କେନ୍ଦ୍ରାପଡ଼ା

ଓ୍ବିକିପିଡିଆ ଓ୍ବେବ୍‌ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ

ମାର୍ଶାଘାଇ,୨୬ା୮(ଡି.ଏନ୍‌.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲୋକପ୍ରିୟ ହୋଇପାରିଛି। ଏହି ଓ୍ବେବ୍‌ସାଇଟ୍‌ର ତାଲିକାରେ ଓଡିଆ ସଂଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦ ସାମଲ ରାଜ୍ୟର ଶ୍ରୋତା…

ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ

କେନ୍ଦ୍ରାପଡା ଅଫିସ, ୨୬ା୮: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ସେବା…

ଜିଓ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର ଜିଓ ସିନ୍ଥେଟିକ୍‌ ନଷ୍ଟ

ରାଜନଗର,୨୫।୮(ଡି.ଏନ୍‌.ଏ.): ବଙ୍ଗୋପସାଗର ନିକଟବର୍ତ୍ତୀ ୫୦ଟି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ଭାରତର ଦ୍ୱିତୀୟ ଜିଓ ଟ୍ୟୁବ୍‌ ସୁରକ୍ଷା ପ୍ରାଚୀରରେ ରବିବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଫଳାରେ କୋଟି କୋଟି…

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଆଳି, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ପ୍ରାୟ ୮ଟାରେ ଦୁଇ ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଲୋକାପଡ଼ା ଗ୍ରାମର ମହମ୍ମଦ ଫରିଦଙ୍କ ପୁଅ…

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସଶ୍ମିତାଙ୍କ ସାବତ ପୁଅ ସନ୍ତୋଷ (୨୫), ବୋହୁ ଦେବସ୍ମିତା (୨୪) ଏବଂ…

କେନ୍ଦ୍ରାପଡ଼ାରେ ବଜ୍ରପାତ: ୫ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା ଅଫିସ/ପାଟକୁରା, ୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତରେ ବୁଧବାର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାକାଳପଡ଼ା କରଞ୍ଜ ଗାଁରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ଗରଦପୁର ବ୍ଲକ ମରିଲୋ…

ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌ ପରିଦର୍ଶନ କଲେ କେନ୍ଦ୍ରାପଡ଼ା ଜିଲାପାଳ: ବାକି ଥିବା କାର୍ଯ୍ୟ ସାରିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌(ଉପଖଣ୍ଡସ୍ତରୀୟ ହସ୍ପିଟାଲ) ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ତହସିଲଦାର ଶରତ କୁମାର ଗିରି, ପଟ୍ଟାମୁଣ୍ଡାଇ ପୌରନିର୍ବହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁ ଡା. ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ଜୟନ୍ତୀ ନାୟକଙ୍କ ଘରେ ନିଆଁ ଲଗାଇଦେବା ଯୋଗୁ ଦୁଇ ବଖରା ଜଳିଯାଇଛି।…

ମହାନଦୀରେ ବନ୍ୟାଜଳ ପ୍ରବାହିତ, ୩ ବ୍ଲକର ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେତୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି। ଏହି ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ଅପରାହ୍ନରେ ହୋଇଥିବା ବର୍ଷା ସ୍ଥାନୀୟ ଅଧିବାସୀଙ୍କୁ…

୨୩ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

ରାଜନଗର,୧୬।୮(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସମାଗମ ହୋଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୭ ଦିନ ଧରି ଏହି ଗଣନା ଚାଲିବ। ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ଅତିରିକ୍ତ ବନ ସଂରକ୍ଷକ ସୁବ୍ରତ କୁମାର…

କେନ୍ଦ୍ରାପଡାରେ ଇଦ୍‌-ଉଲ୍‌-ଜୁହା ପାଳିତ

କେନ୍ଦ୍ରାପଡ଼ା ଅଫିସ, ୧୨।୮: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବହୁଳ ଅଞ୍ଚଳରେ ଇଦ୍‌-ଉଲ୍‌-ଜୁହା ସୋମବାର ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଇଦ୍‌ଗାହଠାରେ ସମୂହ ନମାଜ ପାଠ ପାଇଁ ବ୍ୟବସ୍ଥା ହୋଇଥିଲା। ସଲଫିଆ ଇଦ୍‌ଗାହ ଓ ପୁରୁଣା ଇଦ୍‌ଗାହରେ ସକାଳ…

ଜାତୀୟ କରାଟେ ପ୍ରତିଯୋଗିତାରେ ମିଳିଛି ସ୍ବର୍ଣ୍ଣ ପଦକ : ପ୍ରତିଭା ବିିକାଶରେ ଅର୍ଥ ସାଜିଛି ବାଧକ

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ଅର୍ଥ ଅଭାବରୁ ଜଣେ ପ୍ରତିଭାବାନ ଛାତ୍ରୀ ତଥା ଜାତୀୟସ୍ତରର କରାଟେ ଖେଳାଳି ଉଚ୍ଚ ଶିକ୍ଷା ଲାଭ କରିବାରେ ବାଧକ ସୃଷ୍ଟି ହୋଇଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଗ୍ରାମର ପାୟଲ ବାୟନ(୧୭)। ୨୦୧୩ରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?