୯ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଜାତୀୟ ମାନବାଧିକାର କମିଶନ ନିକଟରେ ପହଞ୍ଚିଲା ମାମଲା
କେନ୍ଦୁଝର,୨୮ା୧(ସ୍ବ.ପ୍ର.): ସଦର ବ୍ଲକ ଅଞ୍ଚଳରେ ଜଣେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ଏକ ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ ଗର୍ଭବତୀ ହୋଇ ଡାକ୍ତରଖାନାର ଶିଶୁ ଜନ୍ମ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର…
ମୃତ ଶିଶୁକୁ ଖାଉଛି କୁକୁର
କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ ଟାଣି ଟାଣି ଖାଇବା ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ମୃତ ଶିଶୁଟି କାହାର ଏବଂ ମୃତଦେହ…
ପିକଅପ୍ ଭ୍ୟାନ୍-ଅଟୋ ମୁହାଁମୁହିଁ ଧକ୍କା: ୩ ମୃତ, ୫ ଆହତ
କେନ୍ଦୁଝର,୨୮।୧(ସ୍ବ.ପ୍ର.) ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନରଣପୁର – ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ ପିକଅପ୍ ଭ୍ୟାନ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କୁ ଜିଲା…
କାର୍ ଉପରେ ପଡ଼ିଗଲା ଗଛ
ପାଟଣା,୨୮।୧(ସ୍ବ. ପ୍ର.): ଦୁର୍ଘଟଣା ଏମିତି ବି ହୁଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ ନିକଟରେ। ଶୁକ୍ରବାର ରାତିରେ ପାଟଣାର ଅକ୍ଷୟ କୁମାର ସାହୁଙ୍କ ୦୨ଟି-୦୫ ୮୬ ନମ୍ବର ବିଶିଷ୍ଟ…
ନବମ ଶ୍ରେଣୀ ଛାତ୍ରୀ ହେଲେ ମା’
କେନ୍ଦୁଝର,୨୮ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଦେହ ଭଲ ଥିବା ବେଳେ ଶିଶୁ ଏସଏନସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
ବଳାତ୍କାର ପରେ ମହିଳାଙ୍କୁ ପଥର ଛେଚି ହତ୍ୟା
ଯୋଡ଼ା,୨୮ା୧(ଡି.ଏନ.ଏ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳାଙ୍କୁ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ…
୫୦ ହଜାର ଟଙ୍କାର ଶାଳ ଗଣ୍ଡି ଜବତ
ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଅନ୍ତର୍ଗତ ବଡ଼ ଧନୁର୍ଯ୍ୟୟପୁର ଗ୍ରାମରୁ ଶାଳ ଗଣ୍ଡି ବନ ବିଭାଗ ଜବତ କରିଛି। ଜବତ ହୋଇଥିବା ୮ ଖଣ୍ଡ ଶାଳ ଗଣ୍ଡିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ…
ନବମ ଶ୍ରେଣୀ ଛାତ୍ରୀ ହେଲେ ମାଆ: ପୋଲିସ ତନାଘନା ଆରମ୍ଭ
କେନ୍ଦୁଝର,୨୭ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଦେହ ଭଲ ଥିବା ବେଳେ ଶିଶୁ ଏସଏନସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
ବଳାତ୍କାର ଅଭିଯୋଗରେ ଯୁବକ ଗିରଫ
ଚମ୍ପୁଆ,୨୭ା୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉତ୍ତରପ୍ରଦେଶର ବ୍ରିଜିଲାଲ ବୋଲି ଜଣାପଡ଼ିଛି। ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଛି। ଅଭିଯୋଗ…
ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ କିରାଣି
କେନ୍ଦୁଝର,୨୭ା୧(ସ୍ବ.ପ୍ର.): ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର କୁମାର ସେଠୀ ଶୁକ୍ରବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଛୁଟି ଦରମା ଟଙ୍କା ଅନୁମୋଦନ…
ପାଟଣାରେ ପତାକା ଉତ୍ତୋଳନ କଲେ ବିଧାୟକ
ପାଟଣା,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ ବ୍ଲକସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଗୁରୁବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ…
ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ
କେନ୍ଦୁଝର,୨୬ା୧(ସ୍ବ.ପ୍ର.): ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଘୋଷଣା କରାଯାଇଛି। କାଠି କଣ୍ଢେଇକୁ ନିଜର କୌଶଳରେ ଜୀବନ୍ତ କରି ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି। କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହି ବାସିନ୍ଦା ମାଗୁଣି ପିଲା ବେଳରୁ…
Archives


