କନ୍ଧମାଳ

ଆର୍‌ଟିଓ ଅଫିସରୁ ୪ ଦଲାଲ୍‌ ଗିରଫ

ଫୁଲବାଣୀ ଅଫିସ, ୨୯।୯ – ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରୁ ଦଲାଲାମାନଙ୍କୁ ହଟାଇବାକୁ ଜୋରଦାର ଧରପଗଡ ଚାଲିଛି। ଫୁଲବାଣୀ ଟାଉନ ଥାନା ପୋଲିସ ପକ୍ଷରୁ ଶନିବାର ସ୍ଥାନୀୟ ଆର୍‌ଟିଓ କାର୍ଯ୍ୟାଳୟରୁ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି…

ଆବାସ ଯୋଜନାରେ ଅଭିଯୋଗ ଘଟଣା: ମଜୁରି ବାବଦକୁ ହିତାଧିକାରୀଙ୍କୁ ମିଳିଲା ପ୍ରାପ୍ୟ

ଦାରିଙ୍ଗବାଡ଼ି,୨୯।୯(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇ ନ ଥିବା ସ୍ଥାନୀୟ ବିଡିଓ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା ଏହା ଦଣ୍ଡିମାହା ଗ୍ରାମର ରୋଜୀ ପ୍ରଧାନ କରିଥିଲେ ା ଏନେଇ…

ମାନ୍ଦାବସ୍ଥା ସତ୍ତ୍ୱେ ନିୟନ୍ତ୍ରଣରେ ଦରଦାମ

ଫୁଲବାଣୀ ଅଫିସ, ୨୮ା୯-ଜିଲା ଭାଜପା ପକ୍ଷରୁ ଅର୍ଥନୀତି ମାନ୍ଦାବସ୍ଥା ଉପରେ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା ପ୍ରବକ୍ତା ଉର୍ମିଳା ମହାପାତ୍ର ଉପସ୍ଥିତ ରହି ଦେଶରେ ବର୍ତ୍ତମାନ ଅର୍ଥନୀତି ମାନ୍ଦାବସ୍ଥାରେ ଚାଲିଛି। ଏହାସତ୍ତ୍ୱେ ଦେଶରେ…

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୨୭।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟକରୁଥିବା ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ୧୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ରାଜୀବ ମଲ୍ଲିକଙ୍କ ସମେତ ଚିତ୍ତରଞ୍ଜନ…

କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର କେତେକ କାରଣରୁ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଯୋଜନା। ଖଜୁରିପଡ଼ା କୃଷି ସୂଚନା ଓ ପରାମର୍ଶ…

ମହିଳା ଜୀବିକା ସୁରକ୍ଷା ମଞ୍ଚର ବିକ୍ଷୋଭ

ଫିରିଙ୍ଗିଆ, ୨୭ା୯- ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ଫିରିଙ୍ଗିଆ ମହିଳା ଜୀବୀକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ତହସିଲ କାର୍ଯ୍ୟାଳୟ ଫାଟକ ପାଖରେ ଧାରଣା ଦିଆଯାଇଛି। ପରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।…

ଫୁଲବାଣୀ ୟୁନାଇଟେଡ୍‌ ବ୍ୟାଙ୍କ ଋଣ ଜାଲିଆତି : ଗିରଫ ଶାଖା ପରିଚାଳିକା ନିଲମ୍ବିତ

ଫୁଲବାଣୀ ଅଫିସ, ୨୬ା୯- ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ଋଣ ପ୍ରଦାନରେ ଜାଲିଆତି ଘଟଣାରେ ୟୁନାଇଟେଡ୍‌ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳିକା ସାଗରିକା ନାୟକ ମଙ୍ଗଳବାର ଜେଲ ଯାଇଛନ୍ତି। ବୁଧବାର ବିଭାଗୀୟ ତଦନ୍ତ କରାଯାଇ ସାଗରିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା…

ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍‌ଦେଲେ ଆନ୍ଦୋଳନ

ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏହି ଜମିକୁ ୫ବର୍ଷୀୟା ଲିଜ୍‌ରେ ଦିଆଯାଉଛି। ଅବଧି ପୂରଣ ପରେ ପୁଣି ନବୀକରଣ…

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଶିକ୍ଷକ ଗିରଫ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଟ୍ୟୁସନ ଶିକ୍ଷକ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଏଥିରେ ସଂପୃକ୍ତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଥିବା ବେଳେ ଫୁଲବାଣୀ…

କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ପାଣିରେ ବୁଡ଼ିଗଲେ, ୫ ବର୍ଷର ଶିଶୁ ମୃତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କାକାମାହା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ଜଣେ ୫ ବର୍ଷର ଶିଶୁର ଅକାଳରେ ମୃତ୍ୟୁ ଘଟିଛି। ସେ ହେଲେ କାକାମାହା ଗ୍ରାମର ରସାନ୍ତ…

ତାଜାରୁ ପଡ଼ି ଗୁରୁତର ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୨୫ା୯-ଟିକାବାଲି ଥାନା କୋଚିଲାଗଡ଼ସ୍ଥିତ ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ତାଜାରୁ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବାବୁଲା ପ୍ରଧାନ। ୨୧ତାରିଖରେ ପିଲାମାନେ…

ସାପ କାମୁଡ଼ାରେ ମା’, ପୁଅ ମୃତ

କ.ନୂଆଗାଁ, ୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତ ଡପର ଗାଁରେ ସାପ କାମୁଡ଼ାରେ ମଙ୍ଗଳବାର ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ୩ୟ ଶ୍ରେଣୀରେ ପଢ଼ୁଥିବା ପୁଅ ଆଦିତ୍ୟ ପ୍ରଧାନ ଓ ମା’ଅଙ୍ଗନଓ୍ବାଡି କର୍ମୀ ରାଜଲକ୍ଷ୍ମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri