ଶୁଣିଲାନି ପ୍ରଶାସନ: ଗାଁ ଲୋକେ ତିଆରି କଲେ ଯାତ୍ରୀ ବିଶ୍ରାମାଗାର
ବାଲିଗୁଡା,୧୦।୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି।ଏ...
ହାତୀ ଆତଙ୍କ : ଭୋକ ଉପାସରେ ରାତି କାଟିଲେ ଲୋକେ
ଜି.ଉଦୟଗିରି,୯ା୮(ଚିନ୍ମୟ କୁମାର ସେଠୀ): ପୁଣି ପିଡିକାମାହା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ବେଳେ ଜଙ୍ଗଲୀ ଦନ୍ତାହାତୀ ପିଡିକାମାହା ମୁଖ୍ୟ ରାସ୍ତାରୁ ଆସି ନନ୍ଦଗିରି ପାଣି ଟାଙ୍କି ସାହିରେ ପଶି ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ପଦାର୍ଥ...
ଭାଇଚାରାର ବାର୍ତ୍ତା ବାଣ୍ଟିଲା ଆର୍ଏସ୍ଏସ୍, ନିଆରା ଢଙ୍ଗରେ ରାଖୀ ବାନ୍ଧି…
ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି...
ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ, ହଜି ଯାଉଥିବା ପାରମ୍ପରିକ ଚଳଣିକୁ…
ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସକୁ ଧୂମ୍ଧାମରେ ପାଳନ କରାଯାଇଛି। ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏହି ଦିବସ ପାଳନ ଅବସରରେ ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିବା...
ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ...
ସେବାଶ୍ରମରେ ରକ୍ଷାବନ୍ଧନ: ସହପାଠୀଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀ
ଦାରିଙ୍ଗବାଡି,୯/୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରାମ ପରିସର ମଧ୍ୟରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସେବାଶ୍ରମରେ ଶତାଧିକ ଛାତ୍ରୀଛାତ୍ର ରହି ପାଠପଢୁଛନ୍ତି। ଶନିବାର ପବିତ୍ର ଗହ୍ମା ପୂର୍ଣ୍ଣିମା...
ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ: ଘଟଣା ପଛରେ…
ଦାରିଙ୍ଗବାଡି,୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଯୁବକ ହେଲେ ଉକ୍ତ ଥାନା ଦନେକବାଡି...
ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….
ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ...
ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କଲେ ଛାତ୍ରୀଛାତ୍ର
ତୁମୁଡିବନ୍ଧ,୮।୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...
ବିଜେଡି ଶୋଭାଯାତ୍ରାରେ କଲେଜ ଛାତ୍ରୀଛାତ୍ରଙ୍କ ସାମିଲ ବିବାଦ: ଅଭିଯୋଗ ପରେ ମୁହଁ ଖୋଲିଲେ ଅଧ୍ୟକ୍ଷ, କହିଲେ ମୁଁ…
ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ବ୍ରାହ୍ମଣୀଗାଁଠାରେ ଛାତ୍ରୀ ଓ ମହିଳା ନିର୍ଯାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ...
ମଦ ଛାଡ, ଜୀବନ ବଞ୍ଚାଅ: ଆନ୍ଦୋଳନକୁ ଓହ୍ଲାଇଲେ ମହିଳା
ଜି.ଉଦୟଗିରି,୮/୯(ଚିନ୍ମୟ କୁମାର ସେଠୀ): ଲିଙ୍ଗାଗଡ଼ ପଞ୍ଚାୟତକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମଧ୍ୟରେ ଜନସଚେତନା ସୃଷ୍ଟି ପାଇଁ ମହିଳାମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ସରପଞ୍ଚ ଅବଲାକର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ...
ବିଜେଡି ବିକ୍ଷୋଭରେ ଛାତ୍ରୀଛାତ୍ରଙ୍କୁ ସାମିଲ ଘଟଣା: ଥାନାରେ ଅଭିଯୋଗ କଲା ବ୍ରାହ୍ମଣୀଗାଁ ଭାଜପା
ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ବୁଧବାର ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ଓ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସଭା ଓ ଶୋଭାଯାତ୍ରା କରାଯାଇଥିଲା। ଏଥିରେ...
Archives


