ଭଡ଼ା ଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ, ହତ୍ୟା ସନ୍ଦେହ
ହାଟଡିହୀ,୨।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରୈଗାଁରେ ରହୁଥିବା ଏକ ଭଡ଼ା ଘରୁ ଶୁକ୍ରବାର ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ…
ରାସ୍ତାକଡରେ ଆବର୍ଜନା ପଡିବାରୁ ରାସ୍ତା ଅବରୋଧ
କେନ୍ଦୁଝର,୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ କେନ୍ଦୁଝର ସହରରୁ ବାହାରୁଥିବା ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ପ୍ରତିବାଦରେ ଗୁରୁବାର ସ୍ଥାନୀୟ ଲୋକେ ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ…
କେନ୍ଦୁଝରରେ ୪ ବର୍ଷରେ ଗଲାଣି ୨୬ ଜୀବନ
କେନ୍ଦୁଝର,୧ା୧୨ (ସ୍ବ.ପ୍ର.): ଦିନକୁ ଦିନ ଏଡ୍ସ ମାରାମତ୍କ ରୂପ ଧାରଣ କରୁଥିବାବେଳେ ଚିକିସତ୍ା ଅପେକ୍ଷା ଏଥିପ୍ରତି ସତର୍କତା ହେଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ। ଏହି ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଡିସେମ୍ବର ୧କୁ ବିଶ୍ୱ ଏଡ୍ସ ଦିବସ…
ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ମୃତ
କେନ୍ଦୁଝର,୧ା୧୨(ସ୍ବ.ପ୍ର.): ଗୋଡ଼ରେ କ୍ଷତ ହୋଇ ଚିକିତ୍ସିତ ଥିବା ଏକ ୪୦ ବର୍ଷୀୟ ଦନ୍ତା ହାତୀର ଗୁରୁବାର ସକାଳେ ମୃତ୍ୟୁ ଘଟିଛି। ତା’ର ଆଗଗୋଡ଼ରେ ଆଘାତ ଲାଗିଥିଲା। ଏଣୁ କଷ୍ଟ ଯନ୍ତ୍ରଣାରେ ଜଙ୍ଗଲରେ ବୁଲୁଥିଲା। ହାତୀମାନଙ୍କ ଲଢ଼େଇରେ ସେ ଆହତ ହୋଇଥିଲା ବୋଲି…
ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ଦଣ୍ଡିତ
କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୨ ଜଣ ପୂର୍ବତନ ପିଇଓଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚଙ୍କଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୩୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ହୋଇଛି।…
ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ଜୀବନ ଗଲା
କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ…
ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ୧୩ଟି ବିଷୟରେ ଖୋଲିଲା ପିଜି
କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ ଟି ବିଷୟରେ ପିଜି ବା ସ୍ନାତକୋତ୍ତର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି। ସବୁ ବିଭାଗରେ ୧୬ ଛାତ୍ରୀଛାତ୍ରଙ୍କ ନାମ…
ଖିଅ ଖୋଜୁଛି ପୋଲିସ
ବଡ଼ବିଲ,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଲସର୍ଦା ଗ୍ରାମରେ ସୋମବାର ରାତି ୮ଟା ୩୦ରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ସନ୍ଦେହରେ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା…
କେନ୍ଦୁଝର ଟ୍ରକ୍ ମାଲିକ ସଂଘ ବିବାଦ: ପୂର୍ବତନ କର୍ମକର୍ତ୍ତାଙ୍କ ଇସ୍ତଫା ଦାବି
କେନ୍ଦୁଝର,୨୯ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଏନେଇ ଅକ୍ଟୋବର ୩୧ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ଅନଶନ ଜାରି ରହିଛି। ରବିବାର ଟ୍ରକ୍ ମାଲିକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ…
ଆଦିବାସୀଙ୍କ ପ୍ରିୟ କାଇଚଟଣିି
କେନ୍ଦୁଝର,୨୯ା୧୧:ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇଚଟଣି ସମେତ ଢେଙ୍କାନାଳ ଜିଲାର ମଗ୍ଜି ଲଡୁ ଓ କେନ୍ଦ୍ରାପଡ଼ା ଜିଲାର ରସାବଳି ତଥା ଅନ୍ୟ ତିନୋଟି ସାମଗ୍ରୀକୁ ମିଳିବ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ୍। ଏ ନେଇ ଓୟୁଏଟି ପକ୍ଷରୁ ଆବେଦନକୁ ଗ୍ରହଣ କରି ବିସ୍ତୃତ…
ଦମ୍ପତିଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ
ବଡ଼ବିଲ,୨୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ଦୋକାନୀ ଦମ୍ପତି ହେଲେ…
ଆମେ ମାଓବାଦୀ ସଂଗଠନରେ ଯୋଗଦେବୁ
କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ଆମକୁ ପୋଲିସ ନ୍ୟାୟ ଦେଉନାହିଁ। ପକ୍ଷପାତିତା କରି ଆକ୍ରମଣକାରୀଙ୍କୁ ନ ଧରି ଆମକୁ ଗିରଫ କରୁଛି। ଏଣୁ ଆମେ ସୁରକ୍ଷିତ ନାହୁଁ। ନ୍ୟାୟ ମିଳୁ ନ ଥିବାରୁ ମାଓବାଦୀ ସଂଗଠନରେ ଯୋଗଦେବାକୁ ଯାଉଛୁ। ଏଭଳି କହିଛନ୍ତି ଯୋଡ଼ା ଥାନା ଅନ୍ତର୍ଗତ…
Archives


