ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଅଟକ
କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଖସାପଦା ଗ୍ରାମରେ ଏକ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ଚଇତୁ ଦେହୁରୀ। ଅଟକ ଅଭିଯୁକ୍ତ ହେଉଛନ୍ତି ଆଲୁତୁମା ଗ୍ରାମର ପ୍ରହଲ୍ଲାଦ ଦେହୁରୀ। ପୂର୍ବ…
ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ
ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭବାନୀ ଶଙ୍କର ମହାନ୍ତ। ବିଦ୍ୟୁତ୍ ଆଘାତରେ ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ…
ପୁଣି ଆଖି ବୁଜିଲା ଆଉ ଏକ ହାତୀ
କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଈହାତୀର ମୃତ୍ୟୁ ଘଟିଛି। ଶୁକ୍ରବାର ୫ ଟିକିଆ ହାତୀ ଦଳ ଉକ୍ତ ଅଞ୍ଚଳରେ ବୁଲୁଥିଲେ। ତେବେ ଆଜି ଗ୍ରାମବାସୀ…
ରାଇମୋହନଙ୍କ ଜନ୍ମ ମାଟିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ପାଟଣା,୨୫।୬(ସ୍ବ.ପ୍ର.): ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମ ମାଟି କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୂର ପଞ୍ଚାୟତ ଉଦୟପୁର ପରିଡା ସାହିରେ ଶୋକର…
ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ
ପାଟଣା,୨୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ଦକ୍ଷିଣ ବିଟ ହରିଡ଼ାଗୋଠ ଜଙ୍ଗଲରୁ ଶୁକ୍ରବାର ୧୫ଟି ଶାଳଗଣ୍ଡିକୁ ବନ ବିଭାଗ ଜବତ କରିଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ହରିଡ଼ାଗଠ ଗୋଚର ଜମିରେ ମାଫିଆମାନେ କାଠ କାଟୁଥିବା ଖବର ପାଇ ପାଟଣା ରେଞ୍ଜରଟିକେଶ୍ୱର…
ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ସ୍କୁଲ ବସ୍ ଜବତ
ଆନନ୍ଦପୁର,୨୪।୬(ସ୍ବ.ପ୍ର.): କ୍ଷମତାଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଦୁଇଟି ସ୍କୁଲ ବସ୍କୁ ଘସିପୁରା ପୋଲିସ ଜବତ କରିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ମନ୍ତ୍ରୀ ଦାଶଙ୍କ କେନ୍ଦୁଝର ଜିଲା ଗସ୍ତ…
ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର, ଫୋନ୍
କେନ୍ଦୁଝର,୨୩ା୬(ସ୍ବ.ପ୍ର.): ସଦର ଥାନା ଅଞ୍ଜର (ସାନ ଘାଗରା) ନିକଟରେ ଏନ୍ଏଚ୍ ୪୯ରେ ସଶସ୍ତ୍ର ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ସମ୍ବଲପୁରରୁ କେନ୍ଦୁଝର ଦେଇ ଭଦ୍ରକ ଯାଉଥିବା ଧାନ ଅମଳ ମେଶିନ ବୋଝେଇ ମିନି ଟ୍ରକ୍ରୁ ଏହି ଲୁଟ୍ ହୋଇଛି। ଗାଡ଼ିରେ…
ଅରଡେଇ ନଦୀରେ ପୋଲ କାମ ସରୁନି
କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଆଗକୁ ବର୍ଷା ଦିନ ଆସୁଛି। ଏପଟେ ଭିତ୍ତିପ୍ରସ୍ତର ସ୍ଥାପନକୁ ୬ବର୍ଷ ବିତିଗଲାଣି କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ସରିନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା…
ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ
କେନ୍ଦୁଝର, ୨୩ା୬,(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡଜାମୁପଶି ଠାରେ ଜଣେ ମହିଳାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ସିଜେଏମ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ସହିତ ୩…
ଜଙ୍ଗଲରେ ଅସୁସ୍ଥ ଦନ୍ତା
କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ ହୋଇ ବୁଲୁଛି। ହାତୀଟି ଦୁଇଦିନ ତଳେ ଗୋଠରୁ ଅଲଗା ହୋଇ ଗୋଟିଏ ସ୍ଥାନରେ ଶୋଇଥିଲା।…
ନିର୍ମାଣର ମାସେ ନ ପୂରୁଣୁ ଭାଙ୍ଗିଲା ବର୍ଷା ଜଳ ଅମଳ ପ୍ରକଳ୍ପ
ଚମ୍ପୁଆ, ୨୨।୬(ଡି.ଏନ.ଏ.) – ବର୍ଷା ଜଳକୁ ସଂରକ୍ଷଣ କରିବା ଓ ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନା ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଚମ୍ପୁଆ…
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ନ ହେବାରୁ ଅସନ୍ତୋଷ
ପାଟଣା,୨୨।୬(ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଦଧିବାମନ ଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।ତେବେ ଜିଲାର ଏହି ପୁରାତନ ମନ୍ଦିର ପ୍ରତି ଦେବୋତ୍ତର ବିଭାଗ ଅଣଦେଖା କରୁଥିବାରୁ ନୀତିକାନ୍ତି ସୁରୁଖୁରୁରେ ହୋଇପାରୁ ନାହିଁ…
Archives


