କେନ୍ଦୁଝର

ସିସିଟିଭିରେ କଏଦ ହେଲା ଗାଡ଼ି ଶୋ’ ରୁମ୍‌ ଚୋରିର ଦୃଶ୍ୟ, ମୁଖାପିନ୍ଧା ଲୁଟେରାଙ୍କୁ ଖୋଜୁଛି ପୋଲିସ

ଆନନ୍ଦପୁର,୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଥିବା ହିରୋ ଶୋ’ ରୁମ୍‌ରୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇଛି। ଚୋରି ସମୟର ଦୃଶ୍ୟ ଶୋ’ ରୁମ୍‌ରେ ଥିବା ସିସିଟିଭିରେ…

3 years ago

  ରେଳଲାଇନ କଡ଼ରେ ଡେରାପକାଇଛନ୍ତି ହାତୀପଲ

କେନ୍ଦୁଝର,୪।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କଣ୍ଡରାପଶି ହାଟ ନିକଟ ରେଳଲାଇନ କଡ଼ରେ ସାତଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀମାନଙ୍କ ଉପସ୍ଥିତିକୁ ନେଇ କଣ୍ଡରାପଶି, ନଇଗାଁର ଗ୍ରାମବାସୀ…

3 years ago

ଶ୍ବଶୁର ଘର ପଛ ପଟୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

ପାଟଣା,୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗଣ୍ଡବେଡାପଞ୍ଚାୟତ ଗଣ୍ଡବେଡା ବେହେରା ଗାଁର ଶ୍ବଶୁର ଘର ପଛ ପଟେ ଥିବା ବାଉଁଶ ଗଛରୁ ଜଣେ ୩୬ ବର୍ଷ ବ୍ୟକ୍ତିଙ୍କ…

3 years ago

ଜୁରୁଡ଼ିରେ ମା’ଙ୍କ ଖଣ୍ଡା, ମୁକୁଟ ପୂଜା ପରମ୍ପରା

ଯୋଡ଼ା,୪ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଉପତ୍ୟକାରେ ଚଳିତ ବର୍ଷ ଆଡ଼ମ୍ବରରେ ଶାରଦୀୟ ଦୂର୍ଗାପୂଜା ପାଳନ କରାଯାଉଛି। ଖଣି ଓ ଶିଳ୍ପର ରୁଗୁଣ ଅବସ୍ଥା ମଧ୍ୟରେ ଶ୍ରଦ୍ଧାଳୁଙ୍କ…

3 years ago

ଢିଙ୍କିକୁଟା ଚାଉଳ ଚୂନାରେ ହେଉଛି ଭୋଗ

କେନ୍ଦୁଝର/ଆନନ୍ଦପୁର,୪ା୧୦(ସ୍ବ.ପ୍ର): କେନ୍ଦୁଝର ଜିଲାର ସର୍ବପୁରାତନ ମା’ ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନ ପକ୍ଷରୁ ଆନନ୍ଦପୁର ପୌରପାଳିକା ୧୧ ନମ୍ବର ଓ୍ବାର୍ଡର ଫକୀରପୁରରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି।…

3 years ago

ଖଣି ଅଞ୍ଚଳରେ ପାର୍ବଣ ଫିକା

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ମା’ ଦୁର୍ଗାଙ୍କ ପୂଜା, ପାର୍ବଣ ଅଞ୍ଚଳରେ ଅନ୍ୟତମ ପ୍ରମୁଖ ଉତ୍ସବ ଭାବରେ ପାଳିତ ହୋଇଥାଏ। କୋଭିଡ୍‌ ପରେ…

3 years ago

ନିଆରା ଢଙ୍ଗରେ ପାଳିତ ହେଲା ଦୁର୍ଗାଷ୍ଟମୀ

ବରୀ,୩ା୧୦(ଡି.ଏନ.ଏ.)-ସୋମବାର ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା ବରୀର ବିଭିନ୍ନ ପୂଜାମଣ୍ଡପରେ ଶେଷ ହୋଇଛି। ଏହି ଅବସରରେ ଦେବୀଙ୍କ ମୁଣ୍ମୟୀ ପ୍ରତିମା ପୂଜା, କଳସ ପୂଜା କରାଯାଉଥିବା ବେଳେ ଉକ୍ତ…

3 years ago

ମା’ଙ୍କ ଆଗମନରେ ଝଲସୁଛି ପୁରପଲ୍ଲୀ

ଆନନ୍ଦପୁର,୩।୧୦(ସ୍ବ.ପ୍ର.): ମା’ଙ୍କ ଆଗମନରେ ପୁରପଲ୍ଲୀ ଏବେ ଚଳଚଞ୍ଚଳ ହୋଇଉଠିଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ମା’ଙ୍କର ମୃଣ୍ମୟ ପ୍ରତିମା ପୂଜା ପାଇ ଆସୁଛନ୍ତି। ଏଥିପାଇଁ ଅନୁଷ୍ଠାନଗୁଡିକ ପକ୍ଷରୁ…

3 years ago

କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହକଲା କୁଡୁମୀ ସେନା

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଛକରେ ସୋମବାର ଓଡ଼ିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସୂଚନାଯୋଗ୍ୟ, କୁଡୁମୀ…

3 years ago

ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା…

3 years ago