କେନ୍ଦୁଝର

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଯୁବକଙ୍କ ଖପୁରୀ ଦୁଇଫାଳ

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଝାଡ଼ବେଲଦା ନିକଟରେ ଶନିବାର ଏକ ବୋର୍‌ଓ୍ବେଲ ଟ୍ରକ୍‌ ପଛରେ ଜଣେ ବାଇକ୍‌ ପିଟିହୋଇ ଯୁବକଙ୍କ ଜୀବନ ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ପଣ୍ତାପଡ଼ା ଥାନା…

ମହୁମାଛି ଆକ୍ରମଣରେ ବାପ-ପୁଅ ଗୁରୁତର

ଘସିପୁରା,୨୫ା୧୧(ନିରଞ୍ଜନ ସାହୁ): ଚାଷଜମିକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘସିପୁରା ବ୍ଲକ ସରେଇଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର…

ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ ଲୁବ୍ରିକାଣ୍ଟ୍‌ ବୋଝେଇ ଏକ ଟ୍ରକ୍‌  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ପରିବାରର ୬…

ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଛାତ୍ର ଦୁଇଦିନ ଧରି ନିଖୋଜ ରହିଥିଲେ। ଶନିବାର…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର (୨୫)ଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି।…

ନନ୍ଦନକାନନ ଯିବ ଆହତ ହାତୀଛୁଆ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀ ଦଳରେ ବୁଲୁଥିବା ଆହତ ମାଈ ହାତୀଛୁଆକୁ ବନ ବିଭାଗ ଏକ ସପ୍ତାହ ପରେ ଧରିବାରେ ସଫଳ ହୋଇଛି। ତେବେ ହାତୀଛୁଆର ଗୋଡ଼ରେ ଏକ…

ସରକାରଙ୍କ ବିରୋଧରେ ଗର୍ଜିଲା ଭାଜପା

ପାଟଣା,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟକୁ ବୁଧବାର ପାଟଣା ବ୍ଲକ ଭାଜପା ପକ୍ଷରୁ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବ୍ଲକ ଘେରାଉ ସହ ବ୍ଲକ ସମ୍ମୁଖରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧…

ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ଲାଗି ପହଞ୍ଚିଲା ନନ୍ଦନକାନନର ସତନ୍ତ୍ର ଟିମ୍‌

ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷିରେଇ ଟାଙ୍ଗିରି ସେକ୍ସନ ଡାବରଚୁଆ ଜଙ୍ଗଲରେ  ହାତୀଛୁଆ ଅସୁସ୍ଥ ହୋଇଯାଇଛି। ମଙ୍ଗଳବାର ଉକ୍ତ  ହାତୀଛୁଆଟିକୁ ଚିକିତ୍ସା ପାଇଁ  କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି  ଧନରାଜ, ଏସିଏଫ୍‌ଓ  ଜିତେନ୍ଦ୍ର  ବେହେରାଙ୍କ ସହ ନନ୍ଦନ କାନନର…

ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ମଦ ବିକିବା ପଡ଼ିଲା ମହାଙ୍ଗା

ଯୋଡ଼ା,୨୧ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେବା ମହାଙ୍ଗା ପଡ଼ିଛି। ଅଭିଯୋଗ ପରେ ଯୋଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ…

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ଯୋଡ଼ା,୨୦ା୧୧(ମାନସ ମହାନ୍ତି): ଶିଳ୍ପ ଓ ଖଣି ସମୃଦ୍ଧ ଜିଲା କେନ୍ଦୁଝରର ଯୋଡ଼ା ବ୍ଲକ୍‌ ଜଲହରି ଗ୍ରାମ ପଞ୍ଚାୟତର ନୂଆ କଲୋନୀ ନିବାସୀ ନରେଶ ପାତ୍ର କାମ ଅନ୍ବେଷଣରେ ଯାଇ ତାମିଲନାଡୁରେ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୫ ଦିନ ହେବ ତାଙ୍କର କୌଣସି…

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଧାରଣା

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବଦଳି, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପାଉଣା ପୈଠ, ଅତିଥି ଶିକ୍ଷକ ନିଯୁକ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରି ଦରମା ପୁନଃ ନିର୍ଦ୍ଧାରଣ ଓ ଏସିପିଓ ଏମ୍‌ଏସିପି ମଞ୍ଜୁରୀ, ଯଥା ସମୟରେ…

ବାଇକ୍‌ରୁ ଟାଣିନେଇ ଯୁବକଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇରୁ ବାଇକ୍‌ରେ ଅନ୍ୟ ଦୁଇ ଜଣଙ୍କ ସହିତ ଗୋପୀନାଥ ଗ୍ରାମକୁ ଯାଉଥିବା ଜଣେ ଯୁବକଙ୍କୁ ଏକ ଦନ୍ତା ହାତୀ ଟାଣି ନେଇ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ମଦନମୋହନ ନାୟକ ଏବଂ ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri