କେନ୍ଦୁଝରରେ ପୁଣି ୫ କରୋନା ରୋଗୀ
କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସମସ୍ତ ରୋଗୀ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରୁ ବଡ଼ବିଲରେ ଦୁଇ ଜଣ, ଝୁମ୍ପୁରାରେ ଦୁଇ ଜଣ…
ଅଜଗର ମାରି କାନ୍ଧରେ ପକାଇ ବୁଲିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ
ବଡବିଲ,୧୭।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ଥାନା କଣ୍ଡରା ଗ୍ରାମର ଜଣେ ଯୁବକ ଏକ ଅଜଗର ସାପକୁ ମାରି କାନ୍ଧରେ ପକାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ଯୁବକଙ୍କୁ ବନବିଭାଗ କର୍ମଚାରୀ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ବୁଧୁରାମ…
ବାଲେଶ୍ୱର, କେନ୍ଦୁଝର ଜିଲା କଂଗ୍ରେସ ପ୍ରେରକ ଜିଲା ଇନଚାର୍ଜ ମନୋନୀତ
କେନ୍ଦୁଝର,୧୭।୬(ସ୍ବ.ପ୍ର.): କଂଗ୍ରେସ ସଂଗଠନକୁ ସୁଦୃଡ଼ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଜାତୀୟ, ପ୍ରଦେଶ, ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଅଧିକ କ୍ରିୟାଶୀଳ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି କଂଗ୍ରେସର ପ୍ରେରକ…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ ନିଲମ୍ବିତ
କେନ୍ଦୁଝର,୧୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡା ବ୍ଲକ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଗତ ଶନିବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ, ଓ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବୁଧବାର କେନ୍ଦୁଝର ଡିଏଫଓ…
ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା, ଡାକ୍ତରଖାନାରେ ଭର୍ତ୍ତି
ପାଟଣା,୧୭ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୁଧବାର ଭୋର୍ରୁ ଜଣେ ୬୦ ବର୍ଷୀୟା ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ମହିଳା ଜଣକ ଶୌଚ ହେବାକୁ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣର…
ଯୋଡ଼ା ଏଫ୍ଏପି କଲୋନୀରେ ଜଣେ କରୋନା ପଜିଟିଭ୍ ଚିହ୍ନଟ: ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କେନ୍ଦୁଝର/ଯୋଡ଼ା,୧୬।୬ (ସ୍ବ.ପ୍ର./ ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଥିବା ଫେରୋ ଆଲଏଜ ପ୍ଲାଣ୍ଟ(ଏଫ୍ଏପି) କଲୋନୀରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।…
କେନ୍ଦୁଝର ଜିଲାରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ
କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝରରେ ମଙ୍ଗଳବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଚିହ୍ନଟ ୫ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କ ମଧ୍ୟରୁ ସଦର ବ୍ଲକ ଗୋପାଳପୁର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
ରଜ ଖର୍ଚ୍ଚ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ
ରାଇସୁଆଁ,୧୬।୬(ଡି.ଏନ୍.ଏ.): ରଜ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ। ମିଳିଥିବା ସୂଚନାନୁଯାୟୀ, ସୁଜୁନି ବେଣ୍ଟକାର(୫୫)ଙ୍କ ପୁଅ ସୋମବାର ବିଳମ୍ବିତ…
ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶି ହଡପ ଅଭିଯୋଗ: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ
ଯୋଡା, ୧୬ା୬(ଡି.ଏନ୍.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଜଲହରି ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ଘେରିଥିଲେ। ଜଲହରି ପଞ୍ଚାୟତର…
ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ
କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ କରାଯାଇଥିଲା। ସୋମବାର ପୂର୍ବାହ୍ନରେ ବନବିଭାଗର ଆଡିସନାଲ ପିସିସିଏଫ (ଓଇଲ୍ଡ ଲାଇଫ ) ଶଶୀ ପଲ,…
କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ
କେନ୍ଦୁଝର,୧୫।୬(ସ୍ବ.ପ୍ର.) କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ ନିୟମ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନେଇ ବଜାରକୁ ଆସିଲେ ବ୍ୟବସାୟୀ ସେମାନଙ୍କୁ ଘେରିଯାଇ ସାମଗ୍ରୀ ଛଡାଉଥିବା ଅଭିଯୋଗ ହେଉଛି। ସାମାଜିକ ଦୂରତ୍ୱ ପାଳନ ନ କରି ସାମଗ୍ରୀ କିଣିବା…
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା
ଆନନ୍ଦପୁର,୧୫।୬(ସ୍ବ.ପ୍ର.):୧୪ ବର୍ଷର ନାବାଳକ ଜିତେନ୍ଦ୍ରର ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଆନନ୍ଦପୁର ଥାନା ଅନ୍ତର୍ଗତ ଖଡିପାଳ ଗ୍ରାମର ଶତାଧିକ ମହିଳା ସୋମବାର ଅପରାହ୍ନରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ କରି ଦୋଷୀକୁ ଦଣ୍ଡ…
Archives


