ଜିଲାପାଳଙ୍କୁ ସୁରକ୍ଷା ମାଗିଲେ କିନ୍ନର
କେନ୍ଦୁଝର,୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବନାଯୋଡି ଟୋଲପ୍ଲାଜାରେ ରହୁଥିବା କିନ୍ନରମାନେ ସୋମବାର ସୁରକ୍ଷା ଯୋଗାଇ ଦେବାନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ କେତେକ ଲୋକ ତାଙ୍କୁ ଧମକ ଚମକ ଦେଉଥିବା ବେଳେ ବିଭିନ୍ନ…
ବାର୍ଦ୍ଧକ୍ୟରେ ଖଲି ଚଉତି ବିକି ଚଳୁଛନ୍ତି ବୃଦ୍ଧା
କେନ୍ଦୁଝର,୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପୁଅ, ବୋହୂ ଓ ନାତି-ନାତୁଣୀ ସମସ୍ତେ ଅଛନ୍ତି। କିନ୍ତୁ କେହି ପଚାରୁନାହାନ୍ତି। ପୁଅ ବାହାରେ ରହି କାମ କରୁଥିବା ବେଳେ ବୋହୂ ପିଲାଙ୍କୁ ଧରି ନିଜ ବାପଘରେ ରହୁଛନ୍ତି। ପରିବାରର ସମସ୍ତେ ଥାଇ ମଧ୍ୟ ଏକୁଟିଆ ଜୀବନ…
ଜାତୀୟ ରାଜପଥ ପାର୍ଶ୍ୱ ବିପଦସଙ୍କୁଳ
କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର ଜାତୀୟ ରାଜପଥ ୨୦ରେ ରାସ୍ତା ପାର୍ଶ୍ୱରେ ଖାଲ ସୃଷ୍ଟି ହେବା ସହ କଳାଗୁଣ୍ଡ ପଡ଼ି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡ଼ିଛି। ଜାତୀୟ ରାଜପଥର ମେଡିଆନର ୪୫ମିଟର ପର୍ଯ୍ୟନ୍ତ ଅଧିଗ୍ରହଣ ଜମିରେ କୌଣସି…
ଆମ୍ବଗଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତର ବେଣାମୁଣ୍ଡା ଗ୍ରାମର ମାଟିଆ ମୁଣ୍ଡା ସାହିରେ ରବିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଏକ ଆମ୍ବ ଗଛରୁ ପୋଲିସ ଜବତ କରିଛି। ତାଙ୍କ ନାମ ମିଲୁ ପୂର୍ତ୍ତି ବୋଲି ଜଣାପଡ଼ିଛି।…
ଭର୍ଚୁଆଲ ମୋଡ୍ରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବଡ଼ବିଲ ରେଳଷ୍ଟେଶନ ପାଇଁ ୧୬ କୋଟି ଟଙ୍କା ବ୍ୟୟ ବରାଦ
ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ ହୋଇଛି। ରବିବାର ପ୍ରଥମ ପର୍ଯ୍ୟାୟରେ ୫୦୮ଟି ଷ୍ଟେଶନର ପୁନଃ…
ବସ୍-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ପାଟଣା,୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ବାଇପାସ ବାଙ୍କ ନିକଟରେ ରବିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…
ଖବର ପ୍ରକାଶ ପରେ ଚେତିଲେ, ରାସ୍ତାରେ ବିଛାଗଲା ବଜୁରୀ
କଣ୍ଟିପାଳ,୫ା୮(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ‘କର୍ଦ୍ଦମାକ୍ତ ରାସ୍ତାରେ ପିଲାମାନେ ସ୍କୁଲ ଯିବା’ ଶୀର୍ଷକ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଏହି କର୍ଦ୍ଦମାକ୍ତ ରାସ୍ତାରେ ବଜୁରୀ ଗୁଣ୍ଡ…
ଟମାଟୋ କିଣାକୁ ନେଇ ଛୁରାମାଡ଼, ଦୁଇ ଗିରଫ
ଘସିପୁରା/ଆନନ୍ଦପୁର,୫ା୮(ନିରଞ୍ଜନ ସାହୁ/ସନ୍ତୋଷ ରାଉତ): ଘସିପୁରା ଥାନା ବାଲିପାଳ ହାଟ ପଡ଼ିଆରେ ଛୁରାମାଡ଼ ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୀତିନ ନାୟକ ଓରଫ ଫୁକୁନ ଓ ହାତୀ ଓରଫ ହରେକୃଷ୍ଣ ନାୟକ। ଶୁକ୍ରବାର…
ଯାତ୍ରୀବାହୀ ବସ୍ ସମୟକୁ ନେଇ ବିବାଦ
ଆନନ୍ଦପୁର,୫। ୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଯାତ୍ରୀବାହୀ ବସ୍ ସମୟକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମାଧାନ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…
ଟ୍ରକକୁ ପଛରେ ପିଟିଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ
କେନ୍ଦୁଝର,୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ କେନ୍ଦୁଆ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ…
ପରୀକ୍ଷାଖାତା ଦେଖାରେ ଅନିୟମିତତା
ଘଟଗାଁ,୪ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଦେଖାରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର +୩ ପରୀକ୍ଷା ଖାତା ମୂଲ୍ୟାଙ୍କନ ଜୋନ୍କୁ ପ୍ରତ୍ୟାହାର କରାଯାଇଛି। ପରୀକ୍ଷା…
ଟ୍ରକ୍ ପଛରେ ପିଟିଲା ଟ୍ରକ୍ , ଜିଅନ୍ତା ଜଳିଗଲେ ଚାଳକ
କେନ୍ଦୁଝର,୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆ ନିକଟରେ ଏଏନ୍ ୪୯ରେ ଏକ ଟ୍ରକ୍ ପଛରେ ଆଉ ଗୋଟିଏ ଟ୍ରକ୍ ପିଟି ହେବାରୁ ଚାଳକ ଜିଅନ୍ତା ଜଳି ଯାଇଛନ୍ତି। ଏନେଇ ସଦରପଡ଼ା ପ୍ରତ୍ୟକ୍ଷଦର୍ଶୀ ଡମ୍ବରୁଧର ମହାନ୍ତଙ୍କ କହିବାନୁଯାୟୀ, ଶୁକ୍ରବାର…
Archives


