ବାର୍ହା ମାଂସ ଜବତ, ଜଣେ ଗିରଫ
କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ…
ସ୍ବାମୀଙ୍କ ନାଁରେ ଥିବା ଗାଡିକୁ ନିଜ ନାଁରେ କରିବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
କେନ୍ଦୁଝର,୪।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟ ଗ୍ରାମର ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ନାମରେ ଥିବା ଟ୍ରକ୍ ନିଜ ନାମରେ କରିବାକୁ ସବୁ ଚେଷ୍ଟା ବିଫଳ ହେବା ପରେ ବାଧ୍ୟ ହୋଇ ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାମୀଙ୍କ ମୃତ୍ୟୁ…
ଯାନବାହାନ ଯାଞ୍ଚ କଡାକଡି: ଗୋଟିଏ ଦିନରେ ୫ ଲକ୍ଷ ୧୬ ହଜାର ଜରିମାନା ଆଦାୟ
ଆନନ୍ଦପୁର,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଏମଭିଆଇ ଓ ଘସିପୁରା ପୋଲିସର ମିଳିତ ଯାନବାହାନ ଯାଞ୍ଚ କଡାକଡି ହୋଇଛି। ଆନନ୍ଦପୁରର ସୁଡୁସୁଡିଆଠାରେ ଚାଲିଥିବା ଯାଞ୍ଚର ଗୋଟିଏ ଦିନରେ ୫ ଲକ୍ଷ ୧୬ହଜାର ଜରିମାନା ଆଦାୟ ହୋଇଛି। ଏହା ସହିତ ୧୧ଟି ଗାଡିର ଚାଲାଣ ମଧ୍ୟ…
୩ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର ହେଲେ ଚାଳକ ଓ ହେଲପର
ଆନନ୍ଦପୁର,୩।୪(ସ୍ବ.ପ୍ର.): ଘସିପୁରା ଥାନା ଅଧିନ ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁର ନିକଟରେ ଏକ ଟ୍ରକ୍ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ଗାଡିରେ ଉଭୟ ଚାଳକ ଓ ହେଲପର୍ ଦୀର୍ଘ ସମୟ ଧରି ଫସିରହିଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିି…
ପାଟଣା ରେଞ୍ଜରେ ଗୋଠଛଡ଼ା ଦନ୍ତା ଗାଁରେ ବୁଲିଲା, ୪ ଘର ଭାଙ୍ଗିଲା
ପାଟଣା,୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ ଓ ନର୍ଥ ବିଟ୍ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ରାତିରେ ଗାଁ ଦାଣ୍ଡରେ ବୁଲିବା ସହ ୪ ଜଣଙ୍କ ଘର ଭାଙ୍ଗି ଦେଇଛି। ଲୋକେ…
୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ
କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର…
ଆବାସ ଗୃହ ନିର୍ମାଣକୁ ନେଇ ବିବାଦ
କେନ୍ଦୁଝର,୩।୪(ସ୍ବ.ପ୍ର.):ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖ ୮ନମ୍ବର ୱାର୍ଡର ଗୌରତୋଟା ସାହିରେ ଆବାସ ଯୋଜନା ଘର ନିମାଣକୁ ନେଇ ବିବାଦ ଦେଖାଦେଇଛି । ଏନେଇ ରିଭା ସେଠୀ ନାମକ ଜଣେ ଭିନ୍ନକ୍ଷମ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି। ସେ…
ଗୋଷ୍ଠୀ ପାଇଖାନାରେ ତାଲା
କେନ୍ଦୁଝର,୩ା୪(ସ୍ବ.ପ୍ର.): ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ବଚ୍ଛଭାରତ ମିଶନ ଅଭିଯାନରେ ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। ଲୋକେ ବାହାରକୁ ଶୌଚ ହେବାକୁ ନ ଯାଇ ଏହି ପାଇଖାନାରେ ଶୌଚ ହେବେ। ଏଥିପାଇଁ ସ୍ବତନ୍ତ୍ର ବୋରଓ୍ବେଲ…
ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ
କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଯେ, ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଆୟତ୍ତ କରିବାରେ ଅସମର୍ଥ…
ଲକ୍ଷାଧିକ ଟଙ୍କାର ଚୋରା କାଠ ସହ ଗାଡ଼ି ଜବତ
ପାଟଣା,୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍ ଅନ୍ତର୍ଗତ ତଣ୍ଡରୁ ଚିନାମାଳି ପଶି ଆସୁଥିବା ଏକ ଚୋରା ଶାଳ ଚୌକାଠ ବୋଝେଇ ଗାଡ଼ିକୁ ବନ ବିଭାଗ ରବିବାର ଚିନାମାଳି ରାସ୍ତାରେ ଧରିବାରେ ସଫଳ ହୋଇଛି। ଗାଡ଼ି ସହ…
ମରାମତି ହେଉନି ରାସ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ
କେନ୍ଦୁଝର,୧ା୪(ସ୍ବ.ପ୍ର.): ସଦର ବ୍ଲକ ଠାକୁର ପାଟଣା-ରାଙ୍କି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ ରାସ୍ତାର ଅନେକ ସ୍ଥାନରୁ ଚିପ୍ସ ଉଠିଯାଇଛି। ଏଣୁ ଯିବା ଆସିବା ବେଳେ ଲୋକମାନେ ଦୁର୍ଘଟଣାର…
ଡେଲି ମାର୍କେଟ ଭିତରେ ବର୍ଷାପାଣି, ବ୍ୟବସାୟୀ ହଟହଟା
କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ସହରର ଅନ୍ୟତମ ପୁରୁଣା ଡେଲି ମାର୍କେଟ ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ବହୁ ଚାଷୀ ପନିପରିବା ଧରି ଆସନ୍ତି। ସେହିପରି ବନବାସୀମାନେ ଜଙ୍ଗଲରୁ ସଂଗୃହୀତ ପନିପରିବା, ଫଳମୂଳ ଆଦି ଆଣି ବିକିଥାନ୍ତି। କିନ୍ତୁ ପାଣି କାଦୁଅ ଯୋଗୁ ଚାଷୀ,…
Archives


