କେନ୍ଦୁଝର

ଟାଙ୍ଗରା ଭୂଇଁ ଏବେ ସବୁଜ ବନାନୀ: ସହଦେବଙ୍କୁ ମିଳିଛି ବୃକ୍ଷ ବନ୍ଧୁ ପରିଚୟ

ଚମ୍ପୁଆ, ୧୫ା୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ବନିକା ଗ୍ରାମର ସହଦେବ ସିଂହ ପ୍ରାୟ ୫ଏକର ଜମିରେ ଜଙ୍ଗଲ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ନିଜ ଜମିରେ…

ପୂଜା ନ କଲେ ଏକମାତ୍ର ପୁତ୍ର ସନ୍ତାନର ଅନିଷ୍ଟ ହେବା ନେଇ ଗୁଜବ: ଶନିମନ୍ଦିରରେ ପ୍ରବଳ ଭିଡ଼

କେନ୍ଦୁଝର,୧୪।୩(ସ୍ବ.ପ୍ର.): ପୂଜା ନ କଲେ ଏକମାତ୍ର ପୁତ୍ରସନ୍ତାନର ଅନିଷ୍ଟ ହେବ ବୋଲି ଗୁଜବ ପ୍ରଚାର ପରେ ପୁରୁଣା ସହର ସିଦ୍ଧମଠସ୍ଥିତ ଶନି ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୋଟିଏ ପୁଅ ଥିବା ମହିଳାମାନେ ଏହି ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି…

ଷ୍ଟାଣ୍ଡ୍‌ପୋଷ୍ଟରୁ ଅନବରତ ବୋହିଚାଲିଛି ପାଣି: ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନାହିଁ

ଆନନ୍ଦପୁର,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ମାତ୍ର ୬ ଶହ ମିଟର ଦୂର ବ୍ଲକ କାର୍ଯ୍ୟାଳୟ ଗେଟ୍‌କୁ ଲାଗି ରହିଥିବା ପାନୀୟ ଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟର ମୁହଁ ଖୋଲା ରହିଥିବାରୁ ଅନବରତ ପାଣି ବୋହି ଚାଲିଛି। ଉକ୍ତ…

ସଶସ୍ତ୍ର ଡକାୟତଙ୍କ ଲୁଟ୍‌ ଉଦ୍ୟମ: ଆକ୍ରମଣରେ ବାପଝିଅ ଗୁରୁତର

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡା ଗାଁର ଏକ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ୬ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରିଥିବା ବେଳେ ପରିବାରର ୨ଜଣ ସଦସ୍ୟ ଗୁରୁତର…

ବଗିଚାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମର ଏକ ଆମ୍ବ ବଗିଚାରୁ ଶନିବାର ସକାଳେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କୁଦାବେଡ଼ା ଗ୍ରାମର ବବୁଲ ନାଏକ(ଭୂମିଜ)। ପ୍ରକାଶ ଯେ, ବବୁଲ ତିନି ମାସ ତଳେ ଝିଆରୀ…

ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକ ମୃତ: ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁ ନାହାନ୍ତି ପରିବାରଲୋକେ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ ମୁଣ୍ଡାଙ୍କ ପୁଅ ଭିମ(୧୫)। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକେ ଓ…

ଖଣି ଅଞ୍ଚଳରେ ବେରୋଜଗାରି ଚିନ୍ତା

ଯୋଡ଼ା, ୧୪।୩(ଡିିଏନ.ଏ.)- ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟା ପରେ ସ୍ଥାନୀୟ ଖଣିରେ କାର୍ଯ୍ୟରତ ଶ୍ରମିକ , ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ ଏବଂ ଖଣି ସଂସ୍ଥା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଥିବା ହଜାର ହଜାର…

ନିଆଁ ଲାଗି ଜଳିଗଲା ଡିଜେଲ ଟ୍ୟାଙ୍କର

ରାଇସୁଆଁ/କେନ୍ଦୁଝର,୧୩।୩(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ହାଇସ୍କୁଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଡିଜେଲ ଟ୍ୟାଙ୍କର ନିଆଁ ଲାଗି ଜଳିଯାଇଛି। ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରିବା ସହ ସଦର ଥାନାକୁ ଜଣାଇଥିଲେ।…

କେନ୍ଦୁଝରରେ ବେକ, ହାତ କଟା ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର, ୧୩।୩ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥର ଧାଙ୍ଗରପଡ଼ା ନିକଟରୁ ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଏବଂ ବେକ କଟା ଯାଇଥିବା ବେଳେ ସେ ରାସ୍ତାରେ ଦୌଡୁଥିବା…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନ୍‌ସନ୍‌ଭୋଗୀଙ୍କ ବିକ୍ଷୋଭ

କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍‌ ପେନ୍‌ସନ୍‌ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍‌ ଭବନ ଛକରୁ ପେନସନ୍‌ଧାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ୯ ହଜାର…

କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ମୃତ

କେନ୍ଦୁଝର, ୧୨ା୩(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ତୁରୁମୁଙ୍ଗା ଥାନା ରାଜନଗର ପଞ୍ଚାୟତ ନୂଆଗଁା ନିକଟରେ ଏକ କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ରାଜନଗର ପଟୁ ଭୃଙ୍ଗରାଜପଶି ଗ୍ରାମକୁ ଏକ…

ଯୋଡ଼ାରେ ୧୮ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ୩ ଘର

ଯୋଡ଼ା, ୧୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ୩ ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି। ବୁଧବାର ରାତିରେ ଏହି ହାତୀପଲ ଗୁରୁବେଡା ଜଙ୍ଗଲ ମଧ୍ୟରେ ଥିବା ପମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri