କେନ୍ଦୁଝର

କରୋନା କଟକଣା : ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜିଉଙ୍କ ସ୍ନାନଯାତ୍ରା ଶୁକ୍ରବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ପାଇଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା…

6 years ago

ଯୋଡ଼ାରେ କାଳବୈଶାଖୀ: ଉପୁଡିଲା ଗଛ, ଭାଙ୍ଗିଲା ଛପର ଘର

ଯୋଡ଼ା, ୪।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁତ ବେଗରେ ପବନ ଆରମ୍ଭ ହୋଇଥିଲା। ମାତ୍ର ୧୫ମିନିଟ୍‌ରେ ଯୋଡା…

6 years ago

ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଚାଉଳ

ଚମ୍ପୁଆ,୪।୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ କମିବାର ନାଁ ଧରୁନାହିଁ। ବନ ବିଭାଗର ହାତୀ ଘଉଡାଇବା କୌଶଳ ସବୁ ଦିଗରେ ଫେଲ ମାରୁଛି। ଦୁଇଦିନ ତଳେ ହାତୀ ପଲ…

6 years ago

ଖେଳ ହେଲା କାଳ: ଗାଡ଼ିଆରେ ବୁଡ଼ି ୨ ଯାଆଁଳା ଭାଇଙ୍କ ଜୀବନଗଲା

ପାଟଣା,୪।୬(ସ୍ବ.ପ୍ର.): ଦୁଇ ଯମଜ ଭାଇଙ୍କ ଲାଗି ଖେଳ କାଳ ହୋଇଛି। ଖେଳୁ ଖେଳୁ ଗୁରୁବାର ଗଡ଼ିଆରେ ବୁଡ଼ି ୮ ବର୍ଷ ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଥିବା…

6 years ago

ପଛରୁ ଧକ୍କାଦେଲା ଟ୍ରକ, ଚାଲିଗଲା ମା’ ପୁଅଙ୍କ ଜୀବନ

ଯୋଡ଼ା,୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ନିର୍ମାଣାଧୀନ ୫୨୦ ନଂ. ଜାତୀୟ ରାଜପଥର କଣ୍ଡରାଠାରେ ଗୁରୁବାର ଟ୍ରକ ଧକ୍କାରେ ମା’ ଓ ପୁଅଙ୍କ…

6 years ago

ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ ସବୁବେଳେ…

6 years ago

ପଙ୍ଗପାଳ ଆତଙ୍କ: ଉପାନ୍ତ ଚାଷୀଙ୍କୁ ସଚେତନ କରାଗଲା

ଚମ୍ପୁଆ,୪।୬(ଡି.ଏନ.ଏ)-ଓଡିଶା ଚାଷୀଙ୍କୁ ଏବେ ପଙ୍ଗପାଳ ଭୟ ଘାରିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଏହି ପଙ୍ଗପାଳ ଶସ୍ୟ…

6 years ago

ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ…

6 years ago

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ…

6 years ago

ବେଉସା ବଞ୍ଚାଇବା ଚିନ୍ତାରେ ଟସର କାରିଗର

କେନ୍ଦୁଝର, ୩।୬ (ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ବୁଣାକାର ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଜୀବନଜୀବିକାରେ ଯେପରି ବ୍ରେକ ଲାଗିଯାଇଛି। ବୁଡ଼ିବାକୁ ବସିଲାଣି ସେମାନଙ୍କ କୁଳବେଉସା।…

6 years ago