କେନ୍ଦୁଝର

ବିଦ୍ୟାଳୟରେ ଲଜ୍ଜା: ପିଲାଙ୍କ ସାମ୍ନାରେ ମଦ ପିଇ ଗଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଗରଗଡ଼ ବାହାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଆଜ ସକାଳ ପ୍ରାୟ ୯.୩୦ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଶାଶକ୍ତ ହୋଇ ସ୍କୁଲ ଆସିଥିଲେ। ନିଶାରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସ୍‌ଷ୍ଟାଣ୍ଡଠାରୁ ଚାଷୀମୂଲିଆ, ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧୀଛକ…

ମେଡିକାଲ କଲେଜରେ ଚିକିତ୍ସା ନାହିଁ

କେନ୍ଦୁଝର,୨୭।୯: (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ନିକଟ କବିତ୍ରା ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଫେବୃୟାରୀ ୧୩ରେ ଉଦ୍‌ଘାଟିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ମେଡିକାଲ କ୍ୟାମ୍ପସ୍‌ରେ କେବଳ ପାଠପଢ଼ା ଚାଲିଥିବା…

ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ବନ ବିଭାଗ

କେନ୍ଦୁଝର,୨୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରିରେ ଜିଲା ବନ ବିଭାଗ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ପାଇଁ ଉଦ୍ୟମ ଆରମ୍ଭ କରିଛି। କେନ୍ଦୁଝର ବନ ବିଭାଗ ଏବଂ ପୋଲିପ୍ରିଣ୍ଟେକ୍ସ ସଂସ୍ଥା ସହଯୋଗରେ ବୃକ୍ଷ ରୋପଣରେ ବ୍ୟବହାର ହେଉଥିବା…

ଲୋକାୟୁକ୍ତରେ ହାଟଡିହୀ ବ୍ଲକ ମାମଲା : ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ, ଦୁଇ ଜଣଙ୍କୁ ସାନି ନୋଟିସ ଜାରି କଲେ ଲୋକାୟୁକ୍ତ

ହାଟଡିହୀ,୨୬।୯(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ସୋଲପଟା ଗ୍ରାମରେ ମନରେଗା ଯୋଜନାରେ ଏକ ପୋଖରୀ କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଲୋକାୟୁକ୍ତ ନିଜ ଆଡୁ ଏକ ମାମଲା କେସ ନଂ ଏଲୱାଇ ୬୦୩/୨୦୨୦ ଦାୟର କରିଥିଲେ ।…

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା

କେନ୍ଦୁଝର, ୨୬ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ନିଖୋଜ କନ୍ୟା ସୋମବାର ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ପରେ ପରିବାରକୁ ଫେରିଛନ୍ତି। ନାବାଳିକାଙ୍କୁ ତାଙ୍କ ପିଉସା ଜଣଙ୍କ ଘରେ କାମ…

ଗୋରୁ ବୋଝେଇ ଗାଡ଼ି ଛାଡି ଚମ୍ପଟ ମାରିଲେ ଅଭିଯୁକ୍ତ

କେନ୍ଦୁଝର,୨୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି ।…

ଜଙ୍ଗଲରୁ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଜବତ

ଚମ୍ପୁଆ,୨୫ା୯(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ଜୟନ୍ତିନାପୁର ଜଙ୍ଗଲରୁ ଜଣେ କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଜୟନ୍ତିନାପୁର ଗ୍ରାମର ରାମକୃଷ୍ଣ ସିଂ(୩୫)। ସେ ଚମ୍ପୁଆ ବ୍ଲକ୍‌ରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ରବିବାର…

୫ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଆଦିବାସୀ ଝିଅ

କେନ୍ଦୁଝର,୨୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ଝିଅ ୨୦୧୯ରୁ ନିଖୋଜ ଥିବା ବେଳେ ସୋମବାର ଶିଶୁମଙ୍ଗଳ ସମିତିର ହସ୍ତକ୍ଷେପ ପରେ ପରିବାର ନିକଟକୁ ଫେରିଛନ୍ତି। ଫଳରେ ପରିବାରରେ ଖୁସିର ଲହରି ଖେଳିଯାଇଛି।…

ବାର୍‌ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ

କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଧବ ଜୁଆଙ୍ଗଙ୍କ ଝିଅ ସୁନାରୀ ଜୁଆଙ୍ଗ(୧୬)। ବିଭାଗ ପକ୍ଷରୁ ସହାୟତା ବାବଦରେ…

ସହରରେ ନାହିଁ ବଜାର ବ୍ୟବସ୍ଥା : କାଦୁଅରେ ବସି ପରିବା ବିକୁଛନ୍ତି ଚାଷୀ

ଯୋଡ଼ା,୨୪।୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ବଜାର ବ୍ୟବସ୍ଥା ନାହିଁ। ଫ୍ଲାଏଓଭର କାର୍ଯ୍ୟ ମନ୍ଥରତା ଓ ସର୍ଭିସ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ ଯୋଗୁ ରାସ୍ତା ତମାମ କାଦୁଅ ପଙ୍କରେ ଭର୍ତ୍ତି ହୋଇଛି। ବଜାର ମଧ୍ୟରେ ସ୍ଥାନ ମିଳି ନ ଥିବାରୁ…

ଅଭିଯୁକ୍ତଙ୍କୁ ଗିରଫ ଦାବିକଲେ ବ୍ଲକ୍‌ କର୍ମଚାରୀ

ହାଟଡ଼ିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ ପ୍ରସଙ୍ଗରେ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି। ମାମଲାରେ ବିଡିଓ ଥାନାରେ ମାମଲା କରିଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri