ହିତାଧିକାରୀଙ୍କୁ ୩ମାସର ରାସନ ସାମଗ୍ରୀ ବଣ୍ଟନ
ହାଟଡ଼ିହୀ,୧୬।୪(ଡି.ଏନ୍.ଏ.): କରୋନା ରୋଗର ମୁକାବିଲା ପାଇଁ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଓ ସରପଞ୍ଚ ନିମାଇଁ ସାମଲଙ୍କ ଉପସ୍ଥିତିରେ ଢେଙ୍କା ପଞ୍ଚାୟତର ହିତାଧିକାରୀଙ୍କୁ ଏପ୍ରିଲ, ମେ’ ଓ ଜୁନ…
ବିଶୋଧନ ହେଲା ଖଣି ଅଞ୍ଚଳ
କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ, ଓଏମ୍ସି ଅଫିସ, ଓଏମସି କଲୋନୀ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା…
ଲକ୍ଡାଉନ ବେଳେ ବଢୁଛି ମଦ କାରବାର
କେନ୍ଦୁଝର,୧୬ା୪(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ସେହିପରି ମଦ ଦୋକାନ ମଧ୍ୟ ରହିଛି। ତେବେ କେନ୍ଦୁଝରର କେତେକ ଚୋରା ମଦବେପାରୀ ଲୁଚାଛପାରେ କାରବାର ଚଲାଇଥିବା ଜଣାପଡିଛି।…
ତାଳଚେରରୁ ଦେଓଘର: ସାଇକେଲରେ ଫେରୁଛନ୍ତି ୭ ଶ୍ରମିକ
କେନ୍ଦୁଝର,୧୬ା୪ (ସ୍ବ.ପ୍ର.): ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର ଆହ୍ବାନ କରିଛନ୍ତି। ଏହା ସତ୍ତ୍ୱେ ଅନେକ ସମୟରେ ଶ୍ରମିକମାନେ ଗାଡିରେ, ଚାଲିଚାଲି ଓ ସାଇକେଲରେ…
୭ ରକ୍ତ ନମୁନା ନେଗେଟିଭ
ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ ସୁସ୍ଥ ଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁପ୍ରକାଶ ଶତପଥୀ ପ୍ରକାଶ କରିଛନ୍ତି।…
ଲକଡାଉନ୍ ବେଳେ ମଦ ଦୋକାନ ସିଲ୍ ଭଙ୍ଗାଗଲା
ଯୋଡ଼ା,୧୫।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ ଆସି ଏହି ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁଣି ସିଲ୍ କରୁଥିବା…
ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ
ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍ଡାଉନ୍ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଭରଣା କରିବା ଉଦ୍ଦେଶ୍ୟରେ କେନ୍ଦୁଝର…
କରୋନା ସାଜିଛି କଣ୍ଟା: ଧୁରଦାରେ ଅଟକି ରହିଛନ୍ତି ବାହାର ରାଜ୍ୟ ଶ୍ରମିକ
ରାଇସୁଆଁ,୧୫ା୪(ଡି.ଏନ୍.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍ଡାଉନ୍ ଭଳି ନିୟମ ଲାଗୁ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ନିୟମ ଜାରି କରାଯାଇଛି।…
ପ୍ରହସନ ପାଲଟିଛି ଲକ୍ ଡାଉନ୍ କଟକଣା: ବ୍ୟାଙ୍କରେ ରହୁନି ସାମାଜିକ ଦୂରତ୍ୱ, ଲାଗୁଛି ଖାତାଧାରୀଙ୍କ ଭିଡ
କେନ୍ଦୁଝର,୧୫।୪(ସ୍ବ.ପ୍ର.): କରୋନା ମୁକାବିଲା ନିମନ୍ତେ ରାଜ୍ୟରେ ସମ୍ପ୍ରତ୍ତି ଲକ୍ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଜାରି ରହିଛି। ଏହି କ୍ରମରେ ବ୍ୟାଙ୍କ ଖୋଲା ରହିଛି। ହେଲେ କେନ୍ଦୁଝର ଜିଲାର କେତେକ ବ୍ୟାଙ୍କରେ ଉପଭୋକ୍ତାମାନଙ୍କ…
୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ
କେନ୍ଦୁଝର, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହଁ। ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ ତରଫରୁ…
ମୋବାଇଲ ଟାୱାରରୁ ଚୋରି, ୩ ଗିରଫ
ବଡବିଲ, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସ ଏକ ମୋବାଇଲ ଟାୱାରରୁ ଚୋରି ଅଭିଯୋଗରେ ୨ଚୋରଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଲେ ବଡବିଲ ସେଡିଂ ବସ୍ତି ଅଞ୍ଚଳର…
ଚୋରି ବାଇକ ଉଦ୍ଧାର, ୪ ଗିରଫ
ବଡବିଲ, ୧୫।୪(ସ୍ବ.ପ୍ର.)-ବଡବିଲ ପୋଲିସ ବାଇକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୟାବାଲି ଅଞ୍ଚଳର ଭୀଷ୍ମ କୁମାର ପାତ୍ର, କାରାକୋହ୍ଲ ଅଞ୍ଚଳର ମନୋଜ ମୁଣ୍ଡା, ବଡବିଲ ଉପର ବସ୍ତି ଅଞ୍ଚଳର ଲାଲଟୁ…
Archives


