ତେଜିଲା ଶିକ୍ଷକ ନିଯୁକ୍ତି ଦାବି: ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ ଧାରଣାରେ
ପାଟଣା,୧୪।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପୂରଣ ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସୋମବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି।…
ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ
ପାଟଣା,୧୪।୮(ବିର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଡ଼ାବାରଚୁଆ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟ ଭଞ୍ଜ ସେନା କର୍ମକର୍ତ୍ତା ଧରି ପୋଲିସ ଜିମା ଦେଇଛନ୍ତି।…
ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା
କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଏହି ବିଦ୍ୟାଳୟଟି ୧୯୫୪ ମସିହାରେ ସ୍ଥାନୀୟ ଲୋକ ତଥା ସରକାରଙ୍କ ମିଳିତ…
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍
କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଧୃପଦା ନିକଟରେ ସୋମବାର ସକାଳେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ ( ଓଡି ୧୧ଏ/ ୮୯୦୦) ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ଏନ୍ଏଚ୍ ୪୯ ବାଇପାସ ଓଭର ବ୍ରିଜରେ…
୧୦ ଦିନ ହେବ ମରାମତି ହେଉନି ପୋଲ
ପାଟଣା,୧୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତ ଆଦିବାସୀ ଅଧୁଷିତ ଶାଳଧର ଓ ବାଉଁଶଡ଼ିହା ଗ୍ରାମ ମଝିରେ ଥିବା ଏକ ପୋଲ ଭାଙ୍ଗିଯାଇଛି। ଫଳରେ ୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ଗମନାଗମନରେ ସମସ୍ୟା ଭୋଗୁଛନ୍ତି। ଏମିତିକି ଛାତ୍ରୀଛାତ୍ର ସ୍କୁଲ…
ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର
କେନ୍ଦୁଝର,୧୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଜନଷ୍ଟନଗଞ୍ଜର ଝଡାସାହିରେ ସ୍ବାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ ଗୀତା ଝରା(୨୫)। ମିଳିଥିବା ସୂଚନା ମୁତାବକ, ଗୀତା ମଦ୍ୟପାନ କରୁଥିବା ବେଳେ ସ୍ବାମୀ ଘନଶ୍ୟାମ…
ଉଷୁ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଡ଼ବିଲ,୧୩।୮(ଦେବପ୍ରିୟ ରଣା): ବିହାର ପାଟ୍ନାସ୍ଥିତ ପାଟଳିପୁତ୍ର ସ୍ପୋଟର୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୨୨ତମ କନିଷ୍ଠ ଜାତୀୟ ଉଷୁ ଚାମ୍ପିୟନଶିପ୍ରେ ଓଡ଼ିଶାକୁ ୯ ପଦକ ମିଳିଛି। ୨ ସ୍ବର୍ଣ୍ଣ ସହ ୨ ରୌପ୍ୟ ଏବଂ ୫ କାଂଶ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ଖେଳାଳି।…
ସ୍କୁଟିରେ ଯାଉଥିବା ବେଳେ ରାସ୍ତାରେ ଟଳିପଡ଼ିଲେ ଯୁବକ
ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗାଁର ଜଣେ ୩୨ ବର୍ଷୀୟ ବିବାହିତ ଯୁବକଙ୍କ ରବିବାର ସନ୍ଦେହ ଜଣକ ଭାବେ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଈଶ୍ୱର ଚନ୍ଦ୍ର ନାଏକ।…
ଗୋଟିଏ ଦିନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଗର୍ଭବତୀଙ୍କ ମୃତ୍ୟୁ, ସାଧାରଣରେ ଅସନ୍ତୋଷ
କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଦୁଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ କୁମୁଣ୍ତି ଗ୍ରାମର ଦେବ ମୁଣ୍ତାଙ୍କ ସ୍ତ୍ରୀ ରଜନୀ(୨୬)। ଅନ୍ୟଜଣେ ଅନୁଗୋଳ ଜିଲା…
ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଏତଲା
କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଷିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଶନିବାର ଟାଉନ ଥାନାରେ ଭିନ୍ନସକ୍ଷମ ସାଥୀଭରସା ସଂଘ ପକ୍ଷରୁ ଲିଖିତ ଏତଲା କରାଯାଇଛି। ଦିବ୍ୟାଙ୍ଗମାନଙ୍କୁ କଟୁ ଭାଷା ପ୍ରୟୋଗ ସହ ବିଧାୟକ ଥଟ୍ଟା ପରିହାସ…
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ
ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ ତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆନନ୍ଦପୁର ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପର୍ଣ୍ଣ…
ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥିବ ଶରୀର
ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଛି। ଶନିବାର ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ…
Archives


