି ପହିଲେ ମକର। ଏଥିପାଇଁ ଗ୍ରାମଠାରୁ ସହର ଉତ୍ସବମୁଖର ହୋଇପଡ଼ିଛି। ନୂଆ ଲୁଗା କିଣା ସହିତ ପିଠା ପଣା ପାଇଁ ପ୍ରସ୍ତୁତି ସରିଛି। ପିଠା ପଣା ପାଇଁ ଗୁଡ଼ର ଚାହିଦା ବଢୁଛି। ସବୁଠି ଗୁଡ଼ର ଆସର ମେଲିଛି। ବିଭିନ୍ନ ପ୍ରକାରର…
ନାଳକୁ ଖସିଲା କାର: ଅଳ୍ପକେ ବର୍ତ୍ତିଲେ ଚାଳକ
ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସ୍ବାମ ନାଳର ବାଇପାସ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳୁ ଏକ କାରର ପଛ ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ…
ଦାନା ଯୋଗାଉଛି ଖଲିପତ୍ର
ଯୋଡ଼ା, ୧୪।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସାଧାରଣତଃ ଖଣିଖାଦାନ ତଥା ଜଙ୍ଗଲଭରା ଅଞ୍ଚଳ। ଏଠାକାର ଅଧିବାସୀ ପୂର୍ବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି, ବିକି ନିଜର ଜୀବିକା ନିର୍ବାହ କରୁଥିଲେ। ଖଣି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ପାଖରେ କୃଷିକାର୍ଯ୍ୟ ପାଇଁ…
ପଥରରେ ଛେଚି ଜଣଙ୍କୁ ହତ୍ୟା: ମୃତଦେହ ଉଦ୍ଧାର
ଯୋଡ଼ା,୧୩।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ନୂଆ ହଟିଂ ରାସ୍ତାପାର୍ଶ୍ୱରୁ ଜଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ବାମେବାରୀ ଥାନା ଓଆଇସି ଅମିତାଭ ଦାସଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ସୋମବାର ସ୍ଥାନୀୟ ନୂଆ ହଟିଂବାସୀଙ୍କଠାରୁ ଖବର…
ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦକଲେ ଗ୍ରାମବାସୀ
କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍ଏଚ୍ ୪୯ରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଅଙ୍କାବଙ୍କା ନିର୍ମାଣ କରାଯାଉଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଦର ବ୍ଲକ ବୋଦାପଲସା ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ…
ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର କରିଛି। ସେମାନଙ୍କ ନାମ ସଞ୍ଜୟ ନାୟକ ଓ ପୁଷ୍ପଲତା ନାୟକ ବୋଲି ଜଣାପଡ଼ିଛି। ବିଷ…
ମହିଳା ମାଛ ବ୍ୟବସାୟୀ: ଚିଲିକା ମାଛର କେନ୍ଦୁଝରରେ ଚାହିଦା
କେନ୍ଦୁଝର, ୧୩ା୧(ସ୍ବ.ପ୍ର.)- କେନ୍ଦୁଝର ସହରରେ ଚିଲିକା ମାଛର ଚାହିଦା ବଢୁଛି ା କମ୍ ଦାମ୍ରେ ଚିଲିକା ମାଛ ମିଳୁଥିବାରୁ କେନ୍ଦୁଝରବାସୀ ବେଶ୍ ଖୁସି ା ଚିଲିକାର ଚିଙ୍ଗୁଡ଼ି, ଇଲିଶ, କଙ୍କଡ଼ା, ଚୂନା, ପାତୁଆ, କଇଁଗି ଆଦି ମାଛ ଏଠାରେ ଉପଲବ୍ଧ ହେଉଛି…
ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ କାମପାଳ ନାୟକ ନିର୍ବାଚିତ
ହାଟଡିହୀ,୧୨।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ ବରିଷ୍ଠ କର୍ମୀ କାମପାଳ ନାୟକ ନିର୍ବାଚିତ ହୋଇଛନ୍ତି । ରବିବାର ବଞ୍ଚୋ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ବୈଠକରେ ବିଧାୟକ ଭାଗୀରଥି ସେଠୀ ଉପସ୍ଥିତ ରହି କାମପାଳଙ୍କୁ…
ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର
ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅବ୍ୟବସ୍ଥାରେ ପରୀକ୍ଷା ଦେଇଛନ୍ତି। ଶ୍ରେଣୀ ଗୃହ ଅଭାବ, ଡେସ୍କ ବେଞ୍ଚର…
ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଳାଶପଙ୍ଗା ଲ୍ୟାମ୍ପ୍ସ…
ସର୍ପାଘାତରେ ଯୁବକଙ୍କ ଜୀବନ ଗଲା
ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଛତ୍ରକଣା ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ମୁନା ନାୟକ। ମୁନା ସାଇକେଲରେ ଯାଉଥିବା ସମୟରେ ଖଡିପାଳ ପୋଲ ନିକଟରେ କୌଣସି କାରଣରୁ ଓହ୍ଲାଇ ଥିଲେ। ସେହି ସମୟରେ…
ଗୁରୁତର ଅବସ୍ଥାରେ ଅଜଣା ଯୁବକଙ୍କୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ
ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବଞ୍ଚୋ ଛକ ନିକଟରେ ଶନିବାର ଜଣେ ଅଜଣା ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ…
Archives


