କେନ୍ଦୁଝର

ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ ପରେ…

3 years ago

ପଞ୍ଜାବ କରାଟେ ଚାମ୍ପିୟନଶିପ୍‌କୁ ଉପାସନା ମନୋନୀତ

ଯୋଡ଼ା,୨୪ା୧୨(ଡି.ଏନ.ଏ.): ପଞ୍ଜାବ ରାଜ୍ୟରେ ହେବାକୁ ଥିବା ଜାତୀୟସ୍ତରୀୟ କରାଟେ ଚାମ୍ପିୟନଶିପରେ ଭାଗ ନେବା ପାଇଁ କେନ୍ଦୁଝର ଓଏମ୍‌ସି ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଉପାସନା ପୋଦାର ମନୋନୀତ…

3 years ago

ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା ପରିଷଦ…

3 years ago

ବାଲିଚାଲାଣକୁ ବିରୋଧ କରି ତହସିଲ ସମ୍ମୁଖରେ ଧାରଣା

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ସମ୍ମୁଖରେ ଶୁକ୍ରବାର ଭାଜପାର ନଦୀ ସୁରକ୍ଷା ସମିତି ପକ୍ଷରୁ  ବେଆଇନ ବାଲି ଉତ୍ତୋଳନ ଚୋରାଚାଲାଣକୁ ବିରୋଧ କରି ପ୍ରତିବାଦ ସମାବେଶ…

3 years ago

ଗାଡ଼ି ଚୋରି କରି ବନ୍ଧାହେଲେ ଯୁବକ

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଏକ ବାଇକ୍‌, ସ୍କୁଟି ଓ ମୋବାଇଲ ଚୋରି ଅଭିଯୋଗରେ ପଲାଣଘାଟି ଗ୍ରାମର ସୁଶାନ୍ତ ଲୋହାର(୨୨)ଙ୍କୁ ଗିରଫ କରିଛି। ଅଭିଯୋଗ…

3 years ago

ମାଲବାହୀ ଟ୍ରେନ୍‌ ଧକ୍କାରେ ଜଣେ ମୃତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି।…

3 years ago

ବ୍ୟବସାୟ କରିବାକୁ ଆସୁଥିବାବେଳେ ଚଢିଗଲା ଟ୍ରକ୍‌

ଆନନ୍ଦପୁର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ କୋଳିମାଟି ହାଟକୁ ପରିବା ବ୍ୟବସାୟ କରିବାକୁ ଆସୁଥିବା ସମୟରେ ଗୁରୁବାର ଜଣେ ବ୍ୟବସାୟୀଙ୍କର ଦୁର୍ଘଟଣାରେ ମୃତ୍ୟୁ…

3 years ago

ହାତୀ ଆକ୍ରମଣରେ ୬ ପରିବାର କ୍ଷତିଗ୍ରସ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅମାଣିଗୋଡ଼ା ମୁଣ୍ଡାସାହିରେ ୧୦ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରି ବ୍ୟାପକ ଘରବାଡି ଭଙ୍ଗାରୁଜା କରିବା ସହ ଧାନଚାଉଳ…

3 years ago

ବାଇକ୍‌ ସହ ପୋଲ ତଳକୁ ଖସିପଡ଼ିଲେ, ଚାଲିଗଲା ଜୀବନ ଗଲା

ପାଟଣା,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମାଛଗଡ଼ ସାହାରପଡ଼ା ରାସ୍ତାର ପଇତାମଜା ନିକଟରେ ଏକ ପୋଲ ତଳକୁ ଖସି ପଡ଼ି ଜଣେ ୪୬ ବର୍ଷୀୟ ବାଇକ ଆରୋହୀଙ୍କ ଜୀବନ ଯାଇଛି।…

3 years ago

ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି

ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ…

3 years ago