ତାଲା ଭାଙ୍ଗି ୫୦ ହଜାର ଟଙ୍କାର ପୋଷାକ ଚୋରି
କେନ୍ଦୁଝର/ରାଇସୁଆଁ, ୧୭ା୫ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସଦର ଥାନା ଅଞ୍ଚଳରେ ଚୋର ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ମହାଦେଇଯୋଡ଼ା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ କେହି ଦୁର୍ବୃତ୍ତ କବାଟ ତାଲା ଭାଙ୍ଗି ଚୋରି କରିବା ଉଦ୍ୟମ ବିଫଳ ହେବା ପରେ ମହାଦେଇଯୋଡ଼ା ଛକ…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର
ଯୋଡ଼ା, ୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି-କମଳପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରବିବାର ପୂର୍ବାହ୍ନରେ ଏହାର ଭିତ୍ତିପ୍ରସ୍ତର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ସମୟରେ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ସମେତ…
ସାଇକେଲରେ ପୁନେରୁ ଆନନ୍ଦପୁର ଫେରିଲେ ଅରୁଣ
ଆନନ୍ଦପୁର,୧୭। ୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବାସିନ୍ଦା ରାମ ଜେନାଙ୍କ ପୁଅ ଅରୁଣ ଜେନା ସାଇକେଲ ଯୋଗେ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଆସି ରବିବାର ଘରେ ପହଞ୍ଚିଛନ୍ତି। ଅରୁଣ ରୋଜଗାର କରିବା ପାଇଁ ପୁନେ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।…
କେନ୍ଦୁଝର ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା
ବଡବିଲ,୧୭।୫(ସ୍ବ.ପ୍ର)-କେନ୍ଦୁଝର ଜିଲାରେ ରବିବାର ଆଉ ୪ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବଡ଼ବିଲ ପୌରାଞ୍ଚଳ ୮ ନମ୍ବର ୱାର୍ଡର ୨୬ ବର୍ଷୀୟ ଯୁବକ ବୋଲି…
ହାଟଡିହୀରେ ପୁଣି ୨ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଲା
ହାଟଡିହୀ,୧୭ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ରବିବାର ପୁଣି ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜଣେ ଆନ୍ଧ୍ରପ୍ରଦେଶ ଓ ଆଉ ଜଣେ ସୁରଟ ଫେରନ୍ତା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତ ଦୁଇଜଣ…
ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ
କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍ଡାଉନ୍ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍ ହୋଇଯିବାରୁ ଶ୍ରମିକ, କାରିଗର ଶ୍ରେଣୀର ଲୋକଙ୍କ ଜୀବିକା ଉପରେ ଏହାର ପ୍ରଭାବ ପଡିଛି। ଦିନକୁ ଦୁଇ ଓଳି ଖାଇବା…
ଚାଲିଛି ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ
କେନ୍ଦୁଝର, ୧୭ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ ଚାଲିଛି। ୭୨ ଫୁଟ ଉଚ୍ଚ ବିଶ୍ୱର ସର୍ବୋଚ୍ଚ ରଥ ଭାବରେ କେତେକ ଜାତୀୟ ସ୍ତରର ସଂସ୍ଥା ଦ୍ୱାରା ବିବେଚିତ ହେବା ପରେ ଏହି ରଥର ଗୁରୁତ୍ୱ ବୃଦ୍ଧି…
ବଜ୍ରପାତରେ ନାବାଳିକା ଗୁରୁତର
କେନ୍ଦୁଝର,୧୬ା୫ (ସ୍ବ.ପ୍ର.)-ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ୩ ଗୋରୁ ପ୍ରାଣ ହରାଇଛନ୍ତି। ବାଉରୀପଦା ପଞ୍ଚାୟତ କେମ୍ପସଡ଼ା ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀ ଓ ବଜ୍ରପାତରେ କେମ୍ପସଡ଼ା ମୁଣ୍ତାସାହିର ଶିବାନୀ ମୁଣ୍ତା(୧୨)ଘରେ ଥିବା ଅବସ୍ଥାରେ ବଜ୍ରପାତ ହେବାରୁ…
ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ
ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର ଆଲୋକ କୁମାର ପଟେଲ, ବାରିଆ ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ…
ଟ୍ରକରେ ଅସୁରକ୍ଷିତ ଯାତ୍ରା କରୁଛନ୍ତି ଶ୍ରମିକ
କେନ୍ଦୁଝର,୧୬ା୫(ସ୍ବ.ପ୍ର.)-ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍ଏଚ ୪୯ ନଂ ଓ ୨୦ ନଂ. ରେ ପ୍ରତିଦନ ବହୁ ସଂଖ୍ୟାରେ ବାହାର ଜିଲା ଓ ରାଜ୍ୟର ଶ୍ରମିକମାନେ ଯାତାୟତ କରୁଛନ୍ତି। ପ୍ରବଳ ଖରାକୁ…
ଚୋରା ବାଲି ଡିପୋରେ ଚଢାଉ, ୫୬ହଜାର ଜରିମାନା ଆଦାୟ
ଯୋଡା, ୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ବନ୍ଧୁଆବେଡା ତଥା ଆଖପାଖ ଗ୍ରାମରେ କରାଯାଇଥିବା ବେଆଇନ ବାଲି ଡିପୋ ଉପରେ ଶୁକ୍ରବାର ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କଠାରୁ ୫୬ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଛି ା ମିଳିଥିବା ସୂଚନା…
ଅକ୍ସନ ପଥର ଖଣିରୁ ପଥର ଛାଡୁ ନାହାନ୍ତି ଗ୍ରାମବାସୀ
ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଅଙ୍କୁରା ରାଜସ୍ବ ମୌଜାରେ ଅକ୍ସନ ହୋଇଥିବା ୧୦ ଏକର ୭୨ ଡିସିମିଲ ହୁଡିରୁ ପଥର ଉତ୍ତୋଳନକୁ ଶୁକ୍ରବାର ଶତାଧିକ ମହିଳା ବିରୋଧ କରିଛନ୍ତି। ପାଟଣା ତହସିଲ ପକ୍ଷରୁ ସମ୍ପୃକ୍ତ…
Archives


