କୋର୍ଟ କର୍ମଚାରୀଙ୍କ ଘରୁ ଚୋରି: ଅଭିଯୁକ୍ତ ଗିରଫ
ବଡ଼ବିଲ,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ କୋର୍ଟର କର୍ମଚାରୀ ଗୀତାଞ୍ଜଳୀ କିଷାନଙ୍କ ଘର ତାଲା ଭାଙ୍ଗି ଲାପଟପ୍ ଓ ଟାବ୍ଲେଟ୍ ଚୋରି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରାବସ୍ତି ଅଞ୍ଚଳର…
ସଂରକ୍ଷିତ ଜଙ୍ଗଲରେ ମଦ୍ୟପାନ କଲେ ଜରିମାନା
ପାଟଣା,୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ନିହ୍ନୁଆଁ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବାକୁ ଗ୍ରାମବାସୀ ଏକ ଚେତାବନୀ ପୋଷ୍ଟର ଲାଗାଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ପାଟଣା ବ୍ଲକ୍ ତୁରୁମୁଙ୍ଗା ପଞ୍ଚାୟତ ଅଧୀନରେ ଥିବା ନିହ୍ନୁଆଁ ଗାଁ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଭାଜପା
ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ଭାଜପା ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ଅଧୀନ ୧୮ଟି ପଞ୍ଚାୟତରେ…
ମହୁମାଛି ଆକ୍ରମଣରେ ୧୫ ଆହତ
ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ଓ୍ବାର୍ଡ ଘସିପୁରାସ୍ଥିତ ଝାଡ଼େଶ୍ୱର ମନ୍ଦିର ନିକଟରେ ମହୁମାଛି ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ଆହତ ହେବା ସହିତ ୪ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମନ୍ଦିର ନିକଟ ଏକ…
ନ୍ୟାୟ ଦାବିରେ ମହିଳାଙ୍କ ଧାରଣା
ଆନନ୍ଦପୁର,୮।୨(ସ୍ବ.ପ୍ର.): ନ୍ୟାୟ ପାଇଁ ଜଣେ ମହିଳା ମଙ୍ଗଳବାର ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ରଶାନ୍ତି ନାୟକ ନାମ୍ନୀ ଉକ୍ତ ମହିଳା ଜଣକ ଉପଜିଲାପାଳଙ୍କ ପେସକାରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ବିବାହ ପରେ ସ୍ବାମୀଙ୍କଠାରୁ ନିର୍ଯାତନାର ଶିକାର ହେଉଥିବା ନେଇ…
ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ
ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ପ୍ରତିବାଦ କରିଥିବା ବେଳେ…
ଅଯୋଗ୍ୟଙ୍କୁ ବାଦ ଦାବିରେ ବ୍ଲକ୍ ଘେରାଉ
କେନ୍ଦୁଝର/ଯୋଡ଼ା,୭ା୨ (ସ୍ବ.ପ୍ର./ଡି.ଏନ୍.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦାବିରେ ସୋମବାର ଭାଜପା ପକ୍ଷରୁ କେନ୍ଦୁଝର ସଦର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ସଦର…
ଅମାନୁଷିକ ଭାବେ ଷଣ୍ଢକୁ ତୀରମାଡ଼
ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ଯୁବକ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରୁଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟ…
ନାବାଳିକାଙ୍କୁ ବଳାତ୍କାର ମାମଲା : ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ
କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଫାଷ୍ଟ୍ ଟ୍ରାକ୍ କୋର୍ଟରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମାନସ ମିଶ୍ର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା…
ମୌଳିକ ସୁବିଧା ଯୋଗାଇଦେବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତର କବିତ୍ରା ଗ୍ରାମର ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୱାର୍ଡ ମେମ୍ବର ସୁଦିପ୍ତ କୁମାର ନାଏକ,କଲ୍ୟାଣି ଜେନା,ଗୀତାରାଣୀ ଜେନା,ଝୁନାରାଣୀ ଜେନା,ରେବତୀ ଜେନା,ଶଙ୍କର୍ଷଣ ଦାସ ଓ…
ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁୁର ଗ୍ରାମରେ ଜଣେ ୧୭ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଅଭିଯୁକ୍ତଙ୍କୁ…
ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ
ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍ଜିଏନ୍ଆର୍ଇଜିଏସ୍ କାମକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ ରାତି ଅଧରେ ମେଶିିନ୍ ଦ୍ୱାରା ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ କେତେଜଣ ଯୁବକ…
Archives


