କନ୍ଧମାଳ

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣବେକ୍ଷଣ କରା ନ ଯିବା ହେତୁ ବହୁ ଷ୍ଟ୍ରିଟ ଲାଇଟ…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ ସିଆରପିଏଫ ଯବାନଙ୍କ ମିଳିତ କୋମ୍ବିଂ ଅପରେଶନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ…

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ ୭ କୋଟି ଟଙ୍କାର ଗଞ୍ଜେଇ ଗଛ ତୁମୁଡିବନ୍ଧ ପୋଲିସ ନଷ୍ଟ କରିଛି । ଅନ୍ୟପଟେ…

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଗୋଟିଏ ନଳକୂପ ହିଁ ଭରସା…

ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର: ପୂଜାର୍ଚ୍ଚନା ସହ ଆରମ୍ଭ ହେଲା ପାଣ୍ଠି ସଂଗ୍ରହ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଆସନ୍ତା ଜାନୁୟାରୀ ୮ ଠାରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା…

ପୁଣି ବଢିଲା ଶୀତ: ଘନ କୁହୁଡି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତର ପ୍ରଭାବ ଜାରି ରହିଛି। ଶୁକ୍ରବାର ତାପମାତ୍ରାରେ ଆହୁରି ହ୍ରାସ ପାଇଛି। ଉକ୍ତ ଅଞ୍ଚଳରେ ତାପମାତ୍ରା ସକାଳ ସୁଦ୍ଧା ୮.୫ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।…

ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି…

ଦାରିଙ୍ଗବାଡି, ୪ ।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଗୁରୁବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଛି। ଯାହାକି ରାଜ୍ୟରେ ସବୁଠାରୁ ଶୀତଳ ସହର ଭାବେ…

ଗୋଟିଏ ସମୟରେ ଜିଲାରେ ଦୁଇ ଦୁଇଟି ମହୋତ୍ସବ: ଦାରିଙ୍ଗବାଡିରେ ବଢିଲା ଅସନ୍ତୋଷ

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଆସନ୍ତା ଜାନୁଆରୀ ୮ ଠାରୁ ୧୨ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ…

ପୋଲିସକୁ ଧମକ ଦେଇ ବନ୍ଧା ହେଲେ ୩

ଭଞ୍ଜନଗର,୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସକୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ସେମାନେ ହେଲେ…

ଆମେ ବି ସକ୍ଷମ: ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଜଣେ ଦିବ୍ୟାଙ୍ଗ ଜଣେ ସକ୍ଷମ ଛାତ୍ରୀଛାତ୍ରଙ୍କ ସହ ସମାନ। ସେମାନଙ୍କୁ ସମାନ ସମ୍ମାନ ମିଳିବା ଦରକାର। ସେମାନେ ଦିବ୍ୟାଙ୍ଗ ନୁହଁନ୍ତି, ତାଙ୍କ ନିକଟରେ ମଧ୍ୟ ଅନ୍ତର୍ନିହିତ ଗୁଣ ଭରି ରହିଛି। ସେମାନେ ଜଣେ ସାଧାରଣ ଲୋକଙ୍କଠାରୁ…

ସଡ଼କ ସୁରକ୍ଷା, ଜୀବନ ରକ୍ଷା: ଶୂନ ଦୁର୍ଘଟଣା ରୋକିବାକୁ ଅଣ୍ଟା ଭିଡ଼ିଲେ ଆଇଟିଆଇ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା କିମ୍ବା ଅନାବଶ୍ୟକ ଦ୍ରୁତ ଗତି ଗାଡି ଚଲାଇବା ଯୋଗୁ ଅକାଳରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି। ଏହାକୁ ରୋକିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ…

ଏମିତି ବି ଆସେ ମୃତ୍ୟୁ : କୁକୁର ଛୁଆ ମୁହଁରୁ ଢାଳ କାଢ଼ି ବଞ୍ଚାଇଥିଲେ, ହେଲେ ଏବେ…

ଦାରିଙ୍ଗବାଡି,୩।୧୨ (ଅରୁଣ ସାହୁ): ମୃତ୍ୟୁ ଏମିତି ବି ଆସେ। ଟିକିଏ ଅସାବଧାନତା ଜଣଙ୍କ ଜୀବନ ନେଇଗଲା।  ଏଭଳି ଦୁଃଖଦ ଖବର ଆସିଛିି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତ ପାକାଲମାହା ଗ୍ରାମର ଫାଉସ୍ଥିନା ବଳିୟାର ସିଂ(୪୬)ଙ୍କ କ୍ଷେତ୍ରରେ। ସେ ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri