କନ୍ଧମାଳ

ବାଲୁଗୁଡ଼ାର ବିଭିନ୍ନ ଅନୁଷ୍ଠାନରେ ମା’ ସରସ୍ବତୀଙ୍କ ପୂଜା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା’ସରସ୍ବତୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଯଥାବିଧି ଅନୁଯାୟୀ, ପୂଜକଙ୍କ ଦ୍ୱାରା ପୂଜା ଆରମ୍ଭ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା l ଏନେଇ ଟାଉନର…

କିରିକୁଟି ବିଦ୍ୟାଳୟରେ ବଢୁଛି ସମସ୍ୟା

ଦାରିଙ୍ଗବାଡ଼ି,୩୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ସମସ୍ୟା ବଢ଼ୁଛି। କିରିକୁଟି ଗ୍ରାମ ମଧ୍ୟରେ ଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଅଭାବ ରହିଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ…

ଜିଲା ଆଇନସେବା ପ୍ରାଧିକରଣ କର୍ମଶାଳା

ଫୁଲବାଣୀ ଅଫିସ, ୩୦ା୧-ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଦିନରେ ଭିନ୍ନ ବିଷୟରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋମବାର ଜିଲା ଆଇନ ସେବା ପ୍ରାଧିକରଣ ପରିସରରେ କିନ୍ନରମାନଙ୍କ ଅଧିକାର ନେଇ ଆଲୋଚନା ହୋଇଥିଲା। ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଇନଜୀବୀ ବିଜୟ…

ବିକେଏମ୍‌ର ଭାରତବନ୍ଦ ଡାକରା: ତୁମୁଡ଼ିବନ୍ଧରେ ପ୍ରଭାବ

ତୁମୁଡ଼ିବନ୍ଧ,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧର ଭିମ୍‌ ଆର୍ମି…

ଅଧ୍ୟକ୍ଷଙ୍କୁ ଚାପୁଡ଼ା ମାରିଲେ ପୂର୍ବତନ ଅଧ୍ୟକ୍ଷା

ଫୁଲବାଣୀ ଅଫିସ/ଖଜୁରିପଡ଼ା, ୨୯ା୧-ଖଜୁରିପଡା ବ୍ଲକ ଦୂତିମେଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ମଙ୍ଗଳବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅଧ୍ୟକ୍ଷ ତଥା ଓଡିଆ ଶିକ୍ଷକ ଲକ୍ଷ୍ମୀଧର ସାହୁ ଏ ନେଇ ଖଜୁରିପଡା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ…

ଡକାୟତ ଧରୁନି ପୋଲିସ, ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୧-ରାଇକିଆ ଥାନା ଅନ୍ତର୍ଗତ କରଡା ଗ୍ରାମର ହନୁମାନ ମନ୍ଦିର ପୂଜକଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜାଣିଶୁଣି ଡକାୟତଙ୍କୁ ଧରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରି ଛାଡି…

ଏନ୍‌ଆର୍‌ୟୁ ଲାଗୁ କରିବାକୁ ଯୁବ କଂଗ୍ରେସର ଦାବି

ଫୁଲବାଣୀ ଅଫିସ, ୨୯ା୧-ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇଛି ା ଜାତି ସଂଘର ରିପୋର୍ଟ ଅନୁଯାୟୀ ପ୍ରତି ୫ ଯୁବତୀ ଯୁବତୀଙ୍କ ମଧ୍ୟରେ ୨ ଜଣ ବେକାର ଅଛନ୍ତି। ଦେଶର ୨୦ରୁ ୩୪ ବର୍ଷର ଯୁବତୀ ଯୁବକ ଶିକ୍ଷା ଓ ରୋଜଗାରଠାରୁ…

ବହିରେ ସ୍ଥାନ ପାଇଲା ଝୁଲିମାଙ୍କ କାହାଣୀ

ଫୁଲବାଣୀ ଅଫିସ, ୨୮ା୧- କନ୍ଧମାଳ ଜିଲା ବାନ୍ଦୁଡ଼ି ଗାଁର ଭି-ଆୱାଡ୍‌ ବିଜେତା ଝୁଲିମା ମଲ୍ଲିକଙ୍କୁ ନେଇ ପୁଣି ସାରା ଦେଶରେ ଚର୍ଚ୍ଚା ା ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟେରାସି ଫେଷ୍ଟିଭାଲ୍‌ରେ ଉନ୍ମୋଚିତ ପୁସ୍ତକ ‘ଉଇ ଆର ଦି ଚାମ୍ପିୟନ୍‌ସ୍‌’ରେ ଝୁଲିମାଙ୍କ…

ରଣବା ପଞ୍ଚାୟତରେ ଉଡ଼ିଲାନି ଜାତୀୟ ପତାକା : ମାଓବାଦୀ ନାଁରେ ବିଦ୍ୟାଳୟରୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

ରାଇକିଆ,୨୮ା୧(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅନେକ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇପାରିନି। ଶନିବାର ରଣବା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଥିଲା ା…

ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ ପତକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୫ ତାରିଖରୁ…

ଜଙ୍ଗଲରେ ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମବେଳେ ଉଦ୍ଧାର କଲେ ଲୋକେ, ଜଣେ ଅଟକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ଯୁବକ ଜଙ୍ଗଲରେ ବଳାତ୍କାର ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦିଆଯାଇଛି।…

ରାଇକିଆରେ ପତାକା ଉତ୍ତୋଳନ କଲେ ବିଡିଓ

ରାଇକିଆ,୨୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୧ତମ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri