ଜି.ଉଦୟଗିରିରେ ଶ୍ୟାମାକାଳୀ ପୂଜା
ଜି.ଉଦୟଗିରି, ୨୭।୧୦(ଡି.ଏନ୍.ଏ.)- ଜି. ଉଦୟଗିରି ବନ୍ଧ ଛକ କାଳୀ ପୂଜା ମଣ୍ଡପରେ ରବିବାର ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ସଭାପତି ଅଜିତ କୁମାର ସାହୁ କର୍ତ୍ତା ଭାବେ ପୂଜାରେ ବସି ଥିଲେ। ପ୍ରଥମେ ମା’ଙ୍କ ଘଟକୁ ଆବାହନ…
ଚାକିରି ଦେବା ନଁ।ରେ ଠକେଇ ଘଟଣା: ୨ ଦିନ ରିମାଣ୍ଡରେ ରୋହିତ
ଫୁଲବାଣୀ ଅଫିସ, ୨୬ା୧୦-ଚାକିରି କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇ ଗିରଫ ହୋଇଥିବା ରେହିତ ବେହେରାଙ୍କୁ ଶୁକ୍ରବାର ଫୁଲବାଣୀ ଟାଉନ ଥାନା ପୋଲିସ ୨ ଦିନିଆ ରିମାଣ୍ଡରେ ନେଇଛି। ସେ କାହାଠୁ କେତେ ଟଙ୍କା ଆଣିଛନ୍ତି, ଏହି ଘଟଣାରେ…
ମାଓବାଦୀଙ୍କ ଗଛ ପକାଇ ରାସ୍ତା ଅବରୋଧ ଘଟଣା: ପୋଲିସ ଦମନ ବିରୋଧରେ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ କରିବା ସହ ଲାଲ୍ ବ୍ୟାନର ଲଗାଇଥିଲେ। ଉକ୍ତ ବ୍ୟାନରରେ ସେମାନେ ବିଭିନ୍ନ ଦାବିନେଇ ଶୁକ୍ରବାର…
ରାସ୍ତାରେ ଗଛ ପକାଇ ଅବରୋଧ କଲେ ମାଓବାଦୀ, ଯାତାୟାତ ବନ୍ଦ
ତୁମୁଡ଼ିବନ୍ଧ,୨୫।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କୁର୍ତ୍ତୁମଗଡ଼ ପନ୍ଦରମାଇଲ ଛକ ନିକଟ ତଗାଗାଡ଼ା ନାଳଠାରେ ମାଓବାଦୀମାନେ ଗୁରୁବାର ରାତିରେ ଗଛ ପକାଇ ଅବରୋଧ କରିଥିବା ଜଣାପଡ଼ିଛି। ରାସ୍ତାରେ ୩ଟି ଗଛ ପକାଇଥିବା ବେଳେ…
ଗଞ୍ଜେଇ ଜବତ, ଜଣେ ଗିରଫ
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- ଦାରିଙ୍ଗବାଡ଼ି ପୋଲିସ ଏକ ବାଇକ ସହ ୮କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବାଲିଗୁଡ଼ା ଥାନା ଗଟଙ୍ଗି ଅଞ୍ଚଳର ପ୍ରତାପ ଦିଗାଳ। ନଂ.୧୦୮/୧୯ରେ ମାମଲା ରୁଜୁ କରି…
ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ୨ଟି ଲାଲ୍ ବ୍ୟାନର ଓ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି। ତେବେ ଅଞ୍ଚଳରେ ପ୍ରବଳ ବର୍ଷା…
ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ: ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଉକ୍ତ ବ୍ଲକ…
ଲଗାଣବର୍ଷା : ପନିପରିବା ସହ ଫସଲ ନଷ୍ଟ ଆଶଙ୍କା
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ଫଳରେ ଚାଷଜମି ସହ ପନିପରିବା ଚାଷ କ୍ଷତି ହେବା ଆଶଙ୍କା କରାଯାଇଛି। ଗୁରୁବାର ସକାଳ ସୁଦ୍ଧା ଅଞ୍ଚଳରେ ୩୮ମିମି ବର୍ଷା ହୋଇଥିବା ରେକର୍ଡ଼…
ଜାତୀୟ ରାଜପଥ ସଂପ୍ରସାରଣ : ଅବାଧ ଗଛକଟା, ରାସ୍ତାରେ ଅଟକି ରହୁଛି ଯାନବାହନ
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ଏଥିପାଇଁ ବନ ବିଭାଗର କର୍ପୋରେଶନ ପକ୍ଷରୁ ରାଜପଥ କଡ଼ରେ ରହିଥିବା ମୂଲ୍ୟବାନ ଗଛ ସ୍ଥାନାନ୍ତର କରାଯିବା ସହ ଏବେ ବଳକା ହଜାର…
ତରକାରି ଅଲଣା ହେବାରୁ ପିଟିଲେ ସ୍ବାମୀ, ଖଟିଆରେ ବୁହାହେଲେ ଗୁରୁତର ମହିଳା
ଫିରିଙ୍ଗିଆ,୨୩ା୧୦- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ମୁଣ୍ଡାମାସ୍କା ଗ୍ରାମରେ ସ୍ବାମୀଙ୍କଠାରୁ ମାଡ଼ ଖାଇ ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଖଟିଆରେ ବୁହାଯାଇ ଡାକ୍ତରଖାନାକୁ ନିଆଯାଇଛି। ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରାୟ ୫ କି.ମି. ଦୂର ସାଡିଙ୍ଗିଆ…
ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଖପ୍ପା
ଫୁଲବାଣୀ ଅଫିସ, ୨୩ା୧୦- ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ୨ ଦିନିଆ କନ୍ଧମାଳ ଗସ୍ତରେ ଆସିଥିଲେ। ସୋମବାର ଏବଂ ମଙ୍ଗଳବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବ୍ଲକ ଅଞ୍ଚଳରେ ବୁଲିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ…
ବିବାହ ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ପ୍ରତାରଣା
ଦାରିଙ୍ଗବାଡ଼ି, ୨୩।୧୦(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବିପିଏମ୍ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା ଡାକ୍ତର ଜଣକ ଏ ନେଇ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧୦୫/୧୯…
Archives


