ଦୁଆର ମୁହଁରେ ପହଞ୍ଚିଲା ପାଣି
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ସମସ୍ତ ଗାଁ ଏବଂ ସହରରେ ଲୋକଙ୍କ ଦୁଆରମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ...
କେନାଲରେ ବୁଡ଼ି ଯୁବକ ମୃତ
ହାଟଡ଼ିହୀ,୭l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶଢ଼ା କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଶଢ଼ା ଗ୍ରାମର ହାଡ଼ିବନ୍ଧୁ ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୨୬)। ସେ ଗୁରୁବାର ସନ୍ଧ୍ୟା ସମୟରେ କେନାଲକୁ ଶୌଚ...
ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା
କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର...
ଆବାସ କାର୍ଯ୍ୟାଦେଶ ମିଳିଛି, ପ୍ରଥମ କିସ୍ତି ଆସୁନି
ଆନନ୍ଦପୁର,୭।୭(ସନ୍ତୋଷ ରାଉତ): ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ମିଳିବାର ବ୍ୟବସ୍ଥା ରହିଛି। ଗୃହି ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦାଖଲ ହେବା କଥା। ମାତ୍ର ଆନନ୍ଦପୁର ବ୍ଲକ୍ରେ ଏହାର ବ୍ୟତିକ୍ରମ...
ନାବାଳିକାଙ୍କୁ ଧରି ମୁସଲମାନ ଯୁବକ ଫେରାର
କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ମୁସଲମାନ ଯୁବକ ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସହାୟତା କରିଥିବା ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ...
କାର୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ଟ୍ରକ୍
ପାଟଣା,୬ା୭(ବୀରକିଶୋର ଦାଶ): କେନ୍ଦୁଝର ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରେ ଗୁରୁବାର ଏକ ଟ୍ରକ୍ ଧକ୍କାରେ କାର୍ର ସମ୍ମୁଖ ଭାଗ ଚୂର୍ମାର ହୋଇଯାଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ସିଙ୍ଗିଡ଼ା...
ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା: ଆଉ ଜଣେ ଆଖିବୁଜିଲେ
କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ନିକଟରେ ଏକ ବରଯାତ୍ରୀଙ୍କ ଉପରେ ଗତ ୨୮ ତାରିଖ ରାତିରେ ଏକ ୧୨ ଚକିଆ ଟ୍ରକ ମାଡ଼ିଯିବା ଘଟଣାରେ ବୁଧବାର ଆଉ...
ନୂଆ ରୂପରେ ବଡ଼ଘାଗରା
କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ...
ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅସନ୍ତୋଷ: ଚାଉଳ ଯାଞ୍ଚ
କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଡାଳମୁଣ୍ଡା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ମଙ୍ଗଳବାର ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି...
ଜିଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ, କେମିକାଲ ଅଭାବ
କେନ୍ଦୁଝର, ୫।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଚିକିତ୍ସାଳୟ)ରେ ଔଷଧ ଓ କେମିକାଲ ଅଭାବ ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏଣୁ ରୋଗୀମାନେ ବାହାରୁ ଔଷଧ କିଣିବା ସହ ବିଭିନ୍ନ...
କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଔଷଧ ଓ କେମିକାଲ ଅଭାବ ନେଇ ଅସନ୍ତୋଷ
କେନ୍ଦୁଝର, ୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଡାକ୍ତରଖାନା)ରେ ଔଷଧ ସାଙ୍ଗକୁ କେମିକାଲର ଅଭାବ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ା ଏଣୁ ରୋଗୀମାନେ ବାହାରୁ ମେଡିସିନ କିଣିବା ସହ...
ତାରିଣୀଙ୍କ ସନ୍ଧ୍ୟା ଆଳତି ଅଧାରୁ ବନ୍ଦ
ଘଟଗାଁ, ୪।୭(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ଦେଖାଯାଇଛି। ସନ୍ଧ୍ୟା ଆଳତି ସମୟରେ ଲାଇଟ୍ ଓ ବାଜା ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଅଧାରୁ ଆଳତି ବନ୍ଦ ହୋଇଯିବାରୁ ଭକ୍ତ ଉତ୍ତେଜିତ...
Archives


